Daily Archives

July 12, 2020

ଯକ୍ଷ୍ମା ରୋଗୀ ଚିହ୍ନଟରେ ବାଧକ ସାଜିଛି ଲକଡାଉନ, କାଉନସେଲିଂ ଓ ସ୍ବାବ ଟେଷ୍ଟିଂ ବାଧାପ୍ରାପ୍ତ

ରାୟଗଡ଼ା: ଯକ୍ଷ୍ମା ରୋଗୀ ଚିହ୍ନଟରେ ବାଧକ ସାଜିଛି ଲକଡାଉନ୍। ଗମନାଗମନ ସେବା ଠପ୍ ଯୋଗୁ ବାଧାପ୍ରାପ୍ତ ହୋଇଛି କାଉନସେଲିଂ ଓ ସ୍ବାବ ସଂଗ୍ରହ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆଜି ସୁଦ୍ଧା ୫୦ ପ୍ରତିଶତ ରୋଗୀଙ୍କୁ ବି ଠାବ କରିବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଥିବାରୁ ଚିନ୍ତା ପ୍ରକଟ…
ଅଧିକ ଖବର ଦେଖନ୍ତୁ...

ଦୈନିକ ପିଅନ୍ତୁ ୧ କପ୍‌ କଫି, ଦୂର ହେବ ଏହି ସବୁ ସମସ୍ୟା

ଅଧିକାଂଶ ଭାରତୀୟଙ୍କର ଚା ପିଇବାର ଅଭ୍ୟାସ ରହିଛି। ମାତ୍ର ଆପଣ ଜାଣନ୍ତି କି ଚା ଅପେକ୍ଷା କଫି ପିଇବା ଶରୀର ପକ୍ଷେ ବେଶି ଭଲ ହୋଇଥାଏ।? ଯଦି ଆପଣଙ୍କର ଚା ଅଭ୍ୟାସ ରହିଛି ଆପଣ ତା ପରିବର୍ତ୍ତେ ସେହି ସମୟରେ କଫି ପିଇପାରିବେ। : କଫି ପିଇବା ଦ୍ବାରା ଶରୀର ସକ୍ରିୟ ରହିଥାଏ। ଅଧିକ କାମ…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବି ଅମିତାଭ କରୋନା ପଜିଟିଭ୍‌ ବାହାରିବା ପରେ ଟ୍ବିଟର୍‌ରେ ରେଖା ଟ୍ରେଣ୍ଡ୍‌

ମୁମ୍ବାଇ: ଏକଦା ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅଭିତାଭ ବଚ୍ଚନ ଓ ବଲିଉଡ୍‌ କୁଇନ୍‌ ରେଖାଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଥିବା କଥା ଆପଣ ଶୁଣିଥିବେ ନିଶ୍ଚୟ। ଏତେ ବର୍ଷ ପରେ ମଧ୍ୟ ଅମିତାଭଙ୍କ ନାମ ସହ ଯୋଡ଼ା ଯାଏ ରେଖାଙ୍କ ନାମ। ସୁଯୋଗ ମି‌ଳିଲେ ପ୍ରଶଂସକମାନେ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଅ‌ାଖିତଳ କଳା ପଡୁଛି କି? ଆପଣାନ୍ତୁ ଏହି ସବୁ ଉପାୟ

ଆଖି ତଳ କଳା ପଡ଼ିବା ଆଜି କାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ରାତି ଅନିଦ୍ରା ଓ ଅତ୍ୟଧିକ ‌ଫୋନ୍‌ କିମ୍ବା କମ୍ପ୍ୟୁଟର୍‌ ବ୍ୟବହାର କରିବା ଏହାର ମୁଖ୍ୟ କାରଣ। କେତେକ କ୍ଷେତ୍ରରେ ଭିଟାମିନ୍‌ ଅଭାବରୁ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କ’ଣ କରିବା ଦ୍ବାରା ଏହି…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କାହିଁକି ଚୁପ୍‌ ବୋଲି ଟ୍ବିଟରିୟାନ୍‌ଙ୍କ ପ୍ରଶ୍ନର ଉଚିତ ଜବାବ ରଖିଲେ ରିଚା ଚଢ଼ା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ‌‌ୟା ଭିତରେ ଅନେକ ଦିନ ବିତି ଯାଇଥିଲେ ବି ଏବେ ମଧ୍ୟ ତାଙ୍କ ସଂପର୍କିତ ଅନେକ ଟିକ୍‌ନିକ୍‌ ଖବର ସାମ୍ନାକୁ ଆସିବାରେ ଲାଗିଛି। ଖାଲି ସେତିକି ନୁହେଁ, ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଅନେକ ଜଣ ପରସ୍ପର ସହ ଯୁକ୍ତିତର୍କ କରି କଳି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ ବାଂଲାଦେଶକୁ ପଠାଇଲା ସ୍ୱତନ୍ତ୍ର ପାର୍ସଲ ଟ୍ରେନ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡିପାଲମରୁ ଶୁଖିଲା ଲଙ୍କା ଏକ ସ୍ୱତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ବିଶେଷ ପ୍ରସିଦ୍ଧି ଲାଭ କରିଛି। ଗୁଣବତ୍ତା ଓ…
ଅଧିକ ଖବର ଦେଖନ୍ତୁ...

୨ ହଜାର ଟଙ୍କା ନ ଦେବାରୁ ପ୍ରେମିକାଙ୍କୁ ସାନିଟାଇଜର୍‌ ଢାଳି ନିଆଁ ଲଗାଇଲେ ପ୍ରେମିକ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ତାଙ୍କ ୨୨ ବର୍ଷୀୟା ପ୍ରେମିକା ୨ ହଜାର ଟଙ୍କା ଦେବାକୁ ମନା କରିବାରୁ ଯୁବକ ଜଣକ ପ୍ରେମିକାଙ୍କ ମୁହଁକୁ ସାନିଟାଇଜର୍‌ ଫିଙ୍ଗିଥିବା ଜାଣିବାକୁ ମିଳିଛି। ଯୁବକ ଜଣକ ସାନିଟାଇଜର୍‌ ପକାଇ ଯୁବତୀଙ୍କ ଦେହରେ ନିଆଁ ଲଗାଇ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ନିଷେଧାଦେଶକୁ ଫୁଃ! ବେଧଡ଼କ ଚାଲିଛି ଇଟାଭାଟି

ରାଉରକେଲା: ବାୟୁ ପ୍ରଦୂଷଣ ଓ ମୂର୍ତ୍ତିକା ସଂରକ୍ଷଣ ରୋକିବାକୁ ମାଟି ଇଟା ତିଆରିକୁ ସମ୍ପୂର୍ଣ୍ଣ ବ୍ୟାନ କରିଛନ୍ତି ରାଜ୍ୟ ସରକାର। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ସ୍ଥାନୀୟ ଅଞ୍ଚଳର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାଗଜ କଲମରେ…
ଅଧିକ ଖବର ଦେଖନ୍ତୁ...

ବରଫ କେକ୍‌ କାଟି ଜନ୍ମଦିନ ପାଳିଲେ ଯବାନ; ଭିଡିଓ ସେୟାର କଲେ ସେହ୍ବାଗ, ଟ୍ବିଟର୍‌ରେ ଭୁରି ଭୁରି ପ୍ରଶଂସା

ନୂଆଦିଳ୍ଲୀ: ଯବାନମାନଙ୍କ ତ୍ୟାଗର କୌଣସି ତୁଳନା ନାହିଁ। ନିଜ ଜୀବନର ହସ, ଖୁସି, ଉତ୍ସବ ଆଦି ସବୁକୁ ତ୍ୟାଗ କରି ଯିଏ ସୀମାରେ ଦେଶ ପାଇଁ ସଦା ସଜାଗ ରହିଥାନ୍ତି ସିଏ ହେଉଛନ୍ତି ଯବାନ। ପୂର୍ବରୁ ଯବାନମାନଙ୍କ ତ୍ୟାଗର ଅନେକ ଉଦାହରଣ ରହିଛି। ନିକଟରେ ସେହିପରି ଏକ ଭିଡିଓ ସୋସିଆଲ୍‌ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କଲେଣି ୫.୩ ଲକ୍ଷରୁ ଅଧିକ; ଆରୋଗ୍ୟ ହାର ବୃଦ୍ଧି ପାଇଲା ୬୨.୯୩ ପ୍ରତିଶତକୁ

ନୂଆଦିଲ୍ଲୀ: ଦେଶରେ କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଏଥିରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୨୩୫ ଜଣ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ସମୁଦାୟ ଆରୋଗ୍ୟ ମାମଲା…
ଅଧିକ ଖବର ଦେଖନ୍ତୁ...