Daily Archives

July 13, 2020

ବର୍ଷାରେ ବାସ ଉଜୁଡ଼ିଯିବା ପରେ କେରଳର ଦୁଇ ସ୍କୁଲ୍‌ ମିଶି ବ‌ାସହରା ଭାଇଭଉଣୀଙ୍କ ପାଇଁ ତିଆରିଲେ ଘର

ତିରୁଅନନ୍ତପୁରମ୍‌: କରୋନା ଭାଇରସ୍‌ ‌ହେତୁୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ସହ ଅନେକ ଭଲ ଘଟଣା ବି ଘଟୁଛି। ଏହି ଖରାପ ସମୟରେ ଅନେକ ଲୋକ ନିଜର ମାନବିକତା ଦେଖାଇ ଚର୍ଚ୍ଚା ପାଲଟୁଛନ୍ତି। କେରଳର କସୋରଗଡ଼ ଜିଲ୍ଲାର ଦୁଇଟି ସ୍କୁଲ୍‌ ଦୁଇ ବାସହରରା ଭାଇଭଉଣୀଙ୍କ ପାଇଁ ଘର…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ  ହୋଇଛି ।  ଯୋଗ୍ୟ ହିତାଧିକାରୀ ମାନେ ଷାଠିଏ ପରେ ବି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ଷାଠିଏ ପୁରି ନ ଥିବା…
ଅଧିକ ଖବର ଦେଖନ୍ତୁ...

ଜାମୁକୋଳି ଖାଇବାକୁ ଭଲ ଲାଗେ ତ? ଏଥିରେ ଅଛି ଅନେକ ଉପକାରୀ ଗୁଣ

ଫଳ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ଋତୁ ଅନୁସାରେ ଫଳ ଖାଇଲେ ଦେହ ସୁସ୍ଥ ରହିଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଦିନେ ଜାମୁକୋଳି ପ୍ରବଳ ମାତ୍ରାରେ ହୋଇଥାଏ। ଜାଣିରଖନ୍ତୁ କି ଏହି ଜାମୁକୋଳି ଦେହ ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ଏହା ଏକ ଏପରି ଫଳ ଯାହାକି କେବଳ ଦେଖିବାକୁ ସୁନ୍ଦର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନ ପାଇବେ। ବ୍ୟବସାୟୀଙ୍କୁ ନୂଆ ଅର୍ଡର୍ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରପୂର ରହିବ। ବୃଷ: ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ। ପ୍ରିୟଜନଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରୀକ୍ଷା ସ˚ପର୍କରେ ଭଲ ଖବର ମିଳିବ।…
ଅଧିକ ଖବର ଦେଖନ୍ତୁ...

ରାତିରେ ମୃତ୍ୟୁବିଛଣାରେ ଶୋଇ ଏପରି ଇନ୍‌ଷ୍ଟା ପୋଷ୍ଟ୍‌‌ ଲେଖିଲେ କର୍କଟ ସହ ଲଢୁଥିବା ଅଭିନେତ୍ରୀ, ସକାଳୁ ଚାଲିଗଲା…

ମୁମ୍ବାଇ: ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଦିବ୍ୟା ଚୌକ୍‌ସି କର୍କଟ ସହ ଲଢ଼ି ଲଢ଼ି ୨୮ ବର୍ଷ ବୟସରେ ରବିବାର ଜୀବନ ତ୍ୟାଗ କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ତଳୁ କର୍କଟ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଥିଲେ। ୨୦୧୬ ମସିହାରେ ‘ହେ ଅପ୍‌ନା ଦିଲ୍‌ ତୋ ଆୱାରା’ରେ ନିଜର ଅଭିନୟ କ୍ୟାରିୟର୍‌ର…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଶରୀରର ଓଜନ ବଢ଼ାଇବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ଓଜନ ହ୍ରାସ କରିବାକୁ ବିଭିନ୍ନ ଲୋକ ଚେଷ୍ଟା କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ମାତ୍ର କିଛି ଲୋକଙ୍କୁ ଓଜନ ବୃଦ୍ଧି କରାଇବାର ବି ଆବଶ୍ୟକତା ପଡ଼ିଥାଏ। କିଛି ଲୋକଙ୍କ ଶରୀର ଏତେ ପତଳା ହୋଇଥାଏ ଯେ ସେମାନେ ଚେଷ୍ଟା କରି ମଧ୍ୟ ସାମାନ୍ୟତମ ମୋଟା ହୋଇପାରନ୍ତି ନାହିଁ। ଆଜି…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: କୋଭିଡ଼୍‌-୧୯ ହସ୍‌ପିଟାଲରୁ ୨ଜଣ କରୋନା ରୋଗୀ ଫେରାର୍

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଟାଟା କୋଭିଡ଼୍‌-୧୯ ହସ୍‌ପିଟାଲରୁ ୨ଜଣ କରୋନା ରୋଗୀ ଫେରାର୍‌ ହୋଇ ଯାଇଛନ୍ତି। କୋଭିଡ଼ ହସ୍‌ପିଟାଲ୍‌ ପକ୍ଷରୁ ସନ୍ଦୀପ ମିଶ୍ରଙ୍କ ଏତଲା ଆଧାରରେ ଗୋପଳପୁର ଥାନାରେ କେସ୍‌ ରୁଜୁ ହୋଇଛି। ଗତ ୩ ତାରିଖ…
ଅଧିକ ଖବର ଦେଖନ୍ତୁ...

ଅଙ୍କିତାଙ୍କ ସହ ଏହି ସବୁ ସ୍ବତନ୍ତ୍ର ସମୟ କାଟିବାକୁ ପସନ୍ଦ କରୁଥିଲେ ସୁଶାନ୍ତ

ମୁମ୍ବାଇ: ଧାରାବାହିକ ‘ପବିତ୍ର ରିସ୍ତା’ ସେଟ୍‌ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କର ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପ୍ରଥମେ ବନ୍ଧୁତା ଓ ପରେ ପ୍ରେମକୁ ବଦଳିଥିଲା ଦୁହିଁଙ୍କ ସଂପର୍କ। ସୁଟିଂ ସରିବା ପରେ ସୁଶାନ୍ତ ଓ ଅଙ୍କିତା ପ୍ରାୟତଃ ସାଙ୍ଗ ହୋଇ ସମୟ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ହରାଇଲେ କନ୍ଧମାଳର ୮୦ ବର୍ଷୀୟ ଗୋପୀନାଥ

ଭୁବନେଶ୍ବର : କରୋନା ମହାମାରୀ କବଳରେ ସାରା ଦେଶ ପଡ଼ିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଲୋକମାନେ । କିନ୍ତୁ କନ୍ଧମାଳ ଜିଲ୍ଲାର ଜଣେ ଅଶୀ ବର୍ଷ ବୟସ୍କ ବୃଦ୍ଧ କରୋନାକୁ ହରାଇଦେଇଛନ୍ତି । ସେ ହେଉଛନ୍ତି ରାଇକିଆ ବ୍ଲକ ତଳ ଇନ୍ଦ୍ରାଗଡ଼ାର ଗୋପୀନାଥ ଡାକୁଆ । ସେ କରୋନା…
ଅଧିକ ଖବର ଦେଖନ୍ତୁ...

ବଚ୍ଚନ ପରିବାରର ଆରୋଗ୍ୟ କାମନା କଲେ ଐଶ୍ବର୍ଯ୍ୟାଙ୍କ ପୂର୍ବତନ ପ୍ରେମିକ ବିବେକ ଓବରଏ

ମୁମ୍ବାଇ:  ଆପଣ ଜାଣିଥିବେ ନିଶ୍ଚୟ ଯେ କେବଳ ଜୟା ବଚ୍ଚନଙ୍କୁ ବାଦ୍‌ ଦେଲେ ପୂରା ବଚ୍ଚନ ପରିବାର କରୋନା ଦ୍ବାରା ଆକ୍ରାନ୍ତ। ବିଗ୍‌ ବି ଅମିତାଭ ବଚ୍ଚନ, ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଅରାଧ୍ୟା କରୋନା ପଜିଟିଭ୍‌ ହୋଇଛନ୍ତି। ବଚ୍ଚନ ପରିବାର କୋଭିଡ୍‌-୧୯ ଦ୍ବାରା…
ଅଧିକ ଖବର ଦେଖନ୍ତୁ...