Daily Archives

July 13, 2020

ବ୍ରହ୍ମପୁର : ଶେଷହେଲା ୫ ଦିନିଆ ସଟଡାଉନ, ମଙ୍ଗଳବାରଠାରୁ ଲାଗୁହେବ ନୂଆ କଟକଣା

ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ଲାଗୁ ହୋଇଥିବା ୫ଦିନିଆ ସଟ୍‌ଡାଉନ୍‌ ସମାପ୍ତ ହୋଇଛି। ଆସନ୍ତା କାଲିଠାରୁ ମହାନଗରରେ ନୂତନ କଟକଣା ଲାଗୁ ‌ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ରହ୍ମପୁର ସହରର ସୀମାକୁ ସିଲ୍‌ କରି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବ୍ରହ୍ମପୁର…
ଅଧିକ ଖବର ଦେଖନ୍ତୁ...

୫ ବର୍ଷୀୟା ଝିଅର ହାର୍ଟ ସର୍ଜରୀ ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ଚର୍ଚ୍ଚା ପାଲଟିଲେ ଚେନ୍ନାଇର ପୁଲିସ୍‌କର୍ମୀ

ଚେନ୍ନାଇ: ପୂର୍ବରୁ ଆମେ ଅନେକ ପୁଲିସ୍‌ଙ୍କ ଉଦାରତାର ଉଦାହରଣ ଦେଖିଛେ। ନିକଟରେ ଚେନ୍ନ‌ାଇର ଜଣେ ପୁଲିସ୍‌ କର୍ମଚାରୀ ଏକ ୫ ବର୍ଷୀୟା ଝିଅର ଓପନ୍‌ ହାର୍ଟ ସର୍ଜରି ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ଚର୍ଚ୍ଚା ପାଲଟିଛନ୍ତି। ଏକ ବେସରକାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ ଜୁଲାଇ ୩୧ ପର୍ଯ୍ୟନ୍ତ କରୋନା କଟକଣା : ସରକାରୀ ଅଫିସକୁ ସାଧାରଣ ଲୋକ ଆସିବା ମନା, କର୍ମଚାରୀ ଅନ୍ୟ…

ଜଗତସିଂହପୁର : ଜଗତସିଂପୁର ଜିଲ୍ଲାରେ କରୋନା ଦ୍ରୁତ ଗତିରେ ମାଡ଼ିଚାଲିଥିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ  କେତେକ କଟକଣା ଲାଗୁ କରାଯାଇଛି । ଜନସାଧାରଣ ଓ ସରକାରୀ କର୍ମଚାରୀଙ୍କ ନିରାପତ୍ତା ପାଇଁ ଲୋକମାନଙ୍କୁ ବିଭିନ୍ନ ସରକାରୀ ଅଫିସ ଯିବାକୁ ବାରଣ କରାଯାଇଛି । ଜରୁରୀ ସେବା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରୁ କଲିକତା ବସ୍ ଚଳାଚଳ ବନ୍ଦ ନିର୍ଦ୍ଦେଶ  

ଭଦ୍ରକ : ଭଦ୍ରକରୁ କଲିକତା ଯାଉଥିବା ଘ‌ରୋଇ ଯାତ୍ରୀବାହୀ ବସ୍ ଚଳାଚଳକୁ ଜିଲ୍ଲାପାଳ ବନ୍ଦ  ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଧାମରା, ଚାନ୍ଦବାଲି ଅଞ୍ଚଳରୁ କଲିକତାକୁ ଯାତ୍ରୀ ନେଇ ଦୁଇଟି ବସ୍ ଭଦ୍ରକରୁ ଯାଉଥିଲା। କରୋନା କଟକଣା ପାଇଁ ଜିଲ୍ଲାପାଳ  ଭଦ୍ରକରୁ କଲିକତାକୁ  କୌଣସି ଯାତ୍ରୀବାହୀ…
ଅଧିକ ଖବର ଦେଖନ୍ତୁ...

୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ସହ “ଗ୍ରୀନ ରେଳବାଇ” ହେବାକୁ ମିଶନ ମୋଡ଼ରେ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ଏବେ ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରଣ ଏବଂ ଆଧୁନିକୀକରଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ଏବଂ ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ “ଗ୍ରୀନ ରେଳବାଇ” (ନେଟ ଜିରୋ କାର୍ବନ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଫୁଟପାଥରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଝିଅ; ଦଶମ ପରୀକ୍ଷାରେ ରଖିଲେ ୮୦% ନମ୍ବର

ରୋହତକ: ପୂଜା ରାନୀଙ୍କୁ ନେଇ ତମାମ୍‌ ଦେଶରେ ଚର୍ଚ୍ଚା। ମଧ୍ୟପ୍ରଦେଶର ଜନୈକ ପ୍ରବାସୀ ଶ୍ରମିକ କନ୍ୟା ପୂଜା ହରୟାଣା ରାଜ୍ୟ ବୋର୍ଡର ୧୦ମ ଶ୍ରେଣୀ ପରୀକ୍ଷାରେ ୮୦.୪% ନମ୍ବର ରଖିବା ସହ ପ୍ରମାଣିତ୍‌ କରି ଦେଖାଇ ଦେଇଛନ୍ତି ଯେ ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ। ହରିୟାଣାର…
ଅଧିକ ଖବର ଦେଖନ୍ତୁ...

କରୋନା ନେଇ ଆସିଲା ଭଲ ଖବର, ଦେଶରେ କମୁଛି କରୋନା ମୃତ୍ୟୁହାର

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ ମାଡି ଚାଲିଛି । ଦେଶରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏହାରି ଭିତରେ କିଛି ଭଲ ଖବର ମଧ୍ୟ ଆସିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମ୍ ହେବାରେ ଲାଗିଛି । ମେ’ ମାସ ସଂକ୍ରମଣ ହାର ଥିଲା…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ହେପାଜତରୁ ଖସି ପଳାଉଥିବାବେଳେ କଣ୍ଟେନର ଚାପାରେ ପ୍ରାଣହରାଇଲା ଦୁଷ୍କର୍ମ ଅଭିଯୁକ୍ତ

ରାୟଗଡ଼ା : ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପୁଲିସ ହେପାଜତରୁ ଖସିପଳାଉଥିବାବେଳେ ଏକ କଣ୍ଟେନର ଟ୍ରକ ଚାପାରେ ପ୍ରାଣହରାଇଛି । ଏପରି ଏକ ମର୍ମନ୍ତୁଦ ଘଟଣା ରାୟଗଡ଼ା ଥାନା ଆଗରେ ଘଟିଛି । ପୁଲିସ୍ ମୃତଦେହକୁ ଜବତ କରିଥିବା ବେଳେ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

କରୋନା କବଳରେ କଳାକାର : ୩୪ ଘଣ୍ଟାରେ ବଚ୍ଚନ ଏବଂ ଖେର୍ ପରିବାର ପରେ କରୋନା ସଂକ୍ରମିତ ହେଲେ ଟିଭି ତାରକା

ନୂଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଭୁତାଣୁ । ମହାରାଷ୍ଟ୍ର , ଦିଲ୍ଲୀ , ଚେନ୍ନାଇ ଭଳି ବଡ଼ ବଡ଼ ସହରରେ ଅଧିକାଂଶ ଲୋକଙ୍କୁ କବଳିତ କରିଛି କରୋନା । ତେବେ ଏହାରି ଭିତରେ ବାଦ୍ ପଡ଼ିନାହାନ୍ତି ସିନେ ତାରକା ଏବଂ ତାଙ୍କ ପରିବାର । ମାତ୍ର ୩୪ ଘଣ୍ଟାରେ ବଲିଉଡର ଚର୍ଚ୍ଚିତ…
ଅଧିକ ଖବର ଦେଖନ୍ତୁ...

କ୍ବାରେଣ୍ଟିନ ନିୟମ ଉଲଂଘନ କରିଥିବାରୁ ପ୍ରବାସୀ ଓଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ: ବାହାର ରାଜ୍ୟରୁ ଫେରି ଜଣେ ସ୍ଥାନୀୟ ଯୁବକ କୱାରେଣ୍ଟିନ ନିୟମ ଭାଙ୍ଗି ସହରରେ ବୁଲୁ ଥିବା କାରଣରୁ ତାଙ୍କ ବିରୁଦ୍ଧରେ ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଗତ ୫.୭ ୨୦୨୦ ରେ ତେଲେଙ୍ଗାନା ରାଜ୍ୟରୁ ସ୍ଥାନୀୟ କୁମ୍ଭାରପଡା ଅଂଚଳର ଜଣେ ଯୁବକ ନିର୍ବେନ୍ଦୁ…
ଅଧିକ ଖବର ଦେଖନ୍ତୁ...