Daily Archives

July 14, 2020

ଭବିଷ୍ୟତରେ ଆଇଏଏସ ହେବାକୁ ସ୍ୱପ୍ନ ରଖିଛନ୍ତି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଥିବା ଐଶ୍ୱର୍ଯ୍ୟା

ଭବାନୀପାଟଣା :  ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଐଶ୍ୱର୍ଯ୍ୟା ପଟ୍ଟନାୟକ ୯୭ ପ୍ରତିଶତ ନମ୍ବର ରଖି ଯୁକ୍ତ ଦୁଇ ବିଜ୍ଞାନରେ କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ସେ ଭବିଷ୍ୟତରେ ଆଇଏଏସ ହେବା ପାଇଁ ସ୍ୱପ୍ନ ରଖିଛନ୍ତି । ଆଇଏଏସ  ହେଲେ ଲୋକଙ୍କ ଦୁଃଖ,  ଦୁର୍ଦ୍ଦଶା,…
ଅଧିକ ଖବର ଦେଖନ୍ତୁ...

ଦିନିକିଆ କଳାହାଣ୍ଡି ଗସ୍ତରେ ରାଜ୍ୟ ବିଜେଡି ସାଂଗଠନିକ ସମ୍ପlଦକ

ଭବାନୀପାଟଣା : ବିଜେଡି ର ହେବିଓ୍ବେଟ ନେତା ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଓରଫ ବବି ଦାସ ଆଜି ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ସଂଗଠନ କୁ ସୁଦୃଢ଼ କରିବା ପାଇଁ ବ୍ଳୁ…
ଅଧିକ ଖବର ଦେଖନ୍ତୁ...

ନିରାପଦ ଯାତ୍ରା ନିମନ୍ତେ ରେଳବାଇର ପୋଷ୍ଟ କୋଭିଡ କୋଚ୍‌

ଭୁବନେଶ୍ୱର: କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । କପୁରତଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ କୋଚ୍‌ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ ଡିଜାଇନ୍‌ ପ୍ରସ୍ତୁତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଆଉ ୭ ଦିନ ମେଡିକାଲରେ ବିଗ ବିଙ୍କୁ ରହିବାକୁ ପରାମର୍ଶ ଦେଲେ ଡାକ୍ତର

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ, ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ ଐଶ୍ବର୍ଯ୍ୟା ରାୟ ବଚ୍ଚନଏବଂ ନାତୁଣୀ ଆରାଧ୍ୟା ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଅମିତାଭ ଏବଂ ଅଭିଷେକ ଏବେ ନାନାବତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

‘ହ୍ୟାଲୋ ଭାଉଜ, ପୁଲିସ ଆସିଲେ କଣ କହିବି’ ଭାଇରାଲ ହେଲା ଏହି ଅଡିଓ

କାନପୁର: ଉତ୍ତରପ୍ରଦେଶରେ ୮ ଜଣ ପୁଲିସଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତ ବିକାଶ ଦୁବେର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି | ଆଉ ବିକାଶ ଦୁବେର ସହଯୋଗୀ ତଥା ୫୦ ହଜାର ଟଙ୍କାର ପୁରସ୍କାର ରାଶି ଥିବା ଶଶିକାନ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତ ଶଶିକାନ୍ତଙ୍କ ପତ୍ନୀଙ୍କ ଅଡିଓ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ

ଆଳି: କରୋନା ମହାମାରୀର ମହାବିପତ୍ତି ସମୟରେ ଡାକ୍ତର ଓ ମେଡିକାଲ ଟିମ ହିଁ ସମସ୍ତଙ୍କର ଭରଷା। ମାତ୍ର ନିଜ ଜୀବନକୁ ବିପନ୍ନ କରି କୋଭିଡ ପରୀକ୍ଷା ପାଇଁ ଲୋକ ମାନଙ୍କର ସ୍ବାବ ସଂଗ୍ରହ କରୁଥିବା କରୋନା ଯୋଦ୍ଧାଙ୍କ ଉପରେ ଆଜି ବନ୍ଧୁକ ଦେଖାଇ ଆକ୍ରମଣ କରି ଜନୈକ ଯୁବକ ଗିରଫ ହୋଇଛି। ଏଭଳି…
ଅଧିକ ଖବର ଦେଖନ୍ତୁ...

୧୫ ଦିନ ଲାଗି ଗଞ୍ଜାମର ସବୁ ସହର ସିଲ,  ୪୧ ପ୍ଲାଟୁନ୍‌ ଫୋର୍ସ ମୁତୟନ,  ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ମନା

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଆତଙ୍କ ଖେଳାଇଛି। ଗାଁରୁ ସହର କରୋନା ବାଣ୍ଟି ହୋଇ ଚାଲିଛି, ସଂକ୍ରମଣ ବ୍ୟାପିଗଲାଣି । କରୋନା ପ୍ରଭାବରେ ଜିଲ୍ଲାର ସହରାଞ୍ଚଳ ବେଶି ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ୧୮ଟି ଯାକ ସହରାଞ୍ଚଳକୁ ୫ଦିନ…
ଅଧିକ ଖବର ଦେଖନ୍ତୁ...

୩୦ ବର୍ଷ ଧରି ଚିଠି ପହଞ୍ଚାଇବା ପାଇଁ ୧୫ କିଲୋମିଟର ଚାଲନ୍ତି ଏହି ମଉସା

କୁନୁର:(ବୋୖଦ୍ଧାୟନ ଆଚାର୍ଯ୍ୟ): ଅଗନାଅଗନି ଜଙ୍ଗଲ, ଯେଉଁଠି ସୂର୍ଯ୍ୟ କିରଣ ବି ଖୁବ କମ ପଡେ | ହିଂସ୍ର ଜନ୍ତୁଙ୍କ ଶବ୍ଦରେ କମ୍ପିଯାଏ ଶାନ୍ତ ଜଙ୍ଗଲ | ଏସବୁ ଭିତରେ ବି ଜଣେ ମଣିଷର ଠୁକୁଠୁକୁ ପାଦ ଅବିରତ ଚାଲିଥାଏ | କାନ୍ଧରେ ଝୁଲା ବ୍ୟାଗଟିଏ ଓ ମୁଣ୍ଡରେ କର୍ତ୍ତବ୍ୟର ଏକ ବଡ ପେଡି ଧରି…
ଅଧିକ ଖବର ଦେଖନ୍ତୁ...

‘ସତକୁ ହଇରାଣ କରିହେବ କିନ୍ତୁ ହରାଇ ହେବନାହିଁ’: ସଚିନ ପାଇଲଟ

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବ‌େ ଦିଲ୍ଲୀରୁ ଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ମଙ୍ଗଳବାର ଏହି…
ଅଧିକ ଖବର ଦେଖନ୍ତୁ...

ଡମ୍ଫର ଓ ଜେସିବି ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାସ୍ତା ବା ଅନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ନିୟୋଜିତ ହେଉଥିବା ଡମ୍ପର ଓ ଜେସିବି ଭଳି ଭାରି ଯାନ ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ | କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି | ଏହା ସହ ରାଜ୍ୟ ଓ କେନ୍ଦ୍ରଶାସିତ…
ଅଧିକ ଖବର ଦେଖନ୍ତୁ...