Daily Archives

July 14, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟକ୍ତିଗତ କାମରେ ଭାଇ ଭଉଣୀଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ପାଇଁ ଦିନଟି ଉତ୍ତମ। ବୃଷ: ସ୍ବପ୍ନର ଦୁନିଆରେ ବିଚରଣ କରିବେ। ବେପାର ସ˚ପର୍କରେ ଭଲ ଖବର ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମ ପ୍ରତି ବହୁତ ଖୁସି ରହିବେ। ମିଥୁନ: ଆପଣଙ୍କର ଭଲ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୨୨ପରେ ଭାରତକୁ ପୁଣି ଫେରିପାରେ ଟିକ୍‌ଟକ୍‌

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତ ସରକାର ଲୋକପ୍ରିୟ ଟିକଟକ ଆପ୍‌ ସମେତ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ୍‌ କରିଥିଲେ। ଆପ୍‌ଗୁଡ଼ିକ ବ୍ୟାନ୍‌ ହେବାପରେ କେନ୍ଦ୍ରୀୟ ଇଲୋକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏକ ଆବେଦନ ଉପରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ସ୍ଥିତି ସାଙ୍ଘାତିକ, ରାଜ୍ୟ ସରକାର ପଠାଇଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେଉଛି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୩୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ରାଜ୍ୟର ୩ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା ଥେରାପି, ସପ୍ତାହକ ପରେ ଦୈନିକ ୯୦୦୦ କରୋନା ଟେଷ୍ଟ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୧୫ରୁ ୧୯ ଭିମସାର୍ ବନ୍ଦ; କେବଳ କାଜୁଆଲଟି ଏବଂ ଜରୁରୀ ଅସ୍ତ୍ରୋପଚାର ସେବାକୁ ଅନୁମତି

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ଭିମସାର)କୁ ଜୁଲାଇ ୧୫ରୁ ୧୯  ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହି ବନ୍ଦ ସମୟରେ ମେଡିକାଲରେ ନିମ୍ନଲିଖିତ ସେବା ଉପରେ…
ଅଧିକ ଖବର ଦେଖନ୍ତୁ...

ଆମେରିକାର କଟକଣା ପରେ, ୫ଜି ନେଟ୍‌ୱାର୍କରୁ ଚୀନ୍‌ର ‘ହୁୱାୱେଇ’କୁ ନିଷେଧ କଲା ଇଂଲଣ୍ଡ

ଲଣ୍ଡନ୍‌: ୨୦୧୭ ସୁଦ୍ଧା ଇଂଲଣ୍ଡ୍‌ର ୫ଜି ନେଟ୍‌ୱାର୍କସ୍‌ରୁ ଚୀନ୍‌ର ହୁୱାୱେଇକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ ବୋଲି ମଙ୍ଗଳବାର ଦିନ ଇଂଲଣ୍ଡ୍‌ ସରକାର ଘୋଷଣା କରିଛନ୍ତି। ଦେଶର ଜାତୀୟ ସାଇବର୍‌ ସିକ୍ୟୁରିଟି ସେଣ୍ଟର୍‌ ଚୀନ୍‌ର ବୃହତ୍ ଟେଲିକମ୍ୟୁନିକେସନ୍‌ସ୍ ହୁୱାୱେଇ ବିପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ବଡ଼ ଦୁଃଖଦ ଘଟଣା: ମାମୁ ଘରୁ ଦୁଇ ପୁଅକୁ ନେଇ ଫେରୁଥିବା ବେଳେ ଅଧ ବାଟରେ ଚାଲିଗଲା ବାପାର ଜୀବନ

ବାଙ୍ଗିରିପୋଷି : ବାଙ୍ଗିରିପୋଷି-କଳାବାଡିଆ ଏମଡିଆର ୪୫ ଦଶରାପଦା ଛକ ନିକଟରେ ଆଜିକୁ ଦୁଇ ଦିନ ହେବ ଲଗାତାର ଦୁର୍ଘଟଣା ଘଟି ଚାଲିଛି। ମଙ୍ଗଳବାର ସକାଳ ସମୟରେ ଜଣେ ମଟର ସାଇକେଲ ଆରୋହୀ ଭାରସାମ୍ୟ ହରାଇ ଗାଡ଼ିରୁ ରାସ୍ତାରେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାରେ କରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ସ୍ବାବ ସଂଗ୍ରହ ରୋକିବାକୁ ଧମକ, ଆକ୍ରମଣ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ଜଣେ ଯୁବକ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଯୁବକଙ୍କ ନାମ ବିଶ୍ୱ ରଞ୍ଜନ ପରିଡା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ବିଶ୍ୱ ରଞ୍ଜନ ପରିଡ଼ାଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଆଜି ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଜମ୍ମୁ ଓ କଶ୍ମୀର, କିନ୍ତୁ କେବଳ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ

ନୂଆଦିଲ୍ଲୀ: ଜୁଲାଇ ୧୪ ତାରିଖରୁ ପର୍ଯ୍ୟାୟକ୍ରମେ ପର୍ଯ୍ୟଟନ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଉନ୍ମୁକ୍ତ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ଜମ୍ମୁ ଓ କଶ୍ମୀର ସରକାର କେତେକ ମାର୍ଗଦର୍ଶିକା ଜାରି କରିଛନ୍ତି। କେବଳ ବିମାନରେ ଆସିଥିବା ଯାତ୍ରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ପୁଅ ଡୁଲେଶ୍ବର ଏବେ ଇଣ୍ଟରନେଟ୍ ସେନସେସନ୍ ‘ରାପ୍ପର ଡୁଲେ ରକର’; ଓଲିଉଡରୁ ବଲିଉଡ୍ ଯାଏ ସବୁଠି ପ୍ରଶଂସା

ଭବାନୀପାଟଣା : ନିଜର ମନମତାଣିଆ ରାପ୍ ବଳରେ କଳାହାଣ୍ଡିର ଅଖ୍ୟାତ ପଲ୍ଲୀର ଦେଶୀ ରାପ୍ପର ଡୁଲେ ଏବେ ପାଲଟିଛନ୍ତି ବିଖ୍ୟାତ ଗାୟକ ! ପାଲଟିଛନ୍ତି ଦେଶର ନୂଆ ଇଣ୍ଟରନେଟ୍ ସେନସେସନ୍। ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସଂଗୀତ ନିର୍ଦ୍ଦେଶକ ବିଶାଲ ଡଡଲାନି, ସାମ୍ବାଦିକା ବରଖା ଦତ୍ତ ଓ…
ଅଧିକ ଖବର ଦେଖନ୍ତୁ...