Daily Archives

July 15, 2020

ସମ୍ବଲପୁରର ଅଭୟ ସର୍ବଭାରତୀୟ କେଭି ଟପର୍

ସମ୍ବଲପୁର  : ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ର ଅଭୟ ନାୟକ ସିବିଏସଇ ଦଶମ ପରୀକ୍ଷାରେ ମୋଟ ୪୯୭ (୯୯.୪%) ନମ୍ବର ରଖିଛନ୍ତି। ସେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହରେ ସର୍ବଭାରତୀୟ ଟପର୍‌ ହୋଇଥିବା ବିଦ୍ୟାଳୟ ଅଧ୍ୟକ୍ଷ ମନିଷ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଏଥିସହ ଅଭୟ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ଘରୋଇ ହସପିଟାଲ ଓ ଲ୍ୟାବରେ ୪୫୦ ଟଙ୍କାରେ ହେବ କରୋନା ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର : ଓଡ଼ିଶା ସରକାର କରୋନା ଆଣ୍ଟିଜେନ ପରୀକ୍ଷା ଲାଗି ଘରୋଇ ଲାବରେଟୋରୀଗୁଡ଼ିକୁ ଅନୁମତି ଦେଇଛନ୍ତି । ଏହା ସହିତ ସରକାର ଘରୋଇ ଲାବରେଟୋରୀ, ହସପିଟାଲ ଓ ପଏଣ୍ଟ ଅଫ କେୟାର ମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ କ୍ୟୁ କୋଭିଡ-୧୯ ଆଣ୍ଟିଜେନ କିଟଗୁଡ଼ିକର ଦର ନିର୍ଦ୍ଧାରଣ କରିଛନ୍ତି । ଭାରତୀୟ ଭେଷଜ…
ଅଧିକ ଖବର ଦେଖନ୍ତୁ...

୧୦ଲକ୍ଷ ଜନସଂଖ୍ୟାରେ ଦିନକୁ ଅନ୍ୟୁନ ୧୪୦ନମୁନା ପରୀକ୍ଷା କରିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ

ନୂଆଦିଲ୍ଲୀ: କୋଭିଡ-୧୯ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି । ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ନୂଆ କାମର ଦାୟିତ୍ବ ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ବୃଷ: ସାମାଜିକ କାର୍ୟ୍ୟରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।…
ଅଧିକ ଖବର ଦେଖନ୍ତୁ...

ପ୍ଲାଜମା ଥେରାପି କ’ଣ? ଜାଣନ୍ତୁ କେଉଁ ଲୋକମାନେ ପ୍ଲାଜମା ଦାନ କରିପାରିବେ ନାହିଁ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ ଅଳ୍ପ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ଏହି ଥେରାପିକୁ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବ୍ୟବହାର କରାଯାଉଥିବା ବେଳେ ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସଚେତନ କରାଇବା ସହ ଔଷଧ ବାଣ୍ଟିବା ବେଳେ ଟଳି ପଡ଼ିଲେ କୋଭିଡ ଯୋଦ୍ଧା

ଖୋର୍ଦ୍ଧା: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରେ ରହିବା ସହିତ ସୁରକ୍ଷିତ ରହିବାକୁ ପରମର୍ଶ ଦିଆଯାଉଛି। ସେମିତି କିଛି ଜରୁରୀ କାମ ନଥିଲେ ବାହାରକୁ ବାହାରିବାକୁ ଲୋକମାନଙ୍କୁ ବାରଣ କରାଯାଉଛି। ଏଭଳି ଅବସ୍ଥାରେ ଘରଘର ବୁଲି ଆଶାକର୍ମୀମାନେ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ସେନାକୁ ଜରୁରୀକାଳୀନ ଆର୍ଥିକ କ୍ଷମତା, ସରକାରଙ୍କ ଅନୁମତି ବିନା ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ କିଣିପାରିବ

ନୂଆଦିଲ୍ଲୀ : ଲଦାଖରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଯେକୌଣସି ସମୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା କରୁଛି ଭାରତ । ଆହୁରି ମଧ୍ୟ ପଶ୍ଚିମ ପଟେ ଥିବା ପାକିସ୍ତାନ ପଟୁ ବରାବର ବିପଦ ଲାଗି ରହିଛି । ଏ ପରିସ୍ଥିତିରେ ଆଜି ବସିଥିବା ପ୍ରତିରକ୍ଷା ଖରିଦ ପରିଷଦ (ଡିଏସି)ର ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୨୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ସୁସ୍ଥଙ୍କ ସଂଖ୍ୟା ୩୮୫ରେ ପହଞ୍ଚିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ମଞ୍ଚେଶ୍ୱର ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ସୁସ୍ଥ ହେଲେ

ବାଲେଶ୍ୱର: ୧୦ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ୱର କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ସୁସ୍ଥ ହୋଇଛନ୍ତି। ଚିକିତ୍ସା ପରେ ତାଙ୍କର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ରିପୋର୍ଟ ନେଗେଟିଭ୍‌ ଆସିବା ପରେ…
ଅଧିକ ଖବର ଦେଖନ୍ତୁ...

ମାସ୍କ ଭୁଲି ସାମରିକ ପରେଡରେ ପହଞ୍ଚିଲେ ଫ୍ରାନ୍ସ ସରକାରୀ ମନ୍ତ୍ରୀ, ଭିଡ଼ିଓରେ ଦେଖନ୍ତୁ ତାଙ୍କର ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ମାସ୍କ ପିନ୍ଧିବା ପାଇଁ କହୁଛନ୍ତି | ଘରୁ ବାହାରିଲେ ବା ଜନ ଗହଳିପୁର୍ଣ୍ଣ ସ୍ଥାନକୁ ଗଲେ ମାସ୍କ ପିନ୍ଧି ଯିବାକୁ ଲୋକଙ୍କୁ କୁହାଯାଉଛି | ଏ ମଧ୍ୟରେ ଫ୍ରାନ୍ସର ଜଣେ ମନ୍ତ୍ରୀ ମାସ୍କ ଭୁଲି ସାମରିକ ପରେଡରେ ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...