Daily Archives

July 16, 2020

ସମ୍ବଲପୁର :  ଶବ ଶବ ବୋଲି ହାଉଳି, ଅଧ ଘଣ୍ଟା କସରତରେ ମିଳିଲା ନଡ଼ିଆ

ସମ୍ବଲପୁର :  ଶବ ଶବ ବୋଲି ହାଉଳି, ଶେଷରେ ମିଳିଲା ନଡ଼ିଆ । ଏଭଳି ଏକ ଦୃଶ୍ୟ ଗୁରୁବାର ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଦିନ ପ୍ରାୟ ୧୨ଟା ସମୟରେ କ୍ଷେତରାଜପୁର ଥାନା ରାଜଘାଟ ନିକଟସ୍ଥ ମହାନଦୀ କୂଳରେ ଏକ ବସ୍ତାଭିତରେ ଜଣେ ମହିଳାଙ୍କ ଗଳିତ ଶବ ଭାସୁଥିବା ନେଇ ଖବର ପ୍ରସାରିତ…
ଅଧିକ ଖବର ଦେଖନ୍ତୁ...

ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହିତ ୧୨୩୪ ପରୀକ୍ଷାଗାର ଜରିଆରେ ବଢ଼ିଲା ନମୁନା ପରୀକ୍ଷଣ ହାର

ନୂଆଦିଲ୍ଲୀ : “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତି ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷଣ ସୁବିଧା ବଢ଼ାଇବା ପାଇଁ ପଦକ୍ଷେପ ନେଉଛନ୍ତି। ଫଳସ୍ୱରୂପ, ଦେଶରେ ପରୀକ୍ଷାଗାର ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଏକା ସଙ୍ଗେ ୧୭ଟି ଫିଲ୍ମ ଓ ୱେବ ସିରିଜ ଘୋଷଣା କଲା ନେଟଫ୍ଲିକ୍ସ

ମୁମ୍ବାଇ: ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଅନ୍ୟାନ୍ୟ ଶିଳ୍ପ ସହିତ ମନୋରଞ୍ଜନ ଶିଳ୍ପରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଉଛି। ଯେଉଁଠାରେ, ଗୋଟିଏ ପଟେ ଲକଡାଉନ୍ କୋହଳ ହେବା ପରେ, ପୁଣି ଫିଲ୍ମ ସହ ଜଡିତ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି | ଅନ୍ୟପକ୍ଷରେ, ସିନେମା ହଲରେ ଚଳଚ୍ଚିତ୍ର ରିଲିଜ୍…
ଅଧିକ ଖବର ଦେଖନ୍ତୁ...

ବର୍ଷେ ହେଲା ଗଠନ ହୋଇପାରୁନି ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଅଧ୍ୟକ୍ଷ ପଦ ଉପରେ ଅଧା ଡଜନ ନେତାଙ୍କ ଆଖି

କୋରାପୁଟ(ପତିତପାବନ ସାହୁ): ଆଦିବାସୀ ଅଂଚଳର ବିକାଶ ପାଇଁ ଗଠନ କରାଯାଇଥିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ। କିନ୍ତୁ ବର୍ଷେରୁ ଅଧିକ ସମୟ ହେଲାଣି କୋରାପୁଟରେ ଏହି ପରିଷଦ ନାହିଁ। ପୁରୁଣା ପରିଷଦକୁ ସରକାର ଭାଙ୍ଗିଦେବା ପରେ ନୂଆ ପରିଷଦ ଗଠନ କରିବାକୁ ଯେମିତି ଭୂଲି ଯାଇଛନ୍ତି। ପରିଷଦର…
ଅଧିକ ଖବର ଦେଖନ୍ତୁ...

ବାଟବଣା ଯୋଜନା, ଫଳକରେ ଚାଲିଛି ପ୍ରହସନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରେ ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ପ୍ରଦତ୍ତ ଗ୍ରାମୀଣ ଶୌଚାଳୟ ଯୋଜନା ବାଟବଣା ହୋଇଛି । ଜିଲ୍ଲାର ଏବେ ମଧ୍ୟ ଅନେକ ଗାଁ ରହିଛି ଯେଉଁଠି ସ୍ୱଚ୍ଛ ଭାରତ ମିଶନ ର ଗ୍ରାମୀଣ ଶୌଚାଳୟ ଯୋଜନା ପହଂଚି ପାରି ନାହିଁ। ସରକାର ନିଜ ପାରିବାପଣିଆ ର ପରିଚୟ ଦେବାକୁ ଯାଇ ଗାଁ…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା ୩,୩୧,୧୪୬

ନୂଆଦିଲ୍ଲୀ : ଗୁରୁବାରସୁଦ୍ଧା ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା ୩,୩୧,୧୪୬ ରହିଛି । ଏପର୍ୟ୍ୟନ୍ତ କରୋନା ଚିହ୍ନଟ ହୋଇଥିବା ମୋଟ ରୋଗୀଙ୍କର ମଧ୍ୟରୁ ଏହି ସଂଖ୍ୟା ହେଉଛି ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ । ଘରକୁ ଘର ସର୍ଭେ, ଅନ୍ୟାନ୍ୟ ପ୍ରାକ ନିୟନ୍ତ୍ରଣ କାର୍ୟ୍ୟ, ଠିକଣା ସମୟରେ…
ଅଧିକ ଖବର ଦେଖନ୍ତୁ...

ଯୁବପିଢିଙ୍କୁ ଆକୃଷ୍ଟ କରିବାକୁ ‘ଚିଙ୍ଗାରି’ ଆଣିଲା ପ୍ରତିଯୋଗିତା, ଜିତିଲେ ମିଳିବ ୧ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତରେ ଟିକଟକ ଉପରେ ନିଷେଧାଦେଶ ପରେ ଭାରତୀୟ କ୍ଷୁଦ୍ର ଭିଡିଓ ଆପ୍ ଚିଙ୍ଗାରିକୁ ଭଲ ମାଇଲେଜ ମିଳିଛି | ପ୍ରତି ଘଣ୍ଟାରେ ଲକ୍ଷ ଲକ୍ଷ ଲୋକ ଏହି ଆପ୍ ଡାଉନଲୋଡ୍ କରୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧କୋଟିରୁ ଅଧିକ ଲୋକ ଡାଉନଲୋଡ୍ କରିଛନ୍ତି | ବର୍ତ୍ତମାନ କମ୍ପାନୀ ଏହାର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମ: କଟକ ଅଶ୍ୱିନୀ କୋଭିଡ ହସପିଟାଲରେ ଆରମ୍ଭ ହେଲା ପ୍ଲାଜମା ଥେରାପି

ଭୁବନେଣ୍ବର: ଗତକାଲି ଓଡିଶାରେ ପ୍ଲାଜମା ଚିକିତ୍ସା ଆରମ୍ଭ ହେବା ପରେ ପ୍ରଥମ କରି ଜଣେ ୪୮ ବର୍ଷିୟ କରୋନା ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ତାଙ୍କ ଉପରେ ଏବେ ୨୪ ଘଂଟା ନଜର ରଖାଯାଇଛି । ଡାକ୍ତର କହିଛନ୍ତି, ସେ ସୁସ୍ଥ ଅଛନ୍ତି ଏବଂ ୧ ସପ୍ତାହ ଭିତରେ ତାଙ୍କ ଶରୀରରେ ଆଂଟିବଡି ସୃଷ୍ଟି ହେବ ।…
ଅଧିକ ଖବର ଦେଖନ୍ତୁ...

ପୁଣି ବାତିଲ ହେଲା ଦୁଇଟି ଚୀନ କମ୍ପାନୀଙ୍କ ୮୦୦ କୋଟିର କାର୍ଯ୍ୟାଦେଶ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉତ୍ତେଜନା ହ୍ରାସ ପାଇବା ପରେ ମଧ୍ୟ ସରକାର ଚୀନ୍‌କୁ ଆର୍ଥିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପ୍ରକଳ୍ପରୁ ଦୁଇଟି ଚୀନ କମ୍ପାନୀର ବିଡ୍ ବାତିଲ କରାଯାଇଛି। ଏହି ଚୁକ୍ତିନାମାର ମୂଲ୍ୟ ପ୍ରାୟ ୮୦୦…
ଅଧିକ ଖବର ଦେଖନ୍ତୁ...

ବୁର୍ଲାରେ ବ୍ୟାପୁଛି କରୋନା ସଂକ୍ରମଣ, ଭିସୁଟ୍ ଲିଙ୍କରେ ଆଉ ଜଣେ କର୍ମଚାରୀ ପଜିଟିଭ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ଜନୈକା ଅଧ୍ୟାପିକା ପଜିଟିଭ୍ ଚିହ୍ନଟ ପରଠାରୁ ଜଣକ ପରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ଥିବା ଘଟଣା ସାମ୍ନାକୁ ଆସୁଛି । ଇତିମଧ୍ୟରେ ଭିସୁଟ୍ ଲିଙ୍କରେ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...