Daily Archives

July 16, 2020

ଆମେରିକା ଓ ବ୍ରିଟେନରୁ ନିଜ ଶତାଧିକ କର୍ମଚାରୀଙ୍କୁ ଫେରାଇ ଆଣୁଛନ୍ତି ଭାରତର ପ୍ରମୁଖ ସଫ୍ଟୱେୟାର କମ୍ପାନୀ

ମୁମ୍ବାଇ: ଦେଶର ପ୍ରମୁଖ ସଫ୍ଟୱେୟାର କମ୍ପାନୀ ୱିପ୍ରୋ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆରୁ ଭାରତକୁ ୫୦୦ ରୁ ଅଧିକ କର୍ମଚାରୀ ଫେରାଇଆଣିଛି | କମ୍ପାନୀର ଏହି କର୍ମଚାରୀମାନଙ୍କର ଭିସା ଅବଧି ସମାପ୍ତ ହୋଇଛି କିମ୍ବା ସମାପ୍ତ ହେବାକୁ ଯାଉଛି | ଗଣମାଧ୍ୟମ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଆଧାରକାର୍ଡ଼ରେ ନାମ ଭୁଲ ଥିବାରୁ ୭୦ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ଆସିପାରିଲାନି ପିଏମ-କିସାନ ଯୋଜନା ଟଙ୍କା

ନୂଆଦିଲ୍ଲୀ: ଆଧାର କାର୍ଡରେ ଥିବା ନାମରେ ଗୋଟିଏ ମାତ୍ର ବନାନ ଭୁଲ ଯୋଗୁଁ ପ୍ରଭାବିତ ହୋଇଛନ୍ତି ୭୦ ଲକ୍ଷ ଚାଷୀ | କଥାଟି ଅବାସ୍ତବ ଲାଗୁଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ | ଆଧାର କାର୍ଡରେ ଥିବା ତ୍ରୁଟି ଯୋଗୁଁ ପ୍ରାୟ ୪୨୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି ଦେଶର ପ୍ରାୟ ୭୦ ଲକ୍ଷ କୃଷକ |…
ଅଧିକ ଖବର ଦେଖନ୍ତୁ...

ପୁଣି ଧୋକା ଦେଲା ପାକିସ୍ତାନ : କୁଳଭୂଷଣଙ୍କୁ ନିଃସର୍ତ୍ତ ଭେଟିବାକୁ ଦେଲା ନାହିଁ , ନିରାଶ ହୋଇ ଫେରିଲେ ଭାରତୀୟ…

ନୂଆଦିଲ୍ଲୀ : ପୁଣି ଧୋକା ଦେଲା ପାକିସ୍ତାନ । ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ପ୍ରଦାନ କରିଥିଲେ ମଧ୍ୟ ବାସ୍ତବରେ ତାହାକୁ ପାଳନ କରିନାହିଁ । ତାଙ୍କୁ ଭେଟିବାକୁ ଯାଇଥିବା ଅଧିକାରୀଙ୍କ ଆଗରେ ବାରମ୍ବାର ବିଭିନ୍ନ ପ୍ରତିବନ୍ଧକ ରଖାଯାଇଥିଲା । ଫଳରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ୧୪ ଦିନ ପାଇଁ ଲକଡାଉନ୍, ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟସବୁ…

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବହୁଳ ସଂକ୍ରମଣ ଥିବା  ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଶାସନ ସଚିବ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ କାଳରେ ବ୍ୟାପକ ହେବ ସର୍ଭେଲାନ୍ସ, ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲି ରାତିରୁ ଜୁଲାଇ ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସମେତ ରାଉଲକେଲା ମୁନିସିପାଲିଟି  ଅଞ୍ଚଳରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ…
ଅଧିକ ଖବର ଦେଖନ୍ତୁ...

ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ବ୍ୟବସାୟୀ; ଜାଣନ୍ତୁ ଏହି ମାସ୍କ ମୂଲ୍ୟ କେତେ ଓ ତିଆରି କରିବାକୁ କେତେ ଦିନ…

କଟକ: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଏହାପରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାର ମାସ୍କ ବିକ୍ରି ହେବା ଆରମ୍ଭ ହୋଇଯାଇଛି। ଏଭଳି ସମୟରେ କଟକ ବକ୍ସିବଜାର ବେପାରୀ ସାହିର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। କାର୍ୟ୍ୟ ବ୍ୟସ୍ତତା ସତ୍ତ୍ବେ ମଉଜ ଲାଗି ସମୟ ବାହାର କରିନେବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ବାତାବରଣ ରହିବ। ଆପଣ ଯାହା ବି କାମ କରିବେ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ମିଥୁନ: ଭାଗ୍ୟ…
ଅଧିକ ଖବର ଦେଖନ୍ତୁ...

୨୯ ତାରିଖ ଯାଏଁ ବନ୍ଦ ହେଲା ଭଦ୍ରକ ମୁନିସିପାଲିଟି

ଭଦ୍ରକ: ଭଦ୍ରକ ମୁନିସିପାଲିଟି କାର୍ଯ୍ୟାଳୟକୁ ୧୪ଦିନ ଲାଗି ବନ୍ଦ ଘୋଷଣା କରାଯାଇଛି। ଆଜିଠାରୁ ୨୯ ତାରିଖ ପର୍ପ୍ୟନ୍ତ ବନ୍ଦ ରହିବ ମୁନିସିପାଲିଟି କାର୍ଯ୍ୟାଳୟ। ଏହି ସମୟ ମଧ୍ୟରେ ଅଫିସ ପରିସରକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯିବ। କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଏହି ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରୁ ଟୁଇଟ କରି ଏହି ୬ ପ୍ରକାରର ଲୋକଙ୍କଠାରୁ ଦୂରେଇ ରହିବା ପାଇଁ କହିଲେ ବିଗ୍ ବି

ମୁମ୍ବାଇ: କିଛି ଦିନ ତଳେ କରୋନାଭାଇରସ୍ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଚିକିତ୍ସାର ଅପଡେଟ୍ ପ୍ରଶଂସକମାନଙ୍କୁ ଦେଉଛନ୍ତି। ନିଜର ପୂର୍ବ ପୋଷ୍ଟରେ ଡାକ୍ତରମାନେ ଈଶ୍ୱର ସ୍ୱରୂପ ବୋଲି କହିଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ଟିଭି ରିମୋଟକୁ ନେଇ ହତ୍ୟା: ୭ବର୍ଷିଆ ବାଳିକାକୁ ହତ୍ୟା ପରେ ଡବାରେ ଭର୍ତ୍ତି କରି କେନାଲରେ ଫିଙ୍ଗିଲା ଅଭିଯୁକ୍ତ

ଚେନ୍ନାଇ: ସାମାନ୍ୟ ଟିଭି ରିମୋଟ ପାଇଁ ପଡୋଶୀ ଯୁବକ ଜଣେ ୭ବର୍ଷିଆ ବାଳିକାକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ହତ୍ୟା ପରେ ନିଜ ଅପରାଧକୁ ଲୁଚାଇବା ପାଇଁ ଅଭିଯୁକ୍ତ ଯେଉଁଭଳି ଭାବରେ ମୃତଦେହକୁ ଲୁଚାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...