Monthly Archives

July 2020

ବୌଦ୍ଧ: ଜ୍ୱାଇଁଙ୍କୁ ହତ୍ୟାକଲେ ଶ୍ୱଶୁର ଘର ଲୋକେ!

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ  ଥାନା ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମତେ ପୁରୁଣାକଟକ ପଞ୍ଚାୟତ ରାଜିଙ୍ଗ ଗ୍ରାମର ଲବ ବଗର୍ତ୍ତି(୪୨) ପଡୋଶୀ ପିତାମ୍ବରପୁର…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା ଅଭିଯୋଗରେ ଭିଡିଓ ମାଧ୍ୟମରେ ରିୟାଙ୍କ ପ୍ରତିକ୍ରିୟା: ନ୍ୟାୟ ପାଇବି ବୋଲି ବିଶ୍ବାସ,…

ନୂଆଦିଲ୍ଲୀ: ପ୍ରେମିକ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ନାଁରେ ହେଉଥିବା ଅଭିଯୋଗ ନେଇ ପ୍ରଥମ ଥର ଲାଗି ପ୍ରତିକ୍ରିୟା ପ୍ରକାଶ କରି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଯେ, ବୈଦ୍ୟୁତିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ବହୁ ଭୁଲ୍ କଥା କୁହାଯାଉଥିଲେ ମଧ୍ୟ ମାମଲା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ସ˚ପୂର୍ଣ୍ଣ ହେବ। ଖୁସି ଖବର ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଭେଟ ହେବ। ସମାଜରେ ମାନ ସମ୍ମାନ ପାଇବେ। ବୃଷ: ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ଲାଭ ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଛାତ୍ରୀଙ୍କୁ ସହପାଠୀଙ୍କ…
ଅଧିକ ଖବର ଦେଖନ୍ତୁ...

କଳାକାରଙ୍କ ହାତ ବାନ୍ଧି ଦେଇଛି ଲକଡାଉନ୍: ବରା ବିକୁଛନ୍ତି ଅର୍ଗାନ୍ କଳାକାର

ବାଉଁଶୁଣି (ବୌଦ୍ଧ) ବାଉଁଶୁଣି ପଞ୍ଚାୟତ ଡିମିରିପାଲି ଥାନାପଡ଼ାରେ ଅର୍ଗାନ (କି ବୋର୍ଡ) କଳାକାର ସୁଦାମ ବିଶିଙ୍କ ଘର। ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ପରିବାର ଦୁଃଖ କଷ୍ଟରେ ଚଳି ଯାଉଥିଲା। ସମ୍ବଳ କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ପାଉଥିବା ୧୫ କେଜି ଚାଉଳ। ଚାଷ ପାଇଁ ଜମି…
ଅଧିକ ଖବର ଦେଖନ୍ତୁ...

ଅତ୍ୟଧିକ ସାନିଟାଇଜର ବ୍ୟବହାର ବି ଶରୀର ପାଇଁ କ୍ଷତିକାରକ : ବିଶେଷଜ୍ଞ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଆଲକହଲ ଭିତ୍ତିକ ସାନିଟାଇଜରଗୁଡ଼ିକ ଆମ ନିତିଦିନିଆ ଜୀବନର ଏକ ଅବିଚ୍ଛେଦ୍ୟ ଅଂଗ ପାଲଟିଯାଇଛି । ଲୋକମାନେ ଦିନକୁ ଅନେକ ଥର ସାନିଟାଇଜର ବ୍ୟବହାର କରୁଛନ୍ତି । ସାନିଟାଇଜର ବ୍ୟବହାର ଦ୍ୱାରା ହାତରେ ଥିବା ପ୍ରାୟ ୯୯ ପ୍ରତିଶତ ବ୍ୟାକ୍ଟେରିଆ ନଷ୍ଟ…
ଅଧିକ ଖବର ଦେଖନ୍ତୁ...

ଜୀବିକା ପାଇଁ କୋହଳ ହେଲା ନିୟମ; ଖୋଲିବ ଦୋକାନବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିଳ୍ପ

ଭୁବନେଶ୍ୱର:  ଅଗଷ୍ଟ ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କ‌ରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଜୀବନ ସହ  ଜୀବିକା ଉପରେ…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ୭୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। Another 772 #COVID19 patients have recovered and are being discharged on 31.7.2020. 212 from Ganjam…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ୍‌ ପରିବର୍ତ୍ତନ ହେଲା; ଏଥର ବଡ଼ ଜରିମାନା ସହ…

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ସମସ୍ତ ଅଙ୍ଗ ନିୟୋଜିତ ଅଛି ଏବଂ ରାଜ୍ୟରେ କୋଭିଡ୍‌ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ତେବେ, କୋଭିଡ୍‌ ମୁକାବିଲା ସହ ରାଜ୍ୟରେ ଜୀବନ ଓ ଜୀବିକାକୁ ମଧ୍ୟ ସ୍ୱାଭାବିକ କରିବାର ଆବଶ୍ୟକତା ରହିଥିବାରୁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ ନାବାଳିକା ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଯୁବକ ଗିରଫ

ଢେଙ୍କାନାଳ: ଭାପୁର ଫାଣ୍ଡି ଅନ୍ତର୍ଗତ ନାବାଳିକା ଆତ୍ମହତ୍ୟା ଘଟଣାରେ ଢେଙ୍କାନାଳ ସଦର ଥାନା ପୁଲିସ ଅଭିଯୁକ୍ତ ସୁବାସ ମୁଦୁଲିକୁ ଗିରଫ କରିଛି । ଗତକାଲି ଉତ୍ତର କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ଏଏସଆଇ ପଦ୍ମନାଭ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ଏଏସଆଇ ନିଲମ୍ବିତ ହେବା ପରେ…
ଅଧିକ ଖବର ଦେଖନ୍ତୁ...