Monthly Archives

July 2020

ଅଗଷ୍ଟ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ଲକଡାଉନ; ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ ଓ ସୁଇମିଂ…

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଅଗଷ୍ଟ ମ‌ାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେହି ଅଞ୍ଚଳକୁ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ‘ଟୁ-ଜି’ ମୁକ୍ତ କରିବାକୁ ମୁକେଶ ଅମ୍ବାନିଙ୍କ ଆହ୍ଵାନ

ନୂଆଦିଲ୍ଲୀ : ଭାରତକୁ ଟୁ-ଜି ମୁକ୍ତ କରିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ଲକ୍ଷ୍ୟ ରଖିଛନ୍ତି । ଭାରତକୁ ଟୁଜି-ମୁକ୍ତ କରିବାକୁ ଭାରତ ସରକାର ନୀତିଗତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ଭାରତରେ ମୋବାଇଲ ସେବା ଆରମ୍ଭ ହେବାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ଲାଗି ଗାଇଡଲାଇନ୍ ଜାରି କ‌ଲେ ରାଜ୍ୟ ସରକାର : ୪ ଜିଲ୍ଲା ଓ ରାଉରକେଲାରେ ସପ୍ତାହନ୍ତ ସଟଡାଉନ୍‌, ସାରା ରାଜ୍ୟରେ…

ଭୁବନେଶ୍ୱର:  ଅଗଷ୍ଟ ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କ‌ରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଜୀବନ ସହ  ଜୀବିକା ଉପରେ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ: ଡିଜିସିଏ

ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟ କାରଣରୁ ଅଗଷ୍ଟ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଶୁକ୍ରବାର ଦିନ ‘ଡାଇରେକ୍ଟୋରେଟ୍‌ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍’ ଶୁକ୍ରବାର ଦିନ ଘୋଷଣା କରିଛି। ଏ ସଂକ୍ରାନ୍ତରେ ଜାରି ହୋଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ତିନିଠାକୁରଙ୍କୁ ଏକାଦଶୀରେ ଖୋର୍ଦ୍ଧାରୁ ତୁଳସୀମାଳ ଭେଟି

ଖୋର୍ଦ୍ଧା: ପୁରୀ ଶ୍ରୀକ୍ଷେତ୍ର ସହ ଖୋର୍ଦ୍ଧାର କ୍ଷୀରନୀର ସଂପର୍କ । କହିବାକୁ ଗଲେ ଶ୍ରୀମନ୍ଦିରର ଇତିହାସ, ସଂସ୍କୃତି ଓ ପରଂପରା ସହ ଖୋର୍ଦ୍ଧାର ଜନଜୀବନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଗଡ଼ଖୋର୍ଦ୍ଧା, ଚିଲିକାର କଙ୍କଣଶିଖରରେ ଚତୁର୍ଦ୍ଦାମୂର୍ତିଙ୍କ ପାତାଳି ହେବା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଥିବା ଜିଏମଆର କମଳାଙ୍ଗ ତାପଜ ବିଦ୍ୟୁତ ପ୍ରକଳ୍ପ ଅଧିଗ୍ରହଣରୁ ଓହରିଲା ଜେଏସଡବ୍ଲୁ

ଭୁବନେଶ୍ୱର : ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଥିବା ଜିଏମଆର କମଳାଙ୍ଗ ତାପଜ ବିଦ୍ୟୁତ ପ୍ରକଳ୍ପ ଅଧିଗ୍ରହଣ ଚୁକ୍ତିକୁ ବାତିଲ କରିଛି ଜେଏସଡବ୍ଲୁ ଏନର୍ଜି । କରୋନା ମହାମାରୀ ଯୋଗୁଁ ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ଏହି ଡିଲରୁ ଓହରିବାକୁ କମ୍ପାନି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ ହେଲା ତଦନ୍ତ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଇଡି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏକ ମନି ଲଣ୍ଡରିଂ ମାମଲା ଆଗତ ହୋଇଛି। ଏବଂ ତଦନ୍ତ ପାଇଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ…
ଅଧିକ ଖବର ଦେଖନ୍ତୁ...

ଆଉ ତିନି ମାସ ବଢ଼ିଲା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟସୀମା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ‘ପବ୍ଲିକ୍ ସେଫ୍‌ଟି ଆକ୍ଟ୍‌’ରେ ‘ପିପୁଲ୍ସ୍‌ ଡେମୋକ୍ରାଟିକ୍ ପାର୍ଟି’ର ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟସୀମା ପୁଣି ତିନି ମାସ ବଢ଼ାଇ ଦେଇଛନ୍ତି। ଗତବର୍ଷ ଅଗଷ୍ଟ ୫ ତାରିଖ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୯ଯାଏଁ ବୌଦ୍ଧ ଜିଲ୍ଲାରେ ପୁଣି ସଟ୍‌ଡାଉନ୍‌, ଦୁଇ ପର୍ଯ୍ୟାୟ ମାର୍ଗଦର୍ଶିକା ଜାରି କଲେ ଜିଲ୍ଲାପାଳ

ବୌଦ୍ଧ: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ବୌଦ୍ଧ ଜିଲ୍ଲା ବ୍ୟାପି ପୁଣି ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର। ଶୁକ୍ରବାର ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ୩ ତାରିଖ ସୋମବାରରୁ ଓ ୬…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରକ୍‌; ଦେଖନ୍ତୁ କିପରି ପେଟି ପେଟି ମଦ ଲୁଟି ନେଇ ଯାଉଛନ୍ତି ଲୋକେ

ଗୌହାଟୀ: କରୋନା ଭାଇରସ ସଂକ୍ରମଣ ସମୟରେ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି। ଏପରି ପରିସ୍ଥିତିରେ ମଦ ପିଇବାର ଅଭ୍ୟାସ ଥିବା ଲୋକମାନେ ମଦ ପାଇଁ ବ୍ୟାକୁଳ ହୋଇ ରହିଛନ୍ତି। ନିକଟରେ ଆସାମର ସେପୋନ ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ମଦ ଭର୍ତ୍ତି ଟ୍ରକ ରାସ୍ତାରେ ଓଲଟି ପଡିଥିଲା। ଏହି ସମୟରେ ସେହି…
ଅଧିକ ଖବର ଦେଖନ୍ତୁ...