Monthly Archives

August 2020

ମଦ ନିଶାରେ ଦାନାଦାର ଖାଇଦେଲେ, ଜଣେ ମୃତ, ୩ ଅସୁସ୍ଥ ଚିକିତ୍ସାଳୟରେ

ଫୁଲବାଣୀ :ମଦ ନିଶାରେ ଦାନାଦାର ଚାଖଣ। ଲୁଣ ଭାବି ଦାନାଦାର ଖାଇବାରୁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଅସୁସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସଦର ଥାନା ତାଳପଡା ଗାଁରେ। ଗତକାଲି ରାତିରେ ଗ୍ରାମର ଟୁବୁନା କହଁର(୬୦)ଙ୍କ ସମେତ ୪ ଜଣ ଦେଶୀ ମଦ ପିଇଥିଲେ। ଚାଖଣ ପାଇଁ ମିକଚର,ପିଆଜ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍‌ କ୍ରୟର ନୂଆ ଅନୁଭବ : ଡେମୋ ଅନ୍‌ ଡେଲିଭରୀ

ଭୁବନେଶ୍ଵର, ୨୯/୮: ଅନ୍‌ଲାଇନ୍‌ କିଣାବିକା ବା ଇ-କମର୍ସ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି ଚାହିଦା ବୃଦ୍ଧି ବେଳେ ଲୋକଙ୍କ ଆସ୍ଥା ଜିତି ବ୍ୟବସାୟକୁ ଆଗକୁ ବଢ଼ାଇବା ଲାଗି ଉଦ୍ୟମ କରିଛନ୍ତି କିଛି ଓଡ଼ିଆ ଯୁବ ଶିଳ୍ପୋଦ୍ୟୋଗୀ। ଏହିକ୍ରମରେ ସେମାନେ ଅନ୍‌ଲାଇନ୍‌ ବିକ୍ରିରେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର : ହଜାର ହଜାର ହେକ୍ଟରରେ ଜମିରେ ଉଜୁଡ଼ିଲା ଚାଷ

ବାଲେଶ୍ବର : ଗୋଟିଏ ପଟେ ମହାମାରୀ କରୋନା କଟକଣା, ଅନ୍ୟପଟେ ନିଅଣ୍ଟିଆ ବର୍ଷା। ଫଳରେ ବାଲେଶ୍ବର ଜିଲ୍ଲାରେ ଚଳିତବର୍ଷ ବିଳମ୍ବରେ ଧାନଚାଷ ଆରମ୍ଭ ହୋଇଥିଲା। ଧାନ ଗଛ ଟିକେ ବଢ଼ିବା ବେଳକୁ ବନ୍ୟା ପାଣି ସବୁକିଛି ଉଜାଡ଼ି ଦେଇ ଚାଷୀଙ୍କ ଆଶା ଭରସା ଭାଙ୍ଗି ଚୁରମାର କରିଦେଇଛି। କିଛିମାସ…
ଅଧିକ ଖବର ଦେଖନ୍ତୁ...

ସନ୍ନିଙ୍କ ପରେ ପଶ୍ଚିମବଙ୍ଗର ଏକ କଲେଜର‌ ମେରିଟ୍‌ ତାଲିକାରେ ନେହା କକ୍କଡଙ୍କ ନାମ

ମୁମ୍ବାଇ: ସନ୍ନି ଲିଓନିଙ୍କ ପ‌ରେ ଏବେ ଏକ କଲେଜ୍‌ର ମେରିଟ୍‌ ତାଲିକାରେ ଦେଖିବାକୁ ମିଳିଛି କଣ୍ଠଶିଳ୍ପୀ ନେହା କକ୍କଡଙ୍କ ନାମ। ପଞ୍ଚିମବଙ୍ଗର ମାଲଦା ଜିଲ୍ଲାର ଏକ କଲେଜ୍‌ ମେରିଟ୍‌ ତାଲିକା‌ରେ ନେହାଙ୍କ ନାମ ଦେଖିବାକୁ ମିଳିଛି। ତାଲିକା ଅନୁସାରେ ନେହା ମାଣିକଚାକ୍ କଲେଜରେ କଳା ବିଭାଗରେ…
ଅଧିକ ଖବର ଦେଖନ୍ତୁ...

ଶରୀରର ଓଜନ ହ୍ରାସ କରିବାକୁ ଚାହାନ୍ତି କି? ଡାଏଟ୍‌ ଚାର୍ଟରେ ସାମିଲ୍‌ କରନ୍ତୁ ଏହି ସବୁ ଫଳ

ଓଜନ ହ୍ରାସ ପାଇଁ ଲୋକ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି। କିଏ ଖାଇବା କମ୍‌ କରି ଓଜନ ହ୍ରାସ କରିବାର ଉପାୟ ଆପଣେଇ ଥାଆନ୍ତି ତ ପୁଣି କେହି ଡାଏଟ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମିଲ୍‌ କରି ଓଜନ ହ୍ରାସ କରିଥାନ୍ତି। ଆପଣ ବି ଯଦି ନିଜର ଓଜନ ହ୍ରାସ କରିବାକୁ ଚାହାନ୍ତି ତେବେ…
ଅଧିକ ଖବର ଦେଖନ୍ତୁ...

‘ଖତ୍ରୋଁ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ’ ଜିତିଲେ ଟେଲି ଅଭିନେତ୍ରୀ ନିଆ ଶର୍ମା

ମୁମ୍ବାଇ: ଟିଭି ତାରକା ନିଆ ଶର୍ମା ଫାଇନାଲରେ ଜସ୍ମିନ ଭାସିନ ଏବଂ କରଣ ୱାହିଙ୍କୁ ପରାସ୍ତ କରି ଟିଭି ରିୟଲିଟି ସୋ 'ଖତ୍ରୋଁ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ' ଜିତିଛନ୍ତି। ନିଆ ଜିତିଥିବା ସଂସ୍କରଣଟି ବେଶ୍‌ ସ୍ବତନ୍ତ୍ର ଥିଲା। 'ଖତ୍ରୋଁ କେ ଖିଲାଡି’ର ସିଜିନ୍‌ ୧୦ ସରିଯିବା ପରେ ଏହିି…
ଅଧିକ ଖବର ଦେଖନ୍ତୁ...

ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’, ସମସ୍ତ ନୂଆ ଗ୍ରାହକଙ୍କ ପାଇଁ “ବିନା ସର୍ତରେ ୩୦ ଦିନ…

ମୁମ୍ବାଇ / ଭୁବନେଶ୍ୱର: ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଜିଓ ଫାଇବର୍ ପକ୍ଷରୁ ‘ନୂଆ ଭାରତର ନୂଆ ଜୋଶ୍‌’ (ନୟେ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ଏହାର ଟାରିଫ୍ ପ୍ଲାନ୍‌ଗୁଡିକର ପୁନର୍ବିନ୍ୟାସ କରାଯାଇଛି । ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଯେତେବେଳେ ଭରସାଯୋଗ୍ୟ ଇଟଂରନେଟ୍…
ଅଧିକ ଖବର ଦେଖନ୍ତୁ...

ପ୍ରତିଶୋଧ ନେବାକୁ ଯାଇ ୮ ବର୍ଷିଅ ନାବାଳକକୁ ହତ୍ୟା, ଭଉଣୀକୁ ବିବାହ କରିବାକୁ ଚାହୁଁଥିଲେ ଅଭିଯୁକ୍ତ

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଜଣେ ୨୪ ବର୍ଷ ବୟସ୍କ ଯୁବକ ଜଣେ ଆଠ ବର୍ଷର ବାଳକକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନୋଏଡା ପୋଲିସ ଗୁରୁବାର ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ୍‌ ଦେଇଥିବା ରିପୋର୍ଟ ଅନୁଯାୟୀ, ପୀଡିତ ନାବାଳିକ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ଉଲୁଣ୍ଡା ତହସିଲଦାରଙ୍କୁ ମାଡ଼ ଅଭିଯୋଗ

ବୀରମହାରାଜପୁର: ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକଙ୍କୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଶ୍ରୀଯୁକ୍ତ ନାଏକ ନିଜେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ସୋମବାର ୟୁରିଆ ସାର ଅଭାବ ପାଇଁ କିଛି ଚାଷୀ…
ଅଧିକ ଖବର ଦେଖନ୍ତୁ...

ଚିର ନିଦ୍ରାରେ ଶୋଇଗଲେ ପ୍ରଣବ ଦା’: ଜାଣନ୍ତୁ ସେ କହିଥିବା ଏହି ସବୁ ଶିକ୍ଷଣୀୟ କଥା

ନୂଆଦିଲ୍ଳୀ: ଚିର ନିଦ୍ରାରେ ଶୋଇ ଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ। ୮୪ ବର୍ଷ ବୟସରେ ଦେହତ୍ୟାଗ କରିବା ପରେ ଆଜି ମନେ ପଡ଼ନ୍ତି ସମସ୍ତଙ୍କ ପ୍ରିୟ ପ୍ରଣବ ଦା’। ଜଣେ ଜ୍ଞାନୀ, ଗୁଣି ଓ ଅଭିଜ୍ଞ ବ୍ୟକ୍ତି ଭାବେ ତାଙ୍କର ଖୁବ୍ ନାମ ରହିଛି। ତାଙ୍କ…
ଅଧିକ ଖବର ଦେଖନ୍ତୁ...