ଔଷଧ ଦୋକନ ସିଲକୁ କେନ୍ଦ୍ର କରି କଙ୍କୋରଡ଼ାରେ ଉତେଜନା ଘଟଣା: ପୁଲିସର ଫ୍ଲାଗମାର୍ଚ୍ଚ, ୨ ଗିରଫ
ପାଟପୁର: ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗାଁରେ ଔଷଧ ଦୋକାନ ସିଲକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ରାସ୍ତାରୋକ ଓ ଉତେଜନା ଘଟଣାରେ ପାଟପୁର ଥାନାରେ ୭ଜଣ ଗ୍ରାମବାସୀ ସମେତ ଶତାଧିକଙ୍କ ନାମରେ ମାମଲା ରୁଜୁ ହୋଇଛି । ପାଟପୁର ଥାନା ପୁଲିସ ଆଜି ୨ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସୁବାସ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...