Daily Archives

August 1, 2020

ନୂଆ ଶିକ୍ଷାନୀତି ନିଯୁକ୍ତି ଆଶାୟୀ ନୁହେଁ ନିଯୁକ୍ତି ପ୍ରଦାନକାରୀ ସୃଷ୍ଟି କରିବ : ମୋଦୀ

ନୂଆଦିଲ୍ଲୀ : ନୂଆ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କୁ ଚାକିରି ଆଶାୟୀରୁ ଚାକିରି ପ୍ରଦାନକାରୀରେ ପରିଣତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସ୍ମାର୍ଟ ଇଣ୍ଡିଆ ହାକାଥନରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଏହି ଆଭିମୁଖ୍ୟକୁ ବଦଳାଇବା ଲାଗି…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ଘର ବାହାରେ ଗୁଳି ଚଳାଇଲେ ଦୁର୍ବୃତ୍ତ

ମନାଲି: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ମୁହଁ ଖୋଲିଥିବା ଅଭିନେତ୍ରୀ କଙ୍ଗନାଙ୍କ ଘର ବାହାରେ କିଛି ଦୁବୁର୍ତ୍ତ ଗୁଳି ଚଳାଇଛନ୍ତି | ଗୁଳି ବିନିମୟ ଶୁଣିବା ପରେ କଙ୍ଗନା ରାତିସାରା ଡରି ଯାଇଥିବାର ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନାଭାଇରସ୍ ସଂକ୍ରମଣ ଛଅ ମାସ ପୂରିଲା

ଚେନ୍ନାଇ: ଚୀନ୍‌ରେ ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିଥିବା ରହସ୍ୟମୟ ନୂତନ ଅସୁସ୍ଥତା ମଧ୍ୟରେ ଜାନୁଆରି ୨୫ ତାରିଖ ଦିନ କେରଳ ଅନ୍ତର୍ଗତ ତ୍ରିସୁରର ଜେଣ ଛାତ୍ରୀ ଘରକୁ ଫେରିଲେ। ଦୁଇ ଦିନ ପରେ ଊହାନ୍‌ରେ ଭେଷଜ ପଢୁଥିବା ସେ ଝିଅଟିର ତଣ୍ଟି ଦରଜ ହେବାରୁ ସେ ତୁରନ୍ତ ଏହି ଉପସର୍ଗ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ମରୁଡ଼ିର ପଦଧ୍ୱନୀ!, ଶ୍ରାବଣରେ ବର୍ଷା ନିଖୋଜ

ବ୍ରହ୍ମପୁର : ଶ୍ରାବଣ ମାସ ସରିବାକୁ ଆଉ ୩ଦିନ ବାକି ।  ବର୍ଷାର ଦେଖା ନ ଥିବା ବେଳେ ବୈଶାଖ ମାସ ଭଳି ଖରା ଅନୁଭୂତ ହେଉଛି। ଚଳିତ ମାସରେ ବର୍ଷା ନିରୁଦ୍ଦିଷ୍ଟ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଚାଷୀ ଗତ କିଛି ବର୍ଷ ହେଲା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା  ଚଳିତ ବର୍ଷ କରୋନା ଓ…
ଅଧିକ ଖବର ଦେଖନ୍ତୁ...

ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ହୋଇପାରିବ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: କରୋନା ଭାଇରସ ଲାଗି ଘରୋଇ ହସ୍ପିଟାଲ, ନର୍ସିଂହୋମ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟ ହୋଇପାରିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । କେବଳ ପଂଜୀକୃତ ଓ ଏନଏବିଏଲ ସ୍ୱୀକୃତିପ୍ରାପ୍ତ  ଘରୋଇ ସଂସ୍ଥାଗୁଡ଼ିକ ଆଣ୍ଟିଜେନ ଟେଷ୍ଟ କରିପାରିବେ । ଆଣ୍ଟିଜେନ ଟେଷ୍ଟ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କରୋନାର ବଡ ଲମ୍ଫ, ପୁଣି ୫ ମୃତ, ୩୦୮ ପଜିଟିଭ୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଣି କରୋନା ଏକ ବଡ ଲମ୍ଫ ମାରିଛି । କରୋନା ସଂକ୍ରମଣ ଓ ମୃତ୍ୟୁରେ ରୋକ୍ ଲାଗିପାରିନାହିଁ । ଆଜି ପୁଣି ଜିଲ୍ଲାରେ ୫ ଜଣ ମୃତ୍ୟୁ ଘଟିଛି । ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୧୦୫ରେ ପହଂଚିଛି । ଏଥିରୁ ୯୯ଜଣ କୋଭିଡ଼୍ ଏବଂ ୬ଜଣ ଅଣ କୋଭିଡ଼ ମୃତ୍ୟୁ ଘଟିଛି । ଜିଲ୍ଲାରୁ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଲେ ୭୫୬ ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୧,୨୭୩

ଭୁବନେଶ୍ୱର: ରାଜ୍ୟର ୨୫ଟି ଜିଲ୍ଲାରୁ ଆଜି ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୧ ହଜାର ୨୭୩ରେ ପହଞ୍ଚିଛି ।…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ମଦମୃତ୍ୟୁ ମାମଲା : ମୃତ୍ୟୁସଂଖ୍ୟା ୮୬ କୁ ବୃଦ୍ଧି

ଚଣ୍ଡିଗଡ଼ : ପଞ୍ଜାବରେ ବିଷାକ୍ତ ମଦ ପିଇ ଆଉ ୨୩ ଜଣ ମୃତ୍ୟୁବରଣ କରିଛନ୍ତି । ଫଳରେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି । ତରନ ତାରନ ଜିଲ୍ଲାରେ ସବୁଠାରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । କେବଳ ଏହି ଜିଲ୍ଲାରେ ୪୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ରରେ ନାୟକ ସାଜିଥିବା ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ କାହିଁକି ପ୍ରେମ କରି ବାହା ହେଲେ ଜୋସି ଆଣ୍ଟୋନି !

ପଲକ୍କଡ଼: ଚଳଚ୍ଚିତ୍ରରେ ଭୂମିକାଟିଏ ପାଇଥିଲେ ଜଣେ ଦୃଷ୍ଟିହୀନ ଶିକ୍ଷକ। ଡିଜିଟାଲ୍‌ ଯୁଗ ସେ ଚଳଚ୍ଚିତ୍ରର ପ୍ରମୋକୁ ନେଇ ପହଞ୍ଚାଇଲା ଉତ୍ତର ଭାରତରେ। ସେଠାରେ ମଧ୍ୟପ୍ରଦେଶର ଗୋଆଲିଅରରେ ଶିକ୍ଷୟିତ୍ରୀ ଥିବା ଜଣେ ମାଲୟାଲୀ ଝିଅ ସେ ନାୟକଙ୍କୁ ପ୍ରେମ କରି ବସିଲେ। ଆପଣା ପସନ୍ଦ କଥା ଝିଅଟି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାରୁ କାଳିଆ ଟଙ୍କା ଫେରାଇବେ ୩ ହଜାର ଅଯୋଗ୍ୟ ହିତାଧିକାରୀ

ଭଦ୍ରକ: କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଓ ଯୋଜନାରୁ ଟଙ୍କା ଫେରସ୍ତକୁ ନେଇ ଏବେ ଭଦ୍ରକ ଜିଲ୍ଲା ଉଠୁଛି ପଡୁଛି। ଚାଷୀମାନଙ୍କ ମଧ୍ୟ ଏବେ ଟଙ୍କା ଫେରସ୍ତକୁ ନେଇ ଭାଳେଣୀ ପଡିଛି। କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ବୋଲି ଏଇ ରିପୋର୍ଟକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା।ଚର୍ଚ୍ଚାଠାରୁ…
ଅଧିକ ଖବର ଦେଖନ୍ତୁ...