Daily Archives

August 2, 2020

ଗଞ୍ଜାମରେ କରୋନାକୁ ୩ ମାସ: ଗଲାଣି ୧୦୩ ଜୀବନ, ମୃତ୍ୟୁ ହାର ଉପରେ ଲାଗି ପାରୁନି ରୋକ୍‌

ବ୍ରହ୍ମପୁର: ଗଞ୍ଜାମରେ ପ୍ରଥମ କରୋନା ପଜିଟିଭ ୩ ମାସ ପୂର୍ବରୁ ଦେଖାଯାଇଥିଲା। ଏହି ସମୟ ମଧ୍ୟରେ ଜିଲ୍ଳାରେ ମହାମାରୀର ଭୂତାଣୁ ଜନିତ ସଂକ୍ରମଣ ଓ ମୃତ୍ୟୁହାର ଶିଖର ଛୁଇଛି। ଜିଲ୍ଲାରେ ସମୁଦାୟ ୧୦୯ ଜଣକ ଅକାଳରେ ଜୀବନ ଦୀପ ଲିଭି ଯାଇଥିବା ବେଳେ ୧୦ହଜାର ୯୯୨ଜଣ ସଂକ୍ରମିତ ହେଲେଣି। ସଂକ୍ରମଣ ଓ…
ଅଧିକ ଖବର ଦେଖନ୍ତୁ...

ଜ୍ୱାଇଁଙ୍କୁ ହତ୍ୟା ମାମଲା: ଶଳା ଓ ସମ୍ପର୍କୀୟ ଶଳାକୁ କୋର୍ଟ ଚାଲାଣ କଲା ପୁଲିସ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ଗତ ୩୦ତାରିଖ ରାତିରେ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଘଟଣାରେ ପୁଲିସ ଶଳା ଓ ସଂପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସିପୁନ…
ଅଧିକ ଖବର ଦେଖନ୍ତୁ...

ଭାଇ-ଭଉଣୀଙ୍କ ଅତୁଟ ସମ୍ପର୍କ: ପୁଣି ନୂଆ ଅନ୍ଦାଜରେ ଆସିଲା ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’

ଭୁବନେଶ୍ୱର: ବର୍ଷକର ରାଗ-ରୁଷା ଅଭିମାନକୁ ଭୁଲି ଭଉଣୀକୁ ସୁରକ୍ଷା ଦେବାକୁ ଭାଇଟିଏ କଥା ଦିଏ | ଭଉଣୀ ବି ପ୍ରିୟର ଭାଇ ହାତରେ ବାନ୍ଧିଦିଏ ସମ୍ପର୍କର ସୂତାଖିଅଟିଏ | ଭାଇ ଭଉଣୀଙ୍କ ଅକୁହା ଭଲ ପାଇବାର ପର୍ବ ଭାବେ ପାଳନ ହୋଇଆସୁଥିବା ରାକ୍ଷୀ ପୂର୍ଣ୍ଣିମା କରୋନା ପାଇଁ ହୁଏତ ଏଥର ଟିକେ ଫିକା…
ଅଧିକ ଖବର ଦେଖନ୍ତୁ...

ରାୟଗଡାରେ ହଜାରେ ଡେଇଁଲା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୧୯୭ ଆକ୍ରାନ୍ତ, ୨ ମୃତ

ରାୟଗଡ଼ା: ଗତକାଲି ୧୬୪, ଆଜି ୧୯୭। ଏପରି ଭାବେ ରାୟଗଡ଼ାରେ ନିଜ ରେକର୍ଡ ନିଜେ ଭାଙ୍ଗି ଚାଲିଛି କରୋନା। ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ରେକର୍ଡ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତ ତାଲିକାରେ ରାଜ୍ୟରେ ଆଜି ତୃତୀୟ ସ୍ଥାନରେ ରାୟଗଡ଼ା ଥିବାବେଳେ ମୋଟ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିହାର ପୁଲିସକୁ ସହଯୋଗ କରୁନି ମୁମ୍ବାଇ ପୁଲିସ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ପିତା ରିଆଙ୍କ ବିରୋଧରେ ଅଭିଯୋଗ କରିବା ପରେ, ତଦନ୍ତକୁ ଜୋରଦାର କରିଛି ବିହାର ପୁଲିସ । ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟନଙ୍କ ଆତ୍ମହତ୍ୟାର କିଛି ଲିଙ୍କ ଅଛି କି ନାହିଁ ସେ ନେଇ ତଦନ୍ତ ଆରମ୍ଭ କରିଛି । ଏଥିସହ ସୁଶାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ସାଲାଇନ ବୋତଲ ବ୍ୟବହାର କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ

ଭୋପାଳ: ସାଲାଇନ ବୋତଲରେ ପାଣି ସିଞ୍ଚନ କରି ଜମିରେ ଫସଲ ଫଳାଉଛନ୍ତି ଚାଷୀ | ସାଲାଇନ ବୋତଲକୁ ବ୍ୟବହାର କରି ମଧ୍ୟପ୍ରଦେଶର ଜଣେ କୃଷକ ଏଭଳି କିଛି କରି ଦେଖାଇଛନ୍ତି। ମିଳିଥିବା ସୂଚନା ମୁତାବକ ରମେଶ ବାରିଆ ନାମକ ଚାଷୀ କିଛି ଏଭଳି ଟେକନିକର ସାହାଯ୍ୟ ନେଇଛନ୍ତି | ରମେଶଙ୍କ ଜମି ପାହାଡ଼ିଆ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଘୋଷଣା କରାଯାଇଛି । ଏସବୁ ନୂଆ ଗାଇଡଲାଇନ ଅଗଷ୍ଟ ୮ରୁ ଲାଗୁ ହେବ । ଏହି ନୂଆ ନିୟମ ଅନୁସାରେ ଯାତ୍ରୀମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏକ ଆତ୍ମ-ଘୋଷଣା ଫର୍ମରେ ସେମାନେ…
ଅଧିକ ଖବର ଦେଖନ୍ତୁ...

ସମ୍ପୂର୍ଣ୍ଣ ଧାର୍ମିକ ହେବ ମୋଦୀଙ୍କ ଅଯୋଧ୍ୟା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁମି ପୂଜନ କାର୍ଯ୍ୟକ୍ରମ ଏକ ଧାର୍ମିକ କାର୍ଯ୍ୟକ୍ରମ ହେବ। ଏଥିରେ ମୋଦୀ କୌଣସି ଘୋଷଣା କରିବେ ନାହିଁ | ଯେହେତୁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟକ୍ରମରେ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି ତେଣୁ କୌଣସି ସରକାରୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କାରେ ଗୋରଖପୁରରେ ହାଇଆଲର୍ଟ

ଗୋରଖପୁର: ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ଗୋରଖପୁର ରହିଛି। ଗୁପ୍ତଚର ଏଜେନ୍ସିରୁ ଇନପୁଟ୍ ପାଇବା ପରେ ଗୋରଖପୁର ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ଗୋରଖନାଥ ମନ୍ଦିର,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର କାମ ଯଥା ସମୟରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି। ବୃଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ଆପଣଙ୍କୁ କୌଣସି ଭଲ ସୁଯୋଗ ମିଳିପାରେ। ବିବାହିତ ଲୋକଙ୍କୁ ଶୁଭ ସମାଚାର…
ଅଧିକ ଖବର ଦେଖନ୍ତୁ...