Daily Archives

August 3, 2020

ରାୟଗଡ଼ାରେ କରୋନା: ପୁଣି ୩୮ ଆକ୍ରାନ୍ତ, ଜଣେ ମୃତ

ରାୟଗଡ଼ା: ରାୟଗଡ଼ାରେ ସାଂଘାତିକ ରୂପ ନେଉଛି କରୋନା। ବଢ଼ି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଆଜି ପୁଣି ୩୮ ଆକ୍ରାନ୍ତ ଚିହ୍ନଟ ସହ ଜଣଙ୍କ ମୃତ୍ୟୁ ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସ୍ପଷ୍ଟ ହୋଇଛି। ଆକ୍ରାନ୍ତ ତାଲିକାରେ କୋଭିଡ଼୍ ‌ଯୋଦ୍ଧା ଥିବାରୁ ପଦ୍ମପୁର ବ୍ଲକ୍…
ଅଧିକ ଖବର ଦେଖନ୍ତୁ...

ଭାରତରେ ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ : ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ୟ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା…
ଅଧିକ ଖବର ଦେଖନ୍ତୁ...

ଫାଣ୍ଡିକୁ ଡ୍ୟୁଟି ନ ଆସିବା ନେଇ ବିଲ ତିଆରି ବେଳେ ଆବସେଣ୍ଟ ପକାଇବା ନେଇ ତୁମୁଳକାଣ୍ଡ, ଗୁଣପୁର ଫାଣ୍ଡି ଅଧିକାରୀଙ୍କୁ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡିରେ ଜଣେ ହୋମଗାର୍ଡ ମାସଯାକ ଡ୍ୟୁଟି ନ କରିବାରୁ ଆବସେଣ୍ଟ ପକେଇ ଦେଇଥିବା ନେଇ ସମ୍ପୃକ୍ତ ହୋମଗାର୍ଡ ଫାଣ୍ଡି ଅଧିକାରୀଙ୍କୁ ପିଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ସିଲ୍‌ ହେଲା ମା’ ତାରିଣୀ ନର୍ସିଂହୋମ୍‌

ବାଲେଶ୍ବର: ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମା’ ତାରିଣୀ ନର୍ସିଂହୋମ୍‌ରେ ଜଣେ ପ୍ରସୂତି ସୋମବାର ସଂଧ୍ୟାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସିଂହୋମ୍‌କୁ ସିଲ କରାଯାଇଛି। ଏହାପରେ ସେଠାରେ ସମସ୍ତ ପ୍ରସୂତି ଓ…
ଅଧିକ ଖବର ଦେଖନ୍ତୁ...

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଟ୍ବିଟ୍‌ ପୋ‌ଷ୍ଟ୍‌ କରି ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ରକ୍ଷା ବନ୍ଧନ। ସାରା ଦେଶରେ ପାଳିତ ହେଉଛି ଭାଇଭଉଣୀଙ୍କର ଏହି ପବିତ୍ର ପର୍ବ। ରକ୍ଷା ବନ୍ଧନ ଉପଲକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ୍‌ କରି ଟ୍ବିଟ୍‌ କରିଛନ୍ତି। ଫଟୋରେ ରାହୁଲ ଓ ପ୍ରିୟଙ୍କା ଉଭୟ ଉଭୟଙ୍କୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ଶନିବାର, ରବିବାର ସଟ୍‌ଡାଉନ୍‌

ସମ୍ବଲପୁର: ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଅଗଷ୍ଟ ମାସର ଦ୍ବିତୀୟ ସପ୍ତାହାନ୍ତରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସମସ୍ତ ଶନିବାର ଓ ରବିବାର ଜିଲ୍ଲା ସଟ୍‌ଡାଉନ୍‌ ରହିବ। ସୋମବାର ଜିଲ୍ଲାପାଳ ତଥା ପ୍ରାଧିକୃତ ଅଧିକାରୀ ଶୁଭମ୍‌ ସକ୍‌ସେନା ଏହି ମର୍ମରେ ନିର୍ଦ୍ଦେଶ ଜାରି…
ଅଧିକ ଖବର ଦେଖନ୍ତୁ...

ଦୈନିକ ଖାଆନ୍ତୁ ଅଅଁଳା; ଦୂରେଇ ଯିବ ଏହି ସବୁ ସମସ୍ୟା…

ଆପଣ ଜାଣିଥିବେ ନିଶ୍ଚୟ ଯେ ଅଅଁଳାରେ ଅନେକ ଭଲ ଗୁଣ ରହଛି। ଏହାକୁ ଖାଇଲେ ଶରୀରର ଅନେକ ସମସ୍ୟା ଦୂ‌ର ହୋଇଯାଏ। ଆପଣ ଦୈନିକ ଅଅଁଳା ଖାଇଲେ ଅପେକ୍ଷାକୃତ ସୁସ୍ଥ ରହିବେ ଏଥିରେ ସନ୍ଦେହ ନାହିଁ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଛି। ଏକ କମଳାରେ ଯେତିକି ପରିମାଣର ଭିଟାମିନ୍‌ ସି…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ, ହେଲେ ଏବେ ବି ମନ ହସ୍ପିଟାଲ୍‌ରେ

ମୁମ୍ବାଇ: କୋଭିଡ-୧୯ ବା କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ। ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ ତାଙ୍କ ହୃଦୟ ଏବେ ବି ହସ୍ପିଟାଲ୍‌ରେ। କାରଣ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ବି ହସ୍ପିଟାଲ୍‌ରେ କରୋନା ଭାଇରସ୍‌ର ଆକ୍ରାନ୍ତ ହୋଇ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ୩ ପିଲାଙ୍କୁ ଧରି ତିନ୍‌ ତଲାକ ଦେଇ ବାପଘରକୁ ପଳାଇଲେ ମୁସଲ୍‌ମାନ ମହିଳା

ଅହମ୍ମଦାବାଦ୍‌: ଅହମ୍ମଦାବାଦ୍‌ରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ସ୍ବାମୀଙ୍କ ବ୍ୟବହାରରେ କ୍ରୋଧିତ ହୋଇ ଜଣେ ମୁସ୍‌ଲମାନ ମହିଳା ତାଙ୍କ ବିିରୋଧରେ ଥାନାରେ ଘରୋଇ ହିଂସା ମାମଲା ରୁଜୁ କରିବା ସହ ତାଙ୍କୁ ସଙ୍ଗେ ସଙ୍ଗେ ତଲାକ୍‌ ଦେଇ ଘର ଛାଡ଼ି ପଳାଇ ଯାଇଛନ୍ତି। ମହିଳାଙ୍କ ସ୍ବାମୀ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ବୁଲୁଛି କୁନି ପିଲାର ସାଇକେଲ୍‌ ଚଲା ଭିଡିଓ, କୁକୁରକୁ ମାସ୍କ ପିନ୍ଧାଇ ସାଉଁଟିଲେ ପ୍ରଶଂସା

ଆପଣ ଏପରି ଅଧିକାଂଶ ଲୋକଙ୍କୁ ରାସ୍ତାରେ ଦେଖୁଥିବେ ଯିଏକି ଫେସ୍‌ମାସ୍କ ପିନ୍ଧୁ ନଥିବେ କିମ୍ବା ନାକ ତଳକୁ ମାସ୍କ ଖସାଇ ବୁଲୁଥିବେ। ମାତ୍ର ନିକଟରେ ସୋସିଆଲ୍‌ ମିଡିଆ‌ରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହାକୁ ଦେଖିିବା ପରେ ଆପଣ ମାସ୍କ ପିନ୍ଧିବା ଯେ କେତେ ଜରୁରି ତାହାକୁ ହୃଦୟଙ୍ଗମ…
ଅଧିକ ଖବର ଦେଖନ୍ତୁ...