Daily Archives

August 3, 2020

ରାକ୍ଷୀ ପଠାଇ ନପାରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏପରି ପୋଷ୍ଟ୍‌ କରି ଶୁଭେଚ୍ଛା ଜଣାଇଲେ ଲତା ମଙ୍ଗେସ୍‌କର୍‌, ମୋଦୀ…

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ଭାରତର ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍‌କର। ସେ ତାଙ୍କ ପୋଷ୍ଟ୍‌ରେ ମୋଦୀଙ୍କର ଓ ତାଙ୍କର ଫଟୋ ଦେଇ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓର…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁର ଭିକ୍ଟୋରିଆ ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ

ବେଙ୍ଗାଲୁର: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଡାକ୍ତର ଜଣେ କରୋନା ଆକ୍ରାନ୍ତଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ‌ବେଙ୍ଗାଲୁରରେ ଥିବା ଭିକ୍ଟୋରିଆ ହସ୍ପିଟାଲ୍‌ର ଟ୍ରମା ସେଣ୍ଟର୍‌ରେ ଜୁଲାଇ୨୫ ତାରିଖ ରାତିରେ ଏପରି ଅଭାବନୀୟ ଘଟଣା ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଗୁରୁବାର ସୁଦ୍ଧା ଘୋଷଣା ହେବ ଏସଓପି

ଚେନ୍ନାଇ : ଆଇପିଏଲ ତାରିଖ ଘୋଷଣା ପରେ ଆଇପିଏଲ ପରିଚାଳନା ପରିଷଦ ବାଗଭର୍ଣ୍ଣିଂ କାଉନସିଲ ଖୁବଶୀଘ୍ର ସବୁ ଫ୍ରାଞ୍ଚାଇଜିମାନଙ୍କର ଏକ ବୈଠକ ଡକାଇବାର ସମ୍ଭାବନା ରହିଛି । ଏହି ବୈଠକରେ ସବୁ ଦଳ ପାଇଁ ଏସଓପି ବା ମାନକ ଆଚରଣବିଧି ଘୋଷଣା କରାଯିବ । ଆସନ୍ତା ଗୁରୁବାର ପୂର୍ବରୁ ଏହି ବୈଠକ ଡକାଇ…
ଅଧିକ ଖବର ଦେଖନ୍ତୁ...

ଶ୍ରାବଣର ଶେଷ ଦିନରେ କାଳ ବୈଶାଖୀ: ବଜ୍ରପାତରେ ୩ ଚାଷୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ

ବାଲେଶ୍ୱର/ଭଦ୍ରକ: ଶ୍ରାବଣ ମାସର ଶେଷ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଦେଖିବାକୁ ମିଳିଛି। ବର୍ଷାକୁ ଅପେକ୍ଷା କରିଥିବା ୩ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଅନ୍ୟ ୩ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତିନି ଜଣ ଚାଷୀ ହେଲେ ମଥୁରୀ ଦାସ  (୪୩), ନିତ୍ୟାନନ୍ଦ ବିଶ୍ୱାଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉନ୍ନତିର ନୂଆ ମାର୍ଗ ଖୋଲିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ: ଇଷ୍ଟଦେବଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ରୋଜଗାର ଲାଗି ସୁଯୋଗ ଆସିବ। ମାତା ପିତା ପିଲାମାନଙ୍କ ସହିତ ଅଧିକ ସମୟ ଅତିବାହିତ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍ ସମୟରୁ ଶ୍ରୀକାକୁଲମ୍‌ରେ ଭୋକିଲା ଭିକାରିଙ୍କୁ ଖୁଆଇବାରେ ମାସକୁ ୫୦ ହଜାର ଟଙ୍କା ବ୍ୟୟ କରୁଛନ୍ତି…

ଶ୍ରୀକାକୁଲମ୍: ଲକ୍‌ଡାଉନ୍ ସମୟରେ ଭିକାରିମାନେ ଭୋକିଲା ରହୁଥିବା ଦେଖି ଗତ ୪ ମାସ ହେବ ‘ସିଭି ନାଗଜ୍ୟୋତି ଚାରିଟେବଲ୍ ଟ୍ରଷ୍ଟ୍‌’ ବ୍ୟାନରରେ ଖାଇବାକୁ ଦେଉଛନ୍ତି ଜଣେ ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍। ‘ଇଣ୍ଡିଆନ୍ ରେଡ୍‌ କ୍ରସ୍ ସୋସାଇଟି’ ଦ୍ବାରା ଶ୍ରୀକାକୁଲମ୍‌ରେ ଏହି…
ଅଧିକ ଖବର ଦେଖନ୍ତୁ...

‘ଇଭିନ୍‌’ ବ୍ୟବସ୍ଥା କୋଭିଡ୍‌ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ସୁନିଶ୍ଚିତ କରିଛି, ଆଗକୁ ଆହୁରି…

ନୂଆଦିଲ୍ଲୀ:  ଇଲେକ୍‌ଟ୍ରୋନିକ ଭ୍ୟାକ୍‌ସିନ ଇଣ୍ଟେଲିଜେନସ୍‌ ନେଟୱର୍କ (ଇଭିନ୍‌) କୋଭିଡ୍‌ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ଦେଶରେ ନିଶ୍ଚିତ କରିଛି । ଇଭିନ୍‌ ଏକ ଅଭିନବ ବୈଷୟିକ ସମାଧାନ ବ୍ୟବସ୍ଥା ଯାହା ସମଗ୍ର ଦେଶରେ ଟିକାକରଣ ପାଇଁ ଟିକା ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ରାଖୀ ବାନ୍ଧି ପିଣ୍ଡାରେ ବସିଥିଲେ ଭାଇ-ଭଉଣୀ, ବଜ୍ରପାତ ନେଲା ଜୀବନ

ବାଲେଶ୍ୱର: ଭାଇ ହାତରେ ରାଖୀ ବାନ୍ଧିବାକୁ ଆସିଥିଲା ଭଉଣୀ। ହେଲେ କିଏ ଜାଣିଥିଲା ଏହା ସେମାନଙ୍କର ଶେଷ ରାଖୀ ପୂର୍ଣ୍ଣିମା ହେବ ବୋଲି। ରାଖୀ ପିନ୍ଧା ପରେ ଭାଇଭଉଣୀ ହସଖୁସି ହେଉଥିବାବେଳେ କାଳରୂପୀ ବଜ୍ରପାତ ସେମାନଙ୍କୁ ସବୁଦିନ ପାଇଁ ମୃତ୍ୟୁ ଶଯ୍ୟାରେ ଶୁଆଇ ଦେଲା। ମୃତକ ୨ ଜଣ ହେଲେ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଭାରତ ସହ ଉତ୍ତେଜନା ମଧ୍ୟରେ ବୋମାବର୍ଷୀ ବିମାନ, କ୍ରୁଜ ମିସାଇଲ ମୁତୟନ କଲା ଚୀନ

ନୂଆଦିଲ୍ଲୀ : ବାରମ୍ବାର ଆଲୋଚନା ସତ୍ତ୍ୱେ କେତେକ ବିବାଦୀୟ ଅଞ୍ଚଳରୁ ଚୀନ ସେନା ପଛକୁ ହଟିବା ଦୂରର କଥା ନିଜର ଶକ୍ତି ବଢାଇଚାଲିଛି । ଲଦାଖକୁ ଲାଗିଥିବା ତିବ୍ଦତରେ ଚୀନ ପକ୍ଷରୁ ବୋମାବର୍ଷୀ ବିମାନ ଓ କ୍ରୁଜ ମିସାଇଲ ମୁତୟନ କରିଥିବା ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି । ଗୁଇନ୍ଦା ସାଟେଲାଇଟ…
ଅଧିକ ଖବର ଦେଖନ୍ତୁ...

ଓଡିଶାର ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା

ଭୁବନେଶ୍ୱର: ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ…
ଅଧିକ ଖବର ଦେଖନ୍ତୁ...