Daily Archives

August 4, 2020

ଫାଣ୍ଡିକୁ ଡ୍ୟୁଟି ନ ଆସିବା ନେଇ ବିଲ ତିଆରି ବେଳେ ଆବସେଣ୍ଟ ପକାଇବାରୁ ଗୁଣପୁର ଫାଣ୍ଡି ଅଧିକାରୀଙ୍କୁ ନିର୍ଧୁମ ପିଟିଲେ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡି ରେ ଜଣେ ହୋମଗାର୍ଡ ମାସ ଯାକ ଡ୍ୟୁଟି ନ କରିବାରୁ ଆବସେଣ୍ଟ ପକେଇ ଦେଇଥିବା ନେଇ ସମ୍ପୃକ୍ତ ହୋମଗାର୍ଡ ଫାଣ୍ଡି ଅଧିକାରୀଙ୍କୁ ପିଟିଥିଲେ । ଆଜି ଥୁଆମୂଳ ରାମପୁର ପୁଲିସ ପକ୍ଷରୁ ହୋମଗାର୍ଡ ଚୈତନ୍ୟ…
ଅଧିକ ଖବର ଦେଖନ୍ତୁ...

ଫେସବୁକ ପ୍ରେମରୁ ପ୍ରତାରଣା: ଦୁଇବର୍ଷ ପରେ ହେଲା ଥାନାରେ ଅଭିଯୋଗ, ଯୁବକ ଗିରଫ

ବାରିପଦା: ଫେସବୁକ ପ୍ରେମରୁ ସମ୍ପର୍କ ଏବଂ ପରେ ନିବିଡ଼ତା। ଏହାର ସୁଯୋଗରେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଉତ୍ତୋଳନ। ପରେ ବ୍ଲାକମେଲିଂ। ବାରିପଦା ଟାଉନ୍ ଥାନାରେ ଏପରି ଅଭିରଯୋଗ କରିଛନ୍ତି ଜନୈକା ଯୁବତୀ। ବୈଶିଙ୍ଗା ଥାନା କଳମା ଅଞ୍ଚଳର ଯୁବକ ରାଜିବ ମହାପାତ୍ର(୨୭) ୨୩ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଦିନକୁ ଦିନ ବଦଳୁଛି ଲୋକଙ୍କ ଖବର ରୁଚି, ଇ-ଆଲୋଚନାଚକ୍ରରେ କହିଲେ ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବୀ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି । ଏହି ଅବସରରେ ‘ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ’ ଉପରେ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଇ-ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର…
ଅଧିକ ଖବର ଦେଖନ୍ତୁ...

କରୋନା ଯୋଗୁଁ ୪ ଦିନରେ ଗଞ୍ଜାମରେ ଗଲାଣି ୧୭ ଜଣଙ୍କ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ରହିଛି। ସଂକ୍ରମଣ ଓ ମୃତ୍ୟୁ ହାର ଉପରେ ବ୍ରେକ୍‌ ଲାଗିପାରୁନି। ଜୁଲାଇ ମାସରେ କରୋନା ଉଗ୍ର ରୂପ ନେଇ ପ୍ରାଣଘାତୀ ସାଜିଥିଲା। କରୋନାରେ ୮୦ଜଣଙ୍କ ଜୀବନ ଯାଇଥିଲା। ଏବେ ଅଗଷ୍ଟ ଆରମ୍ଭରୁ ହିଁ କରୋନା…
ଅଧିକ ଖବର ଦେଖନ୍ତୁ...

ରାବଣ ମନ୍ଦିରରେ ବି ହେବ ରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ

ଆଗ୍ରା: ରାବଣ ମନ୍ଦିରରେ ବି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଉତ୍ସବ ପାଳନ କରାଯିବ । ଅଯୋଧ୍ୟାଠାରୁ ପ୍ରାୟ ୬୫୦ କିଲୋମିଟର ଦୂରରେ ଥିବା ଗୌତମ ବୁଦ୍ଧ ନଗରର ବିସର୍ଖାରେ ଅଯୋଧ୍ୟା ଭୁମି ପୂଜନକୁ ଅପେକ୍ଷା କରାଯାଇଛି। ଗୌତମ ବୁଦ୍ଧ ନଗରର ବିସର୍ଖାରେ ଲଙ୍କାପତି ରାବଣକୁ ଉତ୍ସର୍ଗୀକୃତ ଏକ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ସ୍ପାଇସଜେଟର ୮୯୯ ଶସ୍ତା ପ୍ଲାନକୁ ରଦ୍ଦ କଲା ଡ଼ିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଘରୋଇ ବିମାନ ସ୍ପାଇସଜେଟର ଏକ ସ୍ୱତନ୍ତ୍ର ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛି। ବାସ୍ତବରେ, ସ୍ପାଇସଜେଟ୍ ପାଞ୍ଚ ଦିନିଆ 'ଗୋଟିଏରେ ଗୋଟିଏ ଟିକେଟ୍ ଫ୍ରି' ବିକ୍ରି ଘୋଷଣା କରିଥିଲା ​​| ଏହା ଅଧୀନରେ କମ୍ପାନୀ ସର୍ବନିମ୍ନ ୮୯୯…
ଅଧିକ ଖବର ଦେଖନ୍ତୁ...

କଲରାପତରିଆ ବାଘ ଆକ୍ରମଣରେ ୫ ଗୁରୁତର, ହସ୍‌ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼: ହେମଗିର ରେଞ୍ଜ ଦାଘୋରା ସେକ୍ସନର ବଡ଼ରମ୍ପିଆ ଗାଁରେ ଏକ କଲରାପତରିଆ ବାଘ ଆକ୍ରମଣରେ ୨ ଜଣ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ନଳିନୀ ବିଶ୍ୱାଳ (୪୭), ପରମେଶ୍ୱର ଭୋଇ (୫୦), ନରିଂଜନ ଭୋଇ (୩୦), କେଶବ ମାକର (୪୮) ଓ ପଦ୍ମାବତୀ ମାକର (୪୦)। ସମସ୍ତ ଗୁରୁତରଙ୍କୁ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି, ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ କେବଳ ମହାରାଷ୍ଟ୍ରର ଅଧିକାର: ଶିବସେନା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ସରକାରଙ୍କ ସିବିଆଇ ତଦନ୍ତ ପାଇଁ ସୁପାରିଶକୁ ଶିବସେନା ପସନ୍ଦ କରିନାହିଁ । ଶିବସେନା ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜନୀତି…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ବିକାଶ ପାଇଁ କାମ କରିବି: ଆଇଏଏସ୍‌ ଅଙ୍କିତ ମିଶ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଙ୍କିତ ଶଙ୍କର ମିଶ୍ର ଚଳିତ ସିଭିଲ ସର୍ଭିସ ପରୀକ୍ଷାରେ ୨୯୪ ର‍୍ୟାଙ୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୨୦୧୬ ମସିହାରୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ବର୍ତ୍ତମାନ ଚତୁର୍ଥ ଥରରେ ସେ ପାସ କରିଛନ୍ତି। ୨୦୧୭…
ଅଧିକ ଖବର ଦେଖନ୍ତୁ...

ଲେବାନନର ରାଜଧାନୀ ବିରୁଟରେ ଭୟଙ୍କର ବିସ୍ଫୋରଣ, ଶତାଧିକ ମୃତାହତ ଆଶଙ୍କା

ବିରୁଟ : ଲେବାନନର ରାଜଧାନୀ ବିରୁଟରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟି ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ସମଗ୍ର ବିରୁଟ ଥରି ଉଠିଥିଲା ଓ କିଛି କିଲୋମିଟର ପର୍ଯ୍ୟନ୍ତ  ଘରର ଝରକା କବାଟର କାଚ ଭାଙ୍ଗିଯାଇଥିଲା । ଏ ପର୍ଯ୍ୟନ୍ତ ମୃତାହତଙ୍କ…
ଅଧିକ ଖବର ଦେଖନ୍ତୁ...