Daily Archives

August 4, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନରେ ଆଗକୁ ବଢ଼ିବା ପାଇଁ ଦିନଟି ଉତ୍ତମ ରହିବ। ବନ୍ଧୁବର୍ଗଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ବୃଷ: ବ୍ୟବସାୟରୁ ଆଶାଜନକ ଫଳ ପାଇବେ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ସୂଚନା ମିଳିପାରେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ପ୍ରାୟୋଜକରୁ ବାଦ ପଡିଲା ଭିଭୋ

ନୂଆଦିଲ୍ଲୀ: ଶେଷରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଚଳିତବର୍ଷ ସଂସ୍କରଣରୁ ବାଦ ପଡିଲା ଭିଭୋ | ଦେଶରେ ପ୍ରବଳ ବିରୋଧ ପରେ ମଙ୍ଗଳବାର ଭିଭୋ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଜୁନ୍ ମାସରେ ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରଠାରୁ ଅନେକ ଲୋକ ଚାଇନାର…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର କରୋନା ଭାଇରସ ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଶୁ ଆରୋଗ୍ୟ କାମନା କରିଛନ୍ତି। Concerned to know about the…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ଥାନ ଜେଲରେ ହୋଇଥିବା ଆକ୍ରମଣ ପଛରେ କେରଳ ଜନ୍ମିତ ଆତଙ୍କବାଦୀର ହାତ ସଂଦେହ

ନୂଆଦିଲ୍ଲୀ : ନିକଟରେ ଆଫଗାନିସ୍ତାନର ଜଲାଲାବାଦଠାରେ ଥିବା ଏକ ଜେଲରେ ହୋଇଥିବା ଇସ୍ଲାମିକ ଷ୍ଟେଟ ଆତଙ୍କବାଦୀ ଆକ୍ରମଣ ପଛରେ ଜଣେ କେରଳ ଜନ୍ମିତ ଭାରତୀୟର ହାତ ଥିବା ଜଣାପଡ଼ିଛି । ଗତ ରବିବାର ଦିନ ହୋଇଥିବା ଏହି ଆକ୍ରମଣରେ ୨୯ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଆଫଗାନିସ୍ତାନର ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ସହିଦ କୋଭିଡ ଯୋଦ୍ଧାଙ୍କ ସ୍ମରଣରେ ଆସନ୍ତାକାଲି ଗୋଟିଏ ମିନିଟ ହେବ ନୀରବ ପ୍ରାର୍ଥନା ଓ ଶପଥ ପାଠ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସହିଦ କୋଭିଡ ଯୋଦ୍ଧାମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ହଜାରେ ପାଖୁଡାର ପଦ୍ମ ! ଫୁଟିବାକୁ ଲାଗିଥିଲା ୨ ବର୍ଷ, ଜାଣନ୍ତୁ ଏହାର ବିଶେଷତ୍ବ କ’ଣ

ସମ୍ବଲପୁର: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ସମ୍ବଲପୁରରେ ଏମିତି ଏକ ଘଟଣା ବାସ୍ତବରେ ଘଟିଛି। ସମ୍ବଲପୁରରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ବା ସହସ୍ର ଦଳ କମଳ। ସମ୍ବଲପୁର ସହର ଏସ୍‌ଆର୍‌ଆଇଟି କଲୋନିସ୍ଥିତ ସୁବ୍ରତ କୁମାର ନାଥଙ୍କ ବଗିଚାରେ ଫୁଟିଛି ଏହି…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ମାସରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ: କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରକୁ ବୃଦ୍ଧି ନେଇ ଆକଳନ କଲେ…

ଭୁବନେଶ୍ବର:  ଅଗଷ୍ଟ ମାସରେ ୩୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଆକଳନ କରିଛନ୍ତିି ବିଶେଷଜ୍ଞ । ଏହା ସହ ମାସ ଶେଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଟପିପାରେ ବୋଲି ଆଶଙ୍କା କରାଯାଉଛି । ମଝି ଜୁଲାଇରୁ ଯେପରି ଭାବେ ରାଜ୍ୟରେ କରୋନା ସଂକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଗତକାଲି ଭାଇ ହାତରେ ରାଖୀ ବାନ୍ଧିଥିଲେ, ଆଜି ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ସହ ଜୀବନ ହାରିଲେ ଭଉଣୀ

କୁତ୍ରା: ସ୍ନେହର ରାଖୀ ଟିଏ ବାନ୍ଧିବା ପାଇଁ ଗତକାଲି ଭାଇଙ୍କ ପାଖକୁ ଆସିଥିଲେ ଭଉଣୀ। ଦିନସାରା ଖୁସିରେ ରହିବା ପରେ ଗତକାଲି ଖାଇପିଇ ଶୋଇଥିଲେ। ଆଜି ଘରକୁ ଫେରିବା ବାଟରେ ପତିଙ୍କ ସହିତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଉଣୀ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବିଜୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଭୂମିପୂଜନ: ଜାଣନ୍ତୁ କ’ଣ ରହିଛି ଅଯୋଧ୍ୟାସ୍ଥିତ ରାମ ମନ୍ଦିରର ବିଶେଷତ୍ୱ ଓ କିଭଳି ଦୃଶ୍ୟମାନ ହେବ

ନୂଆଦିଲ୍ଲୀ: ଆସନ୍ତାକାଲି ରାମଜନ୍ମଭୂମି ଅଯୋଧ୍ୟାରେ ହେବ ରାମ ମନ୍ଦିର ନିର୍ମାଣ ଲାଗି ଭୂମିପୂଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୂମି ପୂଜନ ସମ୍ପନ୍ନ କରିବେ। ସୁନିର୍ବାଚିତ ୧୭୫ ଅତିଥିଙ୍କ ଗହଣରେ ଏହି ଭୂମି ପୂଜନ ସମାରୋହ ଅନୁଷ୍ଠିତ ହେବ। କଡ଼ା ସୁରକ୍ଷା ବିଳୟ ମଧ୍ୟରେ ଏହି…
ଅଧିକ ଖବର ଦେଖନ୍ତୁ...

ନୂଆ ମାନଚିତ୍ର ଜାରି କରି ଜମ୍ମୁ ଓ କଶ୍ମୀରକୁ ନିଜର ବୋଲି ଦର୍ଶାଇଲା ପାକିସ୍ତାନ

ନୂଆଦିଲ୍ଲୀ : ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବାର ଏକ ବର୍ଷ ପୂରଣ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ପାକିସ୍ତାନ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ…
ଅଧିକ ଖବର ଦେଖନ୍ତୁ...