Daily Archives

August 5, 2020

କଳାହାଣ୍ଡି ଜିଲ୍ଲାରେ ଆଉ ୨୨ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୫ ଟି ବ୍ଲକ ରେ ୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା  ଲାଞ୍ଜିଗଡ଼ ବ୍ଲକ ରେ ୧୩ ଜଣ, ନର୍ଲା ବ୍ଲକ ରେ ୪ ଜଣ, ଜୁନାଗଡ଼ ବ୍ଲକ ରେ ୩ ଜଣ,…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ସଂପର୍କ ଭାଙ୍ଗିବାକୁ ଚାହୁଁଥିଲେ ଭିଣୋଇ, ରିୟାଙ୍କ ଉପରେ ଚାପ ପକାଇବା ପାଇଁ ମୋତେ ହ୍ବାଟସଆପରେ ମେସେଜ…

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ କଥା ସାମ୍ନାକୁ ଆସିବାରେ ଲ‌ାଗିଛି। ବର୍ତ୍ତମାନ ମୁମ୍ବାଇ ପୁଲିସର ଡେପୁଟି କମିଶନର ପରମଜିତ୍ ସିଂ ଦହିୟା କହିଛନ୍ତି ଯେ, ସୁଶାନ୍ତଙ୍କ ଭିଣୋଇ ରିୟାଙ୍କ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ହସ୍ପିଟାଲରେ ପୁଣି ୨ ରୋଗୀ ମୃତ, ଜିଲ୍ଲାରେ ମୃତକ ସଂଖ୍ୟା ୩ ‌ହେଲା

ସମ୍ବଲପୁର: ବୁଧବାର ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ପରିସରରେ ପୁଣି ୨ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ହୋଇଥିବା ସମୟରେ ଉଭୟ ୭୦ ବର୍ଷରୁ ଉର୍ଦ୍ଧ୍ବ ‌ବୋଲି ଜଣାପଡ଼ିଛି। ତେବେ ଉଭୟଙ୍କର ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

କରୋନା ସଙ୍କଟ ମଧ୍ୟରେ କେମିତି ଭଲ ଭାବେ ଚଳାଇବେ ପରିବାର, ୪ଟି ଗୁରୁମନ୍ତ୍ର ଦେଲେ ଅର୍ଥ ବିଶାରଦ

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ଏହାକୁ ରୋକିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଓ ସଟଡାଉନ ପ୍ରଶାସନ ପକ୍ଷରୁ କରାଯାଉଛି | ଆଉ କରୋନା ଭୟ ଭିତରେ ଏବେ ସମସ୍ତଙ୍କୁ ଘାରିଛି ରୋଜଗାର ଚିନ୍ତା | ଜୀବନ-ଜୀବିକାର ଦ୍ଵନ୍ଦ୍ବ ଭିତରେ ଏବେ କମିଛି ରୋଜଗାର | କେଉଁଠି ଦରମା ମିଳୁନି ତ କେଉଁଠି…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର କୂଳରେ ଦେଖିବାକୁ ମିଳିଲା ୧୫ଫୁଟ ରହସ୍ୟମୟ ଜୀବ; ଲୋକେ ଦେଖି ହେଲେ ଭୟଭୀତ

ବ୍ରିଟେନ୍‌: ବ୍ରିଟେନ୍‌ର ସମୁଦ୍ର କୂଳରେ ଏକ ରହସ୍ୟମୟ ଜୀବର ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୯ତାରିଖରେ ଜଣେ ବ୍ୟକ୍ତି ସମୁଦ୍ର ତଟକୁ ଯାଇଥିବା ସମୟରେ ତାଙ୍କୁ ଦୁର୍ଗନ୍ଧ ହୋଇଥିଲା। ଏହି ଦୁର୍ଗନ୍ଧଯୁକ୍ତ ଗନ୍ଧ କେଉଁଠାରୁ ଆସୁଛି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଜିଲ୍ଲାରେ ପୁଣି ୭୨ ଜଣ ପଜିଟିଭ୍‌ ଚିହ୍ନଟ, ମହାନଗରରେ ୬ ଶହ ପାର୍‌-ଷ୍ଟେସନପଡ଼ା ସ୍ଥିତି ଖରାପ

ସମ୍ବଲପୁର: ବୁଧବାର ସମ୍ବଲପୁର ଜିଲ୍ଲାରେ ଆଉ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୩୫ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସମୟରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିରର ୬୦୦ ବର୍ଷର କାହାଣୀ ପରଦାରେ ଦେଖାଇବେ କଙ୍ଗନା

ମୁମ୍ବାଇ: ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ରାମ ମନ୍ଦିରର ୬୦୦ ବର୍ଷର କାହାଣୀକୁ ସିନେମା ମାଧ୍ୟମରେ ଦେଖାଇବେ…
ଅଧିକ ଖବର ଦେଖନ୍ତୁ...

ପ୍ରେତାତ୍ମା ସବାର ହୋଇଛି କହି ନିଜ ପୁଅ ସହିତ ବୋହୂକୁ ମିଶିବାକୁ ଦେଉନି ଶ୍ୱଶୂର

ଅହମଦବାଦ : ଗୁଜୁରାଟ ରାଜଧାନୀ ଗାନ୍ଧିନଗରରେ ଏକ ଅଜବ ପ୍ରକାରର ବଧୁ ନିର୍ଯ୍ୟାତନା ଘଟଣା ଜଣାପଡ଼ିଛି । ନିଜ ବୋହୂର ଶରୀରରେ ପ୍ରେତାତ୍ମା ଥିବା ଅଭିଯୋଗ କରି ଜଣେ ବ୍ୟକ୍ତି ବୋହୂକୁ ନିଜ ପୁଅ ସହିତ ସମ୍ଭୋଗ ନକରିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି । ସମ୍ଭୋଗ କଲେ ପ୍ରେତାତ୍ମା ପୁଅ ଶରୀରରେ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ବଡ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ

ନ୍ୟୁୟର୍କ: ଆମେରିକାରେ ରହୁଥିବା ପ୍ରବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ | ସେ ନିଜ ଘୋଷଣାପତ୍ରରେ କହିଛନ୍ତି ଯେ ନଭେମ୍ବର ୩ ରେ ରାଷ୍ଟ୍ରପତି ନିର୍ବାଚନ ପରେ ଯଦି ଡେମୋକ୍ରାଟିକ୍ ପାର୍ଟି କ୍ଷମତାକୁ ଆସେ, ତେବେ ଏହା ଗ୍ରୀନ୍ କାର୍ଡ ପ୍ରତିବନ୍ଧକକୁ ହଟାଇବ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଆଜି ଗୋଟିଏ ଦିନରେ କରୋନା କବଳରୁ ୫୦ ହଜାରରୁ ଅଧିକ ଲୋକ ସୁସ୍ଥ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି । ଗୋଟିଏ ଦିନରେ ୫୧,୭୦୬ ଜଣ ରୋଗୀ ସୁସ୍ଥ ହେବାରୁ ସୁସ୍ଥତା ହାର ଏପର୍ଯ୍ୟନ୍ତ ସର୍ବାଧିକ ୬୭.୧୯ ପ୍ରତିଶତରେ ପହଞ୍ଚିଛି । ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ୧୨,୮୨,୨୧୫ ଜଣ…
ଅଧିକ ଖବର ଦେଖନ୍ତୁ...