Daily Archives

August 6, 2020

ଏନସିଇଆରଟି ବହିରେ କଳାହାଣ୍ଡିକୁ ନେଇ ଭ୍ରମାତ୍ମକ ତଥ୍ୟ ଘଟଣା, କୋର୍ଟରେ ମାମଲା ରୁଜୁ 

ଭବାନୀପାଟଣା: କେନ୍ଦ୍ର ଶିକ୍ଷା ବିଭାଗ ଅଧୀନରେ ଥିବା ଏନସିଇଆରଟି ପକ୍ଷରୁ ପଞ୍ଚମ ଶ୍ରେଣୀର ଇଭିଏସ ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ଭୁଲ ତଥ୍ୟ ଶୀର୍ଷକ ଖବର ଗତ ୧୯ ତାରିଖରେ ସମ୍ବାଦରେ ପ୍ରକାଶ ପାଇଥିଲା । ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିଶକ୍ତି ନ ଥିଲେ କ’ଣ ହେଲା? ପ୍ରଥମ ପ୍ର‌େଚେଷ୍ଟାରେ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଗୋକୁଲ୍‌

ତିରୁବନନ୍ତପୁରମ୍‌: ସଫଳତା ଛୁଇଁବାର ମନ ବଳ ଦୃଢ଼ ଥିଲେ କେଉଁ ବି ପରିସ୍ଥିିତି ବାଧକ ସାଜିପାରେନା ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ଦୃଷ୍ଟିଶକ୍ତି ନ ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ସିଭିଲ୍‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ତାହା ପ୍ରମାଣ କରିଛନ୍ତି। ୨୩ ବର୍ଷିୟ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ସମବାୟ ସଂସ୍ଥାରେ ବ୍ୟାପକ ଅନିୟମିତତା, ଚାକିରିରୁ ବିଦା ହେଲେ ସଂପାଦକ, ରୁଜୁ ହେବ ଫୌଜଦାରୀ ମାମଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସମବାୟ ପାଇକାରୀ ଭଣ୍ଡାର ଭଳି କେନ୍ଦ୍ରୀୟ ସମବାୟ ସଂସ୍ଥାରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି। ଉକ୍ତ ସଂସ୍ଥାରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ୍ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିବା ପରେ କ‌ାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ଦୈନିକ ଖାଆନ୍ତୁ ଅଣ୍ଡା; ଦୂରେଇ ଯିବ ଅନେକ ସମସ୍ୟା

ବଛା ବଛା କେତୋଟି ଉତ୍ତମ ଖାଦ୍ୟ ଭିତରେ ଅଣ୍ଡା ଅନ୍ୟତମ। ଏଥିରେ ପ୍ରଚୁର ପରିମାଣର ନ୍ୟୁଟ୍ରିଏଣ୍ଟ୍‌ସ ଅଛି। ଏହାକୁ ଆପଣ ଆପଣଙ୍କର ଦୈନିକ ଡାଏଟ୍‌ରେ  ସାମିଲ୍‌ କରିପାରିବେ। ଏଥିରେ ପ୍ରଚୁର ପରିମାଣର କ୍ୟାଲୋରି, ପ୍ରୋଟିନ୍‌ ରହିଛି। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ଏ ଏବଂ ଇ ରହିଛି।…
ଅଧିକ ଖବର ଦେଖନ୍ତୁ...

ମଡେଲ୍ ବନିଲେ ପ୍ରଶାସିକା : ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟ୍ ଐଶ୍ବର୍ଯ୍ୟା ୟୁପିଏସସି ପରୀକ୍ଷାରେ ହାସଲ କଲେ ୯୩ତମ ସ୍ଥାନ

ନୂଆଦିଲ୍ଲୀ:  ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟଙ୍କ ମୁଣ୍ଡରେ ଆଇଏଏସର ତାଜ । ୨୦୧୬ ମସିହା ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ଶେରୋନ୍ ୟୁପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୩ ରାଙ୍କ ହାସଲ କରିଛନ୍ତି ଐଶ୍ବର୍ଯ୍ୟା । ୨୦୧୬ ମିସ୍ ଇଣ୍ଡିଆ  ପ୍ରତିଯୋଗିତାରେ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦୂରତା ନିୟମକୁ ନେଇ ଚର୍ଚ୍ଚାରେ ଦୋକାନୀଙ୍କ ସୃଜନଶୀଳତା; ମେସିନ୍‌ ଦଉଛି ଜିନିଷ, ଆଣୁଛି ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ସାମାଜିକ ଦୂରତା ଅନିବାର୍ଯ୍ୟ ହୋଇ ପଡ଼ିିଥିବା ବେଳେ ସାମାଜିକ ଦ୍ବରତା ବଜାୟ ରଖିବାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ପଦ୍ଧତି ଅବଲମ୍ବନ କରୁଛନ୍ତି। ଏ ନେଇ ଜଣେ ଦୋକାନୀଙ୍କ ସୃଜନଶୀଳତା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେ ଯଥେଷ୍ଟ…
ଅଧିକ ଖବର ଦେଖନ୍ତୁ...

କୋଭିଡ ସଂକ୍ରମିତ ମା ଶିଶୁକୁ ସ୍ତନ୍ୟପାନ କରାଇପାରିବେ : ୟୁନିସେଫ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ଅଧିନସ୍ଥ ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ପକ୍ଷରୁ ୟୁନିସେଫ ସହଯୋଗିତାରେ କୋଭିଡ-୧୯ ସମୟରେ ସ୍ତନ୍ୟପାନ-ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞମାନେ ଯୋଗ ଦେଇ ସ୍ତନ୍ୟପାନ, ତାହାର ଉପକାର ଏବଂ…
ଅଧିକ ଖବର ଦେଖନ୍ତୁ...

ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ସିଏଜି ନିଯୁକ୍ତ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର କମ୍ପ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ହୋଇଛନ୍ତି । ସେ ରାଜୀବ ମହର୍ଷିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ୧୯୮୫ ବ୍ୟାଚ ଆଇଏଏସ ଅଫିସର ଶ୍ରୀ ମୁର୍ମୁ ଗତକାଲି ଜମ୍ମୁ ଓ କଶ୍ମୀର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଶନିବାରଠୁ ପୁଣି ସହରାଞ୍ଚଳରେ ସ୍ବାସ୍ଥ୍ୟ ଯାଞ୍ଚ, ଘରକୁ ଘର ବୁଲି ଲକ୍ଷଣଯୁକ୍ତଙ୍କୁ ଖୋଜିବ ପ୍ରଶାସନ

ବ୍ରହ୍ମପୁର: ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଯୋଗୁଁ ଗଞ୍ଜାମ ଜିଲ୍ଲାକୁ ମିଳୁଛି ସଫଳତା। ସଂକ୍ରମଣରେ ବି ଆସୁଛି ସୁଧାର। ଏଥିଲାଗି ପୁଣି ଜିଲ୍ଲାର ସହରାଞ୍ଚଳ ଗୁଡ଼ିକରେ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କୁ ଖୋଜିବ ପ୍ରଶାସନ। ପୁଣି ୧୮ଟି ସହରାଞ୍ଚଳରେ ଆରମ୍ଭ ହେବ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ।…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

ନୂଆଦିଲ୍ଲୀ :  ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ…
ଅଧିକ ଖବର ଦେଖନ୍ତୁ...