ବଢ଼ିଛିି ନମୁନା ପରୀକ୍ଷା: ଗତ ଦଶ ଦିନରେ ହେଲାଣି ୫ ହଜାରରୁ ଊର୍ଧ୍ଵ ପରୀକ୍ଷା
ବାରିପଦା: ମୟୂରଭଞ୍ଜରେ ନମୁନା ପରୀକ୍ଷା ସଂଖ୍ୟା ବଢ଼ିଛି। ଗତ ଦଶ ଦିନ ମଧ୍ୟରେ ଜିଲ୍ଲାରୁ ପରୀକ୍ଷା ପାଇଁ ଗଲାଣି ୫ହଜାର ୧୬୦ ନମୁନା। ସେହି ଅନୁସାରେ କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ନବଢ଼ିବା ଜିଲ୍ଲାପାଇଁ ଆଶ୍ୱସ୍ତିର ବିଷୟ ପାଲଟିଛି। ମାତ୍ର ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...