Daily Archives

August 7, 2020

ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଲାଭ ଉଠାଇଥିବାରୁ ପତଞ୍ଜଳି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ମାଡ୍ରାସ୍…

ନୂଆଦିଲ୍ଲୀ: ଆପଣଙ୍କର ମନେ ଥିବ ନିଶ୍ଚୟ କିଛି ଦିନ ତଳେ ଯୋଗ ଗୁରୁ ବାବା ରାମଦେବଙ୍କ ଆୟୁର୍ବେଦ ଔଷଧ ତିଆରିକାରୀ ସଂସ୍ଥା ପତଞ୍ଜଳି କରୋନା ଭାଇରସ୍‌ର ପ୍ରତିଷେଧକ ଔଷଧ କରୋନିଲ୍‌ ବାହାର କରିଛି ବୋଲି ଦାବି କରିଥିଲା। ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଭୁଆଁ ବୁଲାଇଥିବା ଅଭିଯୋଗରେ…
ଅଧିକ ଖବର ଦେଖନ୍ତୁ...

କେରଳରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, ହେଲପ୍‌ଲାଇନ୍‌ ନମ୍ବର ଜାରି

ତିରୁଅନନ୍ତପୁରମ: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନେଓ୍ଵରେ ଦୁଇଖଣ୍ଡ ହୋଇଯିବା ପରେ ହେଲପ୍‌ଲାଇନ୍‌ ନମ୍ବର ଜାରି ହୋଇଛି। ସିଆଇଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ କହିଛନ୍ତି, ଦୁର୍ଘଟଣା ପରେ ହେଲ୍‌ପଲାଇନ୍‌…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ଶିଶୁଙ୍କ ପାଇଁ ମାଆ ଖିର ସଂଗ୍ରହ କରି ଚର୍ଚ୍ଚାରେ ‌ଚେନ୍ନାଇର ଯୁବ ସ୍ବେଚ୍ଛାସେବୀ ଦଳ

ଚେନ୍ନାଇ: ‌ଚେନ୍ନାଇର ଏକ ଯୁବ ସ୍ବେଚ୍ଛାସେବୀ ଦଳ ଅସୁସ୍ଥ ଶିଶୁମାନଙ୍କୁ ମାଆ ଖିର ଯୋଗାଇ ଦେଇ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଚେନ୍ନାଇର ଏଗ୍‌ମୋର ସରକାରୀ ହସ୍ପିଟାଲ୍‌କୁ ଗତ ୪ ମାସ ମଧ୍ୟରେ ଏହି ଦଳ ପ୍ରାୟ ୧୦୦ ଲିଟର ମାଆ ଖିର ଯୋଗାଇ ଦେଇଥିବା ଜାଣିବାକୁ ମିଳିଛି। ଶିଶୁ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

କାଶୀପୁର: ପୁଲିସ ଦଳକୁ ଆକ୍ରମଣ ଘଟଣାରେ ୨୧ ଗିରଫ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଖୁରି ଗାଁରେ ବୁଧବାର ସନ୍ଧ୍ୟାରେ ପୁଲିସ ଦଳକୁ ଆକ୍ରମଣ ଘଟଣାର ୨୧ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ନାଁରେ ଏକ ମାମଲା ରୁଜୁ କରି ୨୧ ଜଣଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା କିଛି…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ଆଗତ ଜନସ୍ବାର୍ଥ ମାମଲା ଖାରଜ; ସୁପ୍ରିମ୍‌ କୋର୍ଟ କହିଲେ- ଆମର ସମୟ ନଷ୍ଟ…

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାର ସିବିଆଇ କିଂବା ଏନ୍‌ଆଇଏ ତଦନ୍ତ ଦାବି କରି ଦାଏର ‌ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ସୁଶାନ୍ତଙ୍କ ବାପା ଏହି ଘଟଣାରେ ମାମଲା ଚଳାଉଥିବା ବେଳେ ଅପରିଚିତ…
ଅଧିକ ଖବର ଦେଖନ୍ତୁ...

କୋଝିକୋଡ଼ରେ ଅବତରଣ କଲାବେଳେ ଦୁଇଖଣ୍ଡ ହୋଇଗଲା ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ : ପାଇଲଟ୍…

‌ନୂଆଦିଲ୍ଲୀ: ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ସନ୍ଧ୍ୟା ପ୍ରାୟ ୭:୪୦ ସମୟରେ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ ଉତ୍ସରୁ ରୋଜଗାର ହେବ। ଅଫିସରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରେରଣା ମିଳିବ। ଛାତ୍ରୀଙ୍କ ଲାଗି ଦିନଟି ଶିକ୍ଷଣୀୟ ହେବ। ବୃଷ: ବନ୍ଧୁମାନଙ୍କ ସହ ଗପସପରେ ସମୟ ବିତିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍ ମହାମାରୀ କାରଣରୁ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିଲା ମହିଳା ବିଶ୍ବ କପ୍

ନୂଆଦିଲ୍ଲୀ: ଅଭିନବ କରୋନାଭାଇରସ୍ ମହାମାରୀ କାରଣରୁ ମହିଳା ବିଶ୍ବ କପ୍ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମ‌େରେ ଆୟୋଜିତ ଆଇସିସି ବୋର୍ଡ ବୈଠକରେ ୫୦ ଓଭର୍ ବିଶିଷ୍ଟ ଏହି ମ୍ୟାଚ୍‌ର ଦ୍ବାଦଶ ସଂସ୍କରଣକୁ ବିଳମ୍ବ କରାଇବାକୁ…
ଅଧିକ ଖବର ଦେଖନ୍ତୁ...

୨୦୨୧ ଟି-୨୦ ୱାର୍ଲଡ୍‌ କପ୍ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍‌ ଇନ୍ ଇଣ୍ଡିଆ (ବିସିସିଆଇ) ଆୟୋଜନ ଅଧିକାର ବଜାୟ ରଖିବାରୁ ଭାରତ ୨୦୨୧ ଟି-୨୦ ୱାର୍ଲଡ୍‌ କପ୍ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରିବ। ୨୦୨୨ ଟୁର୍ଣ୍ଣାମେଣ୍ଟ୍‌ ଅଷ୍ଟ୍ରେଲିଆ ଆୟୋଜନ କରିବ ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ମଧ୍ୟ ଦେଇ ଚେନ୍ନାଇ ଓ ପୋର୍ଟ ବ୍ଲେୟାର୍‌କୁ ସଂଯୋଗ କରୁଥିବା ୨୩୦୦ ‌କିଲୋମିଟର୍ ଦୀର୍ଘ ଅପ୍‌ଟିକାଲ୍ ଫାଇବର୍…

ନୂଆଦିଲ୍ଲୀ: ଚେନ୍ନାଇ ଓ ପୋର୍ଟ ବ୍ଲେୟାର୍‌କୁ ସଂଯୋଗ କରୁଥିବା ସମୁଦ୍ର ମଧ୍ୟସ୍ଥ ୨୩୦୦ ‌କିଲୋମିଟର୍ ଦୀର୍ଘ ଅପ୍‌ଟିକାଲ୍ ଫାଇବର୍ କେବଲ୍ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୋଦୀ। ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଦୂର ସଂଚାର ସଂଯୋଗ ବଢ଼ାଇବା ଲାଗି ଉଦ୍ଦିଷ୍ଟ ଏହି ପ୍ରକଳ୍ପକୁ ସୋମବାର…
ଅଧିକ ଖବର ଦେଖନ୍ତୁ...