Daily Archives

August 8, 2020

ଝାରସୁଗୁଡ଼ା ଜିଲ୍ଲାରେ ଜୁଲାଇରେ ୮୮ ମିମି କମ୍‌ ବର୍ଷା

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାରେ ଅନାବୃଷ୍ଟି ପରିସ୍ଥିତି ଯୋଗୁଁ ଚାଷକାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳକଷ୍ଟ ଏବେବି ରହିଥିବା ଦେଖା ଯାଇଛି। ଆବଶ୍ୟକତା ଠାରୁ କମ୍‌ ବର୍ଷା ଯୋଗୁଁ ଶ୍ରାବଣ ମାସରେ ମଧ୍ୟ ନଦୀନାଳ ଶୁଖିଲା ପଡ଼ିଥିବା ଦେଖା ଯାଇଛି। ଜୁନ୍‌ ମାସରେ ବର୍ଷା…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀଙ୍କ ମୃତଦେହ ପୋତାକୁ ନେଇ ଉତ୍ତେଜନା: ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ରାୟଗଡ଼ା: କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମୃତଦେହକୁ ଗାଁ ନିକଟରେ ପ୍ରଶାସନ ପକ୍ଷରୁ ପୋତା ଯାଉଥିବାକୁ ନେଇ ସାଙ୍କେଶରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ପ୍ରଶାସନର ଏପରି କାର୍ଯ୍ୟକୁ ବିରୋଧ କରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉପଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

କୋରିଓଗ୍ରାଫର ଧନଶ୍ରୀଙ୍କ ସହ କ୍ରିକେଟର୍ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ, ଛୁଟିଲା ଭାରତୀୟ କ୍ରିକେଟରଙ୍କ ଠାରୁ…

ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ସଂପନ୍ନ କରିବା ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା  କଥା ତାଙ୍କ ଇନ୍‌ଷ୍ଟା ପୋ‌ଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ୩୦ ବର୍ଷିଅ ୟୁଜବେନ୍ଦ୍ର ଧନଶ୍ରୀଙ୍କ ସହ ତାଙ୍କର ଏକ…
ଅଧିକ ଖବର ଦେଖନ୍ତୁ...

ମନ ମୋହିଲା ମହିଳାଙ୍କ ବଡ଼ପଣ: ଖୋଲା ମ୍ୟାନ୍‌ହୋଲ୍‌ ପାଖରେ ୫ ଘଣ୍ଟା ବର୍ଷାରେ ଛିଡ଼ା ହୋଇ ଯା୍ତ୍ରୀଙ୍କୁ କରାଇଲେ…

ମୁମ୍ବାଇ: ବିନା କୌଣସି ପାଇବାର ଆଶାରେ ଅନ୍ୟର ମଙ୍ଗଳ ଚିନ୍ତା କରିବା ହିଁ ପ୍ରକୃତ ମଣିଷପଣିଆ। ଏପରି କିଛି ମଣି‌ଷ ସଂସାରରେ ଅଛନ୍ତି ବୋଲି ପ୍ରମାଣ କରି ଦେଖାଇଛନ୍ତି ମୁମ୍ବାଇର ଜଣେ ମହିଳା। ଆପଣ ଜାଣିଥିବ‌େ ନିଶ୍ଚୟ ‌ଯେ ମୁମ୍ବାଇରେ ହୋଇଥିବା ପ୍ରବଳ ବର୍ଷା ହେତୁ ସହରରେ ବନ୍ୟା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ମାସିକଧର୍ମକାଳୀନ ଛୁଟି ପ୍ରଦାନ କରିବ ଜୋମାଟୋ, ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳିବ ବର୍ଷକୁ ଅତିରିକ୍ତ…

ନୂଆଦିଲ୍ଳୀ: ନିଜର ମହିଳା କର୍ମଚାରୀମାନଙ୍କୁ ବର୍ଷକୁ ୧୦ ଦିନ ମାସିକଧର୍ମକାଳୀନ ଛୁଟି (ପିରିୟଡ୍‌ସ ଲିଭ୍‌) ଦେବାକୁ ଘୋଷଣା କରିଛି ଫୁଡ୍ ଟେକ୍ ୟୁନିକର୍ଣ୍ଣ ଜୋମାଟୋ। କମ୍ପାନି ଘୋଷଣା କରିଛି ଯେ କିନ୍ନରଙ୍କ ସମେତ ସମସ୍ତ ମହିଳା କର୍ମଚାରୀମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ। କମ୍ପାନିର…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ ଚିକିତ୍ସା ନକରି ଫେରାଇ ଦେଲେ ଡାକ୍ତର; ହିନ୍ଦୁ ମୃତକଙ୍କ ଅନ୍ତିମ ସଂସ୍କାର କରି ଚର୍ଚ୍ଚାରେ ମୁସଲ୍‌ମାନ…

କୋଲକାତା: ସାଂପ୍ରଦାୟିକ ଭାବନାରୁ ଉର୍ଧ୍ବକୁ ଉଠି ଜଣେ ହିନ୍ଦୁ ପଡ଼ୋଶୀଙ୍କର ଅନ୍ତିମ ସଂସ୍କାର କରି ଚର୍ଚ୍ଚା ପାଲଟିଛନ୍ତି କୋଲକାତାର କିଛି ସହୃଦୟ ମୁସଲ୍‌ମାନ। ଗୁରୁବାର ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କୁ କାନ୍ଧ ଦେବାକୁ ଆଗେଇ ଆସି…
ଅଧିକ ଖବର ଦେଖନ୍ତୁ...

ବିଜେଡି କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ସମ୍ପର୍କରେ  ଆଲୋଚନାଚକ୍ର 

ଭୁବନେଶ୍ବର : ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି – ୨୦୨୦ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହା କିପରି ଭାବରେ ସମଗ୍ର ଭାରତବର୍ଷ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ସେ ସମ୍ପର୍କରେ ବିଶଦ ତର୍ଜମାର ଆବଶ୍ୟକତା ରହିଛି । ନୂତନ ଶିକ୍ଷାନୀତିର…
ଅଧିକ ଖବର ଦେଖନ୍ତୁ...

କଟକର ସର୍ବସାଧାରଣସ୍ଥଳରେ ଚଳିତ ବର୍ଷ ହେବନି ଗଣେଶ ପୂଜା

କଟକ: ଚଳିତ ବର୍ଷ କଟକବାସୀଙ୍କୁ ଆକର୍ଷଣୀୟ ଗଣେଶ ପୂଜା ଦେଖିବାକୁ ସୁଯୋଗ ମିଳିପାରିବ ନାହିଁ। କରୋନା ଭାଇରସ କଟକଣା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସର୍ବସାଧାରଣ କିମ୍ବା କୌଣସି ସଂସ୍ଥା ପକ୍ଷରୁ ଗଣେଶ ପୂଜା…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରତିଷେଧକ ଟୀକା ତିଆରି କେତେ ଆଗେଇଛି? ସୁଫଳ ପାଇଁ ଏତେ ବିଳମ୍ବ କାହିଁକି?

ନୂଆଦିଲ୍ଲୀ: ଆପଣ ଜାଣିଥିବ‌େ ନିଶ୍ଚୟ ଯେ କୋଭିଡ୍‌-୧୯ ପାଇଁ ପ୍ରତିଷେଧକ ଟୀକା ବାହାର କରିବାକୁ ବିଶ୍ବର ଅନେକ ଔଷଧ ନିର୍ମାଣକାରୀ ସଂସ୍ଥା ଦୌଡ଼ରେ ସାମିଲ୍‌ ହୋଇଛନ୍ତି। ସେଥିମଧ୍ୟରୁ ଅନେକ କମ୍ପାନି ତୃତୀୟ ପର୍ଯ୍ୟାୟ(ଫେଜ୍‌-୩)ରେ ଥିବା ବେଳେ ଆହୁରି କିଛି କମ୍ପାନି ଫେଜ୍‌-୨ରେ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସଂଜୟ ଦତ୍ତ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ମୁମ୍ବାଇ : ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ଅସୁସ୍ଥ ହେବା ପରେ ଲୀଳାବତୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କର କରୋନା ପରୀକ୍ଷା ନେଗେଟିଭ ଥିବା ହସପିଟାଲ ତରଫରୁ କୁହାଯାଇଛି । ତେବେ ସେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିବାରୁ ତାଙ୍କୁ ହସପିଟାଲରେ ରଖାଯାଇଛି । ଏକ…
ଅଧିକ ଖବର ଦେଖନ୍ତୁ...