କରୋନା ମୁକାବିଲା ପାଇଁ ବଡ଼ ଯୋଜନା: ଦିନକୁ ପରୀକ୍ଷା ହେବ ୧୫୦୦ ସ୍ବାବ, ଗଠନ ହେଲା ୩୩ ଟିମ୍
ରାୟଗଡ଼ା: ରାୟଗଡ଼ାରେ କରୋନା ମୁକାବିଲା ପାଇଁ ବଡ଼ ଯୋଜନା କରିଛନ୍ତି ରାଜ୍ୟ ସରକାର। ଆଗାମି ୧ ମାସ ପର୍ଯ୍ୟନ୍ତ ଦିନକୁ ୧୫୦୦ ଲେଖାଁଏ ସ୍ବାବ ପରୀକ୍ଷଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥି ପାଇଁ ଜିଲ୍ଲାର ୧୧ଟି ବ୍ଲକ୍ ପାଇଁ ୩୩ଟି ଟିମ୍ ଗଠନ ହୋଇଛି। ପ୍ରତି ବ୍ଲକକୁ ୩ଟି ଟିମ୍ ଗସ୍ତ କରି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...