Daily Archives

August 9, 2020

ଅଗଷ୍ଟ ୧୫ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମନିର୍ଭର ଭାରତର ନୂତନ ରୂପରେଖ କଥା ଉପସ୍ଥାପନ କରିବେ: ରାଜନାଥ ସିଂହ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ତାରିଖ ଦିନ ଲାଲ କିଲ୍ଲାର ପ୍ରାଚୀର ଉପରୁ ଜାତିକୁ ସମ୍ବୋଧନ କରିବା ବଳେ ଆତ୍ମନିର୍ଭର ଭାରତର ନୂତନ ରୂପରେଖ ବିଷୟ ଉପସ୍ଥାପନ କରିବେ ବୋଲି ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ…
ଅଧିକ ଖବର ଦେଖନ୍ତୁ...

ଦ୍ଵିତୀୟ ଦିନରେ ବି ବନ୍ଦ ରହିଲା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ସେବା

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦୁଇ ଜଣ  ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ମେଡିକାଲର ଓପିଡିକୁ ୪୮ ଘଣ୍ଟା ପାଇଁ  ସିଲ୍‌ କରିଦେବାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଇ ନିର୍ଦ୍ଦେଶ ପରେ ଗତକାଲି ସକାଳଠାରୁ ମେଡିକାଲର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ସୁନିୟୋଜିତ ରହିବ। ଚାକିରି କ୍ଷେତ୍ରରେ କର୍ତ୍ତୃତ୍ବ ବଢ଼ିବ। ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ବୃଷ: ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। କାର୍ଯ୍ୟ କ୍ଷେତ୍ରରେ କିଛି…
ଅଧିକ ଖବର ଦେଖନ୍ତୁ...

ନିକଟ ଭବିଷ୍ୟତରେ ଦଳର ମୁଖ୍ୟ ନିର୍ବାଚିତ ହେବେ, ସେ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ହୋଇ…

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ଦଳର ମୁଖ୍ୟ ନିର୍ବାଚିତ ହେବେ ଏବଂ ସେ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ହୋଇ ରହିବେ ବୋଲି ରବିବାର ଦିନ କଂଗ୍ରେସ ପାର୍ଟି କହିଛି। କଂଗ୍ରେସର ଜଣେ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ ହୋଇ ନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟିହେଲା ବୋଲେରୋ: ଜଣେ ମୃତ, ଜଣେ ଗୁରୁତର

ରାଉରକେଲା: କୋଏଲନଗର-ଝିରପାଣି ରାସ୍ତାରେ ନିୟନ୍ତ୍ରଣ ହରାଇ ଏକ ବ‌ୋଲେରୋ ଗଛରେ ପିଟି ହୋଇଯିବାରୁ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ବୋଲେରୋ ଡ୍ରାଇଭର ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଜଣକ ହେଲେ ସେକ୍ଟର-୧୯ ହମିରପୁର ବସ୍ତିର ଫିରୁ ସାହୁ (୪୦)। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଲେ ୧୫୪୩ ଜଣ ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୧ ହଜାର ୭୮୪କୁ ବୃଦ୍ଧି

ଭୁବନେଶ୍ୱର:ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୫୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୧ ହଜାର ୭୮୪ରେ ପହଞ୍ଚିଛ। ଆଜି ଗଂଜାମ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ କୋଭିଡ୍-୧୯ ପଜିଟିଭ୍

ନୂଆଦିଲ୍ଲୀ: କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ରବିବାର ଦିନ ନମୁନା ପଜିଟିଭ୍ ଆସିବା ପରେ ଜଣାପଡ଼ିଛି। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଭୂତାଣୁ ସଂକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡି ସଂଦେହରେ ମାଲକାନଗିରିରେ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡିକୁ ନେଇ ଅନ୍ଧବିଶ୍ୱାସ ବଢିବାରେ ଲାଗିଛି। ଗୁଣିଗାରେଡି ସଂଦେହରେ ଆଜି ପୁଣି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ମାଲକନଗିରିର ବ୍ଲକର ତୁମସାପାଲ୍ଲୀ ଗ୍ରାମରେ। ମୃତକ ହେଲେ ମୁକା ମାଡ଼କାମୀ (୫୫)। ଗିରଫ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଯୌନକର୍ମୀଙ୍କ ଦୁର୍ଦ୍ଦଶା ପ୍ରତିକାର ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ରିପୋର୍ଟ ମାଗିଲା ଜାତୀୟ ମାନବ…

ନୂଆଦିଲ୍ଲୀ: ଭାରତରେ ଯୌନକର୍ମୀଙ୍କ ଦୁର୍ଦ୍ଦଶା ପ୍ରତିକାର ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ଜାତୀୟ ମାନବ ଅଧିକାର କମିସନ୍ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛି। ସିଭିଲ୍ ରାଇଟ୍‌ସ୍‌ ଓକିଲ ତଥା ଜଣାଶୁଣା ସାମାଜିକ କର୍ମୀ ରାଧାକାନ୍ତ…
ଅଧିକ ଖବର ଦେଖନ୍ତୁ...

କରୋନାରେ ମୃତ୍ୟୁ ହୋଇଥିବା ମହିଳାଙ୍କୁ ଅନ୍ତିମ ସଂସ୍କାର ପାଇଁ ନେଇ ଥିବା ବେଳେ ଥକି ପଡ଼ି ଶୋଇ ପଡ଼ିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ କରୋନା ଯୋଦ୍ଧାଙ୍କ ଫଟୋ ଘୁରି ବୁଲୁଛି। ଏହି ଫଟୋରେ ଉକ୍ତ କରୋନା ଯୋଦ୍ଧା ଜଣକ ପିପିଇ କିଟ ପିନ୍ଧି ଚଟାଣରେ ଶୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ପ୍ରକାଶିତ ରିପୋର୍ଟ ମୁତାବକ, ଫଟୋରେ ଥିବା ସ୍ୱାସ୍ଥ୍ୟକର୍ମୀ ଜଣକ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ…
ଅଧିକ ଖବର ଦେଖନ୍ତୁ...