Daily Archives

August 10, 2020

ମୟୂରଭଞ୍ଜ  : ଦଶଦିନରେ ୧୮୧ ସ୍ଥାନୀୟ ସଂକ୍ରମିତ, ୯ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା : ମୟୂରଭଞ୍ଜକୁ ଡରଉଛି ଅଗଷ୍ଟ। ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ତାଲିକାରେ ପୁଣି ୬ତାରିଖର ତଥ୍ୟ ଉପଲବ୍ଧ ନାହିଁ। କାରଣ ଉକ୍ତ ଦିନର…
ଅଧିକ ଖବର ଦେଖନ୍ତୁ...

ଶବକୁ ମିଳିଲାନି କାନ୍ଧ : ପିପିଇ କିଟ୍ ପିନ୍ଧି ଟ୍ରଲିରେ ନେଇ ଶେଷକୃତ୍ୟ ସଂପନ୍ନ କଲେ ସ୍ଥାନୀୟ ଯୁବକ

ରାୟଗଡ଼ା : ନିଜେ ଶହେରୁ ଉର୍ଧ୍ବ ଶବ କାନ୍ଧେଇଥିଲେ। ହେଲେ ନିଜ ଶେଷଯାତ୍ରା ବେଳକୁ କାନ୍ଧ ଦେବାକୁ କେହି ଆସିଲେନି। ୪ ଘଣ୍ଟା ମୃତଦେହ ଘରେ ପଡ଼ି ରହିବା ପରେ ସ୍ଥାନୀୟ ଯୁବକମାନେ ପିପିଇ କିଟ୍ ପିନ୍ଧି ଟ୍ରଲିରେ ବୋହି ନେଇ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଡ଼ାରି…
ଅଧିକ ଖବର ଦେଖନ୍ତୁ...

ଆପଣ ଆପଣଙ୍କ ଶରୀରର ଓଜନ ବୃଦ୍ଧି କରାଇବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ଅଧିକାଂଶ ଲୋକ ଓଜନ ହ୍ରାସ କରିବାକୁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଥିବା ଆପଣ ଦେଖିଥିବେ ନିଶ୍ଚୟ। ମାତ୍ର ଓଜନ ବୃଦ୍ଧି କରିବା ପାଇଁ କ’ଣ ସବୁ କରାଯାଇପାରେ ଏ ବିଷୟରେ ଆପଣଙ୍କ କିଛି ଧାରଣା ଅଛି କି? ଅନେକ ଲୋକ ଅଛନ୍ତି ଯିଏକି ଅତ୍ୟଧିକ ପତଳା। ଓଜନ ବୃଦ୍ଧି କରିବା ସେମାନଙ୍କ ଶରୀର…
ଅଧିକ ଖବର ଦେଖନ୍ତୁ...

ଭବିଷ୍ୟତକୁ ନେଇ ବିଗ୍‌ ବି ଚିନ୍ତା ପ୍ରକଟ କରିବା ପରେ ଚାକିରି ଅଫର୍‌ ଦେଲେ ପ୍ରଶଂସକ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବରିଷ୍ଠ ନାଗରିକମାନେ ସୁଟିଂରେ ସାମିଲ୍‌ ହୋଇପାରିବେ ନାହିଁ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିବା ପରେ ସୋସିଆଲ୍‌ ମିଡିଆରେ ନିଜ ଭବିଷ୍ୟତକୁ ନେଇ ଏକ ପୋଷ୍ଟ୍‌ ସେୟାର୍‌ କରିଥିଲେ ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ। ତାଙ୍କ ପାଖରେ ଚାକିରି ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ରିୟାଙ୍କ ପ୍ରତି ସମବେଦନା ଦେଖାଇ ଅଡୁଆରେ ଆୟୁଷ୍ମାନ ଖୁରାନା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପରେ ପରେ ଏବେ ସମସ୍ତେ ରିୟାଙ୍କ ଉପରେ ନିଜର କ୍ରୋଧ ବ୍ୟକ୍ତ କରିବାରେ ଲାଗିଛନ୍ତି। Never…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ୍‌ର ପରିମଳ କର୍ମଚାରୀ ଓ ସହାୟକମାନଙ୍କ କ୍ଷେତ୍ରରେ ଅଧିକ କରୋନା ସଂକ୍ରମଣର ଆଶଙ୍କା ରହିଛି: ଏମ୍‌ସ ସର୍ଭେ

ନୂଆଦିଲ୍ଳୀ: କରୋନା ଭାଇରସ୍‌ ପ୍ରତ୍ୟେକ ଲୋକ ପାଇଁ ଏକ ଭୟର କାରଣ ପାଲଟିଛି। ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବିଶେଷ କରି ହସ୍ପିଟାଲ୍‌ର ପରିମଳ କର୍ମଚାରୀ ଓ ରୋଗୀଙ୍କ ସହାୟକମାନେ ସର୍ବାଧିକ ଭାବେ କୋଭିଡ୍‌-୧୯…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଦିଲ୍ଲୀ ଇସ୍‌କନ୍‌ ମନ୍ଦିରରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ

ନୂଆଦିଲ୍ଲୀ: ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃଷ୍ଟଙ୍କ ଜନ୍ମଦିବସ। ମହାମାରୀ କରୋନା ଭାଇରସ୍‌ ପାଇଁ ଧାର୍ମିକ ସ୍ଥାନ ସବୁ ବନ୍ଦ ରହିଥିବା ବେଳେ ଦିଲ୍ଲୀର ଇସ୍‌କନ ମନ୍ଦିରରେ କିନ୍ତୁ କାଲି ଜନ୍ମାଷ୍ଟମୀ ପାଳନ ହେବ ବୋଲି ସୂଚନା ରହିଛି। କରୋନା ଭାଇରସ୍‌ ପାଇଁ ରହିଥିବା…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ରାଜ୍ୟରେ ଗର୍ଭପାତ ବଟିକାର ଅଭାବ, ଅବାଞ୍ଛିତ ଗର୍ଭଧାରଣ ବୃଦ୍ଧି ହେବାର ଆଶଙ୍କା

ନୂଅ‌ାଦିଲ୍ଳୀ: ନିକଟରେ ଗର୍ଭପାତ ବଟିକାର ଉପଲବ୍ଧତାକୁ ଆକଳନ କରିବା ପାଇଁ ୬ଟି ରାଜ୍ୟରେ ଏକ ସର୍ଭେ କରାଯାଇଥିଲା। ଏଥିରୁ ଏହି ବଟିକାର ବ୍ୟାପକ ଅଭାବ ପରିଲକ୍ଷିତ ହେବା ପରେ ଆସନ୍ତା ମାସରେ ଅବାଞ୍ଛିତ ଗର୍ଭଧାରଣର ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଫାଉଣ୍ଡେସନ୍‌ ଫର୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଜୀବନସାଥୀ ଆପଣଙ୍କୁ ବହୁତ ଆଦର କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ମିଳିବ। ବୃଷ: ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଜୀବନସାଥୀ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଭୂସ୍ଖଳନ ସ୍ଥଳୀରେ ଉଦ୍ଧାର କାର୍ଯ୍ୟରେ ଆଶାର କିରଣ ପାଲଟିଛି ସନ୍ଧାନକାରୀ କୁକୁର ମାୟା

ପେଟିମୁଦି:  କେରଳରେ ଭୂସ୍ଖଳନରେ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଇଁ  ଆଶାର କିରଣ ପାଲଟିଛି କେରଳ ପୋଲିସର ପ୍ରଥମ କ୍ୟାଡର ଅନୁସନ୍ଧାନକାରୀ କୁକୁର ମାୟା। ଏକ ବର୍ଷରୁ ବି କମ୍ ବୟସର ବେଲଜିୟମ ମାଲିନୋଇସ୍ ପ୍ରଜାତିର ଏହି ଅନୁସନ୍ଧାନକାରୀ କୁକୁରଟି ଧ୍ବଂସସ୍ତୁପ ତଳୁ ମୃତଦେହ…
ଅଧିକ ଖବର ଦେଖନ୍ତୁ...