Daily Archives

August 10, 2020

ଆଳି : ଗୋଟିଏ ଦିନରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଆଳି : ଆଜି ଗୋଟିଏ ଦିନରେ ଆଳିରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । କେବଳ ଅଟାଳ ଗ୍ରାମରୁ ୧୨ ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଅଟାଳ,ଖନ୍ଦୋଳ ଓ ଧନେଶ୍ୱର ପୁରକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାତ୍ର ୩ ଜଣ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ରାଜନୈତିକ ସଙ୍କଟ ଟଳିବ: ପାଇଲଟ୍‌ ଉଠାଇଥିବା ଅଭିଯୋଗର ତଦନ୍ତ କରିବେ ତିନିଜଣିଆ କମିଟି

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ନେତାଙ୍କ ଅଭିଯୋଗର ତଦନ୍ତ କରିବାକୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ଆଜି କଂଗ୍ରେସ ପାର୍ଟି କହିଛି। ରାଜସ୍ଥାନରେ ଚାଲିଥିବା ରାଜନୈତିକ ବିଦ୍ରୋହର ଅବସାନ ନିମନ୍ତେ ଆଜି ସଚିନ ପାଇଲଟ୍ ରାହୁଳ ଗାନ୍ଧୀଙ୍କୁ ଭେଟିଥିଲେ। ଉଭୟଙ୍କ…
ଅଧିକ ଖବର ଦେଖନ୍ତୁ...

ଆଜି ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୩୩ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୩,୦୨୦ରେ ପହଞ୍ଚିଛି। ଆଜି ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

୩୦ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେଲା ବିଜେଡି, ଜାଣନ୍ତୁ ‌କେଉଁ ଜିଲ୍ଲାରେ କିଏ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ୩୦ଜଣ ମହିଳା ନେତ୍ରୀଙ୍କୁ ଜିଲ୍ଲା ମହିଳା କମିଟିର ପ୍ରଭାରୀ ବା ଇନଚାର୍ଜ ଭାବେ ନିଯୁକ୍ତ କରିଛି।  ଜିଲ୍ଲା ଦାୟିତ୍ବରେ ଥିବା ଏହି ନେତ୍ରୀମାନେ ମୁଖ୍ୟତଃ  ସାଂଗଠନିକ କାର୍ଯ୍ୟ ତଦାରଖ କରିବେ । ଦଳର ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା …
ଅଧିକ ଖବର ଦେଖନ୍ତୁ...

ହିନ୍ଦୀ ରାଜନୀତି ଅନେକ ଦକ୍ଷିଣ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ କରିଛି: କୁମାରସ୍ବାମୀ

ବେଙ୍ଗାଲୁରୁ: ‘ହିନ୍ଦୀ ରାଜନୀତି’ କାରଣରୁ ଅନେକ ଦକ୍ଷିଣ ଭାରତୀୟ ନେତା ଦେଶର ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିବା କଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌. ଡି.  କୁମାରସ୍ବାମୀ କହିଛନ୍ତି। ହିନ୍ଦୀ ଜାଣି ନ ଥିବାରୁ ତାମିଲ ରାଜନେତ୍ରୀ କାନିମୋଜି କରୁଣାନିଧିଙ୍କ ଜାତୀୟତା…
ଅଧିକ ଖବର ଦେଖନ୍ତୁ...

ଖେଳ ହେଲା କାଳ: ଏକାଠି ଆଖି ବୁଜିଲେ ଭାଇ ଓ ଭଉଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଖେଳୁଖେଳୁ ଭାଇ ଓ ଭଉଣୀ ଦୁହେଁ ବୁଡ଼ି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ଦୁହିଁଙ୍କୁ ପାଣି ଭିତରୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ୟୁଏଇରେ ଆଇପିଏଲ ଆୟୋଜନକୁ ଭାରତ ସରକାରଙ୍କ ଚୂଡ଼ାନ୍ତ ମଂଜୁରୀ ; ଦୁବାଇ, ସାରଜାହା ଓ ଆବୁଧାବିରେ ଖେଳାଯିବ ମ୍ୟାଚ

ନୂଆଦିଲ୍ଲୀ : ୟୁଏଇରେ ଆଇପିଏଲ ଆୟୋଜନ ପ୍ରସ୍ତାବକୁ ଭାରତ ସରକାର ଚୂଡ଼ାନ୍ତ ମଂଜୁରୀ ଦେଇଛନ୍ତି ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୋମବାରଦିନ ସୂଚନା ଦେଇଛନ୍ତି । ସରକାର ଗତ ସପ୍ତାହରେ ଏହାକୁ ନୀତିଗତ ମଂଜୁରୀ ଦେଇଥିଲେ । ସେ କହିଛନ୍ତି ଯେ ଭାରତରେ ହେଉଥିବା ଯଦି କୌଣସି…
ଅଧିକ ଖବର ଦେଖନ୍ତୁ...

ଆଜି ରାଜଧାନୀରେ ୧୩୩ କରୋନା ପଜିଟିଭ୍‌ ଚିହ୍ନଟ, ୪୦୦୦ ଟପିଲା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୦ଜଣ କୋଭିଡ ପଜିଟିଭ୍‌ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା ୧୩୩ଜଣଙ୍କ ମଧ୍ୟରୁ ୯୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୭ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆଫଗାନିସ୍ତାନରେ ପାକିସ୍ତାନ ସେନାର ଏସ୍‌ଏସ୍‌ଜି କମାଣ୍ଡୋଙ୍କ…

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ପାଇଁ ଆଫଗାନିସ୍ତାନରେ ପାକିସ୍ତାନ ସେନାର ‘ଏସ୍‌ଏସ୍‌ଜି’ କମାଣ୍ଡୋଙ୍କ ଠାରୁ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ମସୁଧା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଆଫଗାନିସ୍ତାନର ଗୁପ୍ତ ସ୍ଥାନମାନଙ୍କରେ ପାକିସ୍ତାନୀ ସେନାର ସ୍ପେସାଲ୍…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମର ସରପଞ୍ଚମାନଙ୍କ ସହ କଥା ହେଲେ ନବୀନ; କହିଲେ ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ, ଲଢ଼େଇ ଜାରି ରଖନ୍ତୁ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ…
ଅଧିକ ଖବର ଦେଖନ୍ତୁ...