Daily Archives

August 11, 2020

ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କରି ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଏବଂ ଦୀପ ଦାନ

ଭୁବନେଶ୍ୱର: ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଏ ନେଇ ନିଜେ ଶ୍ରୀ ପଟ୍ଟନାୟକ ଟୁଇଟର୍‌ରେ ସୂଚନା ଦେଇଛନ୍ତି। ସୌମ୍ୟରଂଜନଙ୍କ  ଆଶୁ ଆରୋଗ୍ୟ କାମନା କରି ରାଜ୍ୟର ବିଭିନ୍ନ ଦେବପୀଠରେ ପୂଜାର୍ଚ୍ଚନା ଏବଂ ସମୂହ ଦୀପ ଦାନ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ଆସି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କଲେ ଏହି ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରି ଭୂମି ପୂଜନ କରିଥିଲେ। ଅନ୍ୟପକ୍ଷରେ, ପାକିସ୍ତାନ ପାଇଁ ଖେଳିଥିବା ପାକିସ୍ତାନୀ କ୍ରିକେଟର ଡାନିଶ କାନେରିଆ…
ଅଧିକ ଖବର ଦେଖନ୍ତୁ...

ବିଏସଏନଏଲ ୪ଜି ଟାଓ୍ବାର ସ୍ଥାନାନ୍ତର ପ୍ରସଙ୍ଗ, କଳାହାଣ୍ଡି ଛାତ୍ର ବିଜେଡିର ବିକ୍ଷୋଭ

ଭବାନୀପାଟଣା : ନିତି ଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପ୍ରମୁଖ ଅଟେ । ଏହି ଆକାଂକ୍ଷୀ ଜିଲ୍ଲା ଗୁଡିକୁ କେନ୍ଦ୍ର ସରକାର ସାମଗ୍ରୀକ ବିକାଶ କ୍ଷେତ୍ରରେ ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ଭାରତ ସରକାରଙ୍କ ଅଧିନସ୍ଥ ଭାରତ ସଂଚାର…
ଅଧିକ ଖବର ଦେଖନ୍ତୁ...

ପ୍ରାୟ ୧୬ ଲକ୍ଷ ସୁସ୍ଥଙ୍କ ସହ ଭାରତର ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତ, ମୃତ୍ୟୁହାର ୨ ପ୍ରତିଶତ ତଳକୁ ଖସିଲା

ନୂଆଦିଲ୍ଲୀ: ସକ୍ରିୟ କଣ୍ଟେନମେଣ୍ଟ ଜୋନର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା ୭୦ରେ ପହଞ୍ଚିଛି । ଅଧିକରୁ  ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ଜିଲ୍ଲାପାଳଙ୍କ ସୁରକ୍ଷାକର୍ମୀ ଓ ଗାଡ଼ିଚାଳକଙ୍କୁ କରୋନା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ଦୁଇ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଜଣେ ତାଙ୍କ ଗାଡ଼ିର ଡ୍ରାଇଭର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କଠାରେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଆପର କମାଲ, ୧୫କୋଟି ଅତିକ୍ରମ କଲା ଡାଉନଲୋଡ଼ ସଂଖ୍ୟା

ନୂଆଦିଲ୍ଲୀ: ଭାରତର ପ୍ରଥମ କଣ୍ଟାକଟ ଟ୍ରେସିଙ୍ଗ ଆପ୍ ଆରୋଗ୍ୟ ସେତୁ ୧୫୦ ମିଲିୟନ୍ ବା ୧୫ କୋଟି ଥର ଡାଉନଲୋଡ଼ କରାଯାଇଛି | ଆରୋଗ୍ୟ ସେତୁ ଆପ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛି | ଏହି ପୋଷ୍ଟରେ ଦର୍ଶାଯାଇଛି ଯେ ୨ ଏପ୍ରିଲ ୨୦୨୦ ରେ ଲଞ୍ଚ ହେବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନର କୌଣସି ଦିଗରେ ସୁଧାର ହେବ। ପ୍ରିୟ ବନ୍ଧୁଙ୍କ ସହିତ ମାନସିକ ସ୍ଥିତି ନେଇ ଆଲୋଚନା ହେବ। ବିବାହିତଙ୍କ ଲାଗି ଦିନଟି ସାଧାରଣ ରହିବ। ବୃଷ: ଦିନଟି ପୂର୍ବ ଅପେକ୍ଷା ଭଲ ସାବ୍ୟସ୍ତ ହେବ। ଅଫିସରେ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟୀଙ୍କୁ ବଡ଼…
ଅଧିକ ଖବର ଦେଖନ୍ତୁ...

ୟୁରୋପୀୟ ଦେଶ ଏଣିକି ଚାଖିବେ ବାସୁମତୀ ଚାଉଳର ସ୍ୱାଦ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଭାରତର ଚାଉଳ ରପ୍ତାନିକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଯେଉଁ ନିଷ୍ପତ୍ତି ପରେ ଭାରତୀୟ ବାସୁମତୀ ଚାଉଳର ସ୍ୱାଦ ଏବେ ୟୁରୋପୀୟ ଦେଶମାନେ ଚାଖିପାରିବେ | ମିଳିଥିବା ସୂଚନା ମୁତାବକ ବାସୁମତୀ ଚାଉଳ ଓ ସାଧାରଣ ଚାଉଳ ଉପରେ ଥିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ୯ଟି ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଂ ଆରମ୍ଭ, କାଲିଠୁ ଯୋଡ଼ି ହେବ ପୁଣି ୭ଟି କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୯ଟି ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାରଠାରୁ କୋଭିଡ ଟେଷ୍ଟିଂ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଠାରୁ ଏହି କ୍ରମରେ ପୁଣି ୭ଟି କେନ୍ଦ୍ର ଯୋଡ଼ି ହୋଇଯିବ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। Expanding the #COVID19 testing…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୬ ଗିରଫ  

ରାଉରକେଲା: ସହରରେ ଦିନକ ଦିନ ବଢ଼ି ଚାଲିଛି ନକଲି ବିଦେଶୀ ମଦ କାରବାର। ଏହି ବେଆଇନ କାରବାର ସାମିଲ ଅଛନ୍ତି କିଛି ଚୋରା ମଦବେପାରୀ। କମ୍‌ ଦାମରେ କିଣି ମୋଟା ଅଙ୍କର ମୁନାଫା କମାଉଛନ୍ତି। ଏମାନଙ୍କ ଚେର ଲମ୍ବିଛି ଝାଡ଼ଖଣ୍ଡରୁ ଅରୁଣାଚଳ ପ୍ରଦେଶ। ନିକଟରେ ଏମିତି କିଛି ନକଲି ବିଦେଶ ମଦ…
ଅଧିକ ଖବର ଦେଖନ୍ତୁ...