Daily Archives

August 12, 2020

ଯୁକ୍ତ ୨ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ: ମୟୂରଭଞ୍ଜରେ କମିଲା ପାସ୍‌ହାର, ୯୦ପ୍ରତିଶତ ଉପରେ ମାତ୍ର ଜଣେ ଛାତ୍ର

ବାରିପଦା: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇଛି। ଆଜି ପ୍ରକାଶ ପାଇଥିବା ଏହି ପରୀକ୍ଷାଫଳ କିନ୍ତୁ ମୟୂରଭଞ୍ଜ ଜିଲ୍ଲାପାଇଁ ଖୁସି ଆଣିନାହିଁ। ଜିଲ୍ଲାରେ ଚଳିତ ବର୍ଷ ପାସ୍‌ହାର କମିଛି। ଗତବର୍ଷ…
ଅଧିକ ଖବର ଦେଖନ୍ତୁ...

ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣରେ ଉନ୍ନତି ଲାଗି ଡବ୍ଲୁ-ଜିଡିପି ଫଣ୍ଡ୍ ଗଠନ କରାଯାଇଛି: ଇଭାଙ୍କା ଟ୍ରମ୍ପ୍

ମୁମ୍ବାଇ/ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ସଂପାଦକ ସୌମ୍ୟରଂଜନଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ପ୍ରାର୍ଥନା ଓ ପୂଜାର୍ଚ୍ଚନା

ଭୁବନେଶ୍ୱର: ‘ସମ୍ବାଦ’ ସଂପାଦକ ତଥା ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବରାହ ପୀଠରେ ସମହ ଦୀପଦାନ କରାଯାଇଛି। ଶ୍ରୀ ଲକ୍ଷ୍ମୀ ବରାହ ସେବାୟତ ସଂଘର ପଣ୍ଡା ସେବକ ଗୋଲେଖ ବିହାରୀ ପଣ୍ଡା, ରସାନନ୍ଦ ଦିକ୍ଷୀତ, ରମାକାନ୍ତ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତିକୁ କେନ୍ଦ୍ର କରି ଯୁବକକୁ ହତ୍ୟା ଘଟଣା, ୫ ଗିରଫ

ଦେବଗଡ଼: ପରକୀୟା ପ୍ରୀତିକୁ କେନ୍ଦ୍ର କରି ଗତ ୭ ତାରିଖ ଦିନ ବାରକୋଟ ଥାନା ମାଝିଚାକୁଣ୍ଡାପାଳ ଗ୍ରାମରେ ଜଣେ ଯୁବକକୁ ହତ୍ୟା କରାଯାଇଥିଲା । ଉକ୍ତ ଘଟଣାରେ ଆଜି ବାରକୋଟ ଥାନା ପୁଲିସ ୫ଜଣଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଶ୍ୱଶୁର, ଶାଶୁ, ବୋହୂ ଓ ୨ ଦିଅରଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬୧୧୦ ରୋଗୀ ସୁସ୍ଥ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୬୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦକ୍ଷତାପୂର୍ଣ୍ଣ ଆବଧାଞ୍ଚଳ ପରିଚାଳନା, ବ୍ୟାପକ ନମୁନା ପରୀକ୍ଷଣ ଓ ଗୁଣାତ୍ମକ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଗୁଞ୍ଜନ ସକ୍ସେନା’ର ଦୃଶ୍ୟକୁ ନେଇ ସେନ୍ସର ବୋର୍ଡକୁ ଆପତ୍ତି ଜଣାଇଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ବୁଧବାର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଗୁଞ୍ଜନ ସକ୍ସେନା' ବିବାଦ ଘେରକୁ ଆସିଛି। କିଛି ଦୃଶ୍ୟକୁ ନେଇ ଭାରତୀୟ ବାୟୁସେନା ସେନ୍ସର ବୋର୍ଡକୁ ଏକ ଚିଠି ପଠାଇଛି | ଏହି ଚିଠିରେ ଫିଲ୍ମର କିଛି ଦୃଶ୍ୟକୁ ବିରୋଧ କରାଯାଇଛି। ଏହି ଚଳଚ୍ଚିତ୍ରଟି ଆଇଏଏଫ ଅଧିକାରୀ ଗୁଞ୍ଜନ…
ଅଧିକ ଖବର ଦେଖନ୍ତୁ...

୧୪୧ ଟଙ୍କାରେ ମିଳିବ ରିଲାଏନ୍ସ ଜିଓ ଫୋନ-୨

ମୁମ୍ବାଇ: ମାତ୍ର ୧୪୧ ଟଙ୍କାରେ ମିଳୁଛି ଜିଓ ଫୋନ-୨ | ଜନ୍ମାଷ୍ଟମୀ ଅବସରରେ ରିଲାଏନ୍ସ ଜିଓ ପକ୍ଷରୁ ଏହି ଅଫର ଲଞ୍ଚ କରାଯାଇଛି | ଏହି ଅଫରରେ ଆପଣ କେବଳ ମାତ୍ର ୧୪୧ ଟଙ୍କା ଦେଇ ନିଜ ଘରକୁ ଜିଓ ଫୋନ ୨ ଆଣିପାରିବେ | ଏହି ଫୋନରେ, ଆପଣ ହ୍ଵାଟ୍ସଆପ, ଫେସବୁକ୍, ୟୁଟ୍ୟୁବ୍, ଗୁଗୁଲ୍ ମ୍ୟାପ୍ସ…
ଅଧିକ ଖବର ଦେଖନ୍ତୁ...

ସୌମ୍ୟରଂଜନଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ପ୍ରାର୍ଥନା

ବାରିପଦା: ‘ସମ୍ବାଦ’ର ସଂପାଦକ, ସମ୍ବାଦ ସାହିତ୍ୟ ଘରର ମୁରବୀ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ସଂକ୍ରମିତ ହେବା ଖବରରେ ମୟୂରଭଞ୍ଜ ଜିଲ୍ଲାର ସାହିତ୍ୟିକଗଣ ମର୍ମାହତ ହୋଇପଡିଛନ୍ତି। ଆଜି ସକାଳେ ସୌମ୍ୟରଂଜନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ମୟୂରଭଞ୍ଜ ସାହିତ୍ୟ ପରିଷଦର…
ଅଧିକ ଖବର ଦେଖନ୍ତୁ...

ଫେସବୁକ ବନ୍ଦ କରିବାକୁ ଯାଉଛି ଏହି ଲୋକପ୍ରିୟ ଆପ, ଭାରତରେ ଅଛନ୍ତି ଲକ୍ଷାଧିକ ବ୍ୟବହାରକାରୀ

ନୂଆଦିଲ୍ଲୀ: ଫେସବୁକର କିଛି ଆପ୍ ଅଛି ଯାହାକୁ କମ୍ପାନୀ କମ୍ ଇଣ୍ଟରନେଟ୍ ବେଗରେ ମଧ୍ୟ ବ୍ୟବହାର କରିବାକୁ ଲଞ୍ଚ କରିଛି | କମ ଇଣ୍ଟରନେଟ ଥିବା ଅଂଚଳରେ ଫେସବୁକକୁ ବ୍ୟବହାର କରିବାକୁ କମ୍ପାନୀ ଫେସବୁକ ଲାଇଟକୁ ଲଞ୍ଚ କରିଥିଲା | ଭାରତରେ ମଧ୍ୟ ଲକ୍ଷାଧିକ ଲୋକ ଫେସବୁକ ଲାଇଟକୁ ବ୍ୟବହାର କରନ୍ତି…
ଅଧିକ ଖବର ଦେଖନ୍ତୁ...

ଲଦାଖ ସୀମାରେ ଉତ୍ତେଜନା ସତ୍ତ୍ୱେ ପାକିସ୍ତାନ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି

ବେଜିଙ୍ଗ: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ସାମରିକ ଏବଂ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶରେ ଅନେକ ପ୍ରମୁଖ ଚୁକ୍ତିନାମା ହେବ ବୋଲି ଆଶା କରାଯାଉଛି। ତାଙ୍କ…
ଅଧିକ ଖବର ଦେଖନ୍ତୁ...