Daily Archives

August 13, 2020

ଏକ ତରଫା ପ୍ରେମରେ ନାବାଳିକା ଆତ୍ମହତ୍ୟା ଘଟଣା: ଉପଯୁକ୍ତ ତଦନ୍ତ କରିବାକୁ ଏସଡ଼ିପିଓଙ୍କୁ ଲିଖିତ ଅନୁରୋଧ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଶାଗବାହାଲି ଗ୍ରାମରେ ଏକ ତରଫା ପ୍ରେମକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ଏଥିରେ ପୁଲିସ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଗତକାଲି ଏନେଇ ଗିରଫ ହୋଇଥିବା ପରିବାରର୍ଗଙ୍କ ପକ୍ଷରୁ ଧର୍ମଗଡ଼ ଏସ୍‌ଡ଼ିପିଇଓଙ୍କ ଦ୍ଵାରସ୍ଥ…
ଅଧିକ ଖବର ଦେଖନ୍ତୁ...

ଡାଲମିଆ ଭାରତ ଗ୍ରୁପ୍ ପକ୍ଷରୁ କୈଳାସ ଖେର ଓ ରିକି କେଜଙ୍କ ସଙ୍ଗୀତରେ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କ ସାହସ, ପ୍ରତିବଦ୍ଧତା ଓ ଭାବକୁ ପାଳନ କରିବାର ଉଦ୍ୟମ ସ୍ୱରୂପ ଡାଲମିଆ ଭାରତ ଗ୍ରୁପ୍ ପକ୍ଷରୁ ପଦ୍ମଶ୍ରୀ କୈଳାସ ଖେର, ଓ ଗ୍ରାମି ପୁରସ୍କାର ବିଜେତା ରିକି କେଜଙ୍କୁ ନେଇ ୨୦୨୦ ଅଗଷ୍ଟ ୧୪ର ସ୍ଧ୍ୟା ୬ଟା ୧୫ ମିନିଟ୍ରେ ଅନଲାଇନ୍ ସଙ୍ଗୀତ ଉତ୍ସବ ଜଜ୍ବା-ଏ-ଭାରତ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ବନାମ ପେଟପାଟଣା: ଷ୍ଟେସନ ବଜାର ହାଟରେ ଦୋକାନ ଖୋଲା, ପ୍ରଶାସନର ଚଢ଼ଉ ପରେ ଉତ୍ତେଜନା

ବାରିପଦା: ଦିନେ କୋଳାହୋଳପୂର୍ଣ୍ଣ ହେଉଥିବା ମୟୂରଭଞ୍ଜ ଜିଲ୍ଲାର ହାଟ ଏବେ ଶୂନଶାନ। କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜିଲ୍ଲାପ୍ରଶାସନ ଚଳିତ ମାସ  ୩୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସ୍ଥାନୀୟ ଷ୍ଟେସନ ବଜାର ପଡ଼ିଆରେ ହେଉଥିବା ହାଟରେ…
ଅଧିକ ଖବର ଦେଖନ୍ତୁ...

ଭାରତର ଚାଷୀଙ୍କୁ ପସନ୍ଦ ଜୈବିକ ଚାଷ, ଦେଶରେ ଜୈବିକ ଚାଷ ହେଉଥିବା ଜମିର ପରିମାଣ ବିଶ୍ୱରେ ନବମ

ନୂଆଦିଲ୍ଲୀ: ଭାରତରେ ଜୈବିକ କୃଷି କ୍ରମଶଃ ଅଧିକରୁ ଅଧିକ ସଫଳତା ଓ ଲୋକପ୍ରିୟତା ଅର୍ଜନ କରୁଛି । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । କରୋନା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ବିଶ୍ୱ ଏବେ ଅଧିକରୁ ଅଧିକ ପୁଷ୍ଟିକର, ସ୍ୱାସ୍ଥ୍ୟକର ଓ…
ଅଧିକ ଖବର ଦେଖନ୍ତୁ...

ଫୋନ ଅନଲକ ଥିଲେ ଆପଣଙ୍କ ବିନା ଇଚ୍ଛାରେ ଚାଲିବନି ଫୋନ, କେମିତି ଆକ୍ଟିଭ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରାୟତଃ କିଛି ଲୋକଙ୍କର ଅନ୍ୟମାନଙ୍କ ଫୋନକୁ ଦେଖିବାର ଅଭ୍ୟାସ ଥାଏ | ଏପରି ଭାବରେ, ଯଦି ଆପଣଙ୍କର ଫୋନ୍ ଅନଲକ୍ ଥାଏ ତେବେ ଯେ କେହି ବି ଆପଣଙ୍କ ଫୋନର ସବୁ କିଛି ଯାଞ୍ଚ କରିପାରିବେ | ସ୍ଥିତି ବେଳେବେଳେ ଏମିତି ହୋଇଥାଏ ଯେତେବେଳେ ଆପଣ ବନ୍ଧୁ କିମ୍ବା ପରିବାରଙ୍କୁ ଫୋନ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ କେଉଁ ଅଙ୍ଗ କେତେ ସମୟ ଯାଏଁ ଜୀବିତ ଥାଏ ?

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀରର କିଛି ଅଙ୍ଗ ଅନେକ ଘଣ୍ଟା ବଞ୍ଚିଥାଏ | ଅର୍ଥାତ ଯଦି ଏହି ଅଙ୍ଗକୁ ଅନ୍ୟ କାହାର ଶରୀରରେ ପ୍ରତିରୋପଣ କରାଯାଏ ତେବେ ଅନ୍ୟର ଶରୀରରେ ପୁନର୍ବାର କାର୍ଯ୍ୟକ୍ଷମ ହୁଅନ୍ତି | ମୃତ ବ୍ୟକ୍ତିଙ୍କ ଶରୀରରେ ଅଳ୍ପ ସମୟ ପାଇଁ ଆଖି ଏବଂ ଦୀର୍ଘ ସମୟ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ କିଙ୍ଗ ଅଫ ସିମେଣ୍ଟ ଯଦୁପତି ସିଂହାନିଆ

ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନରେ ଜେ.କେ ସିମେଣ୍ଟର ସିଇଓ ଯଦୁପତି ସିଂହାନିଆଙ୍କର ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି | ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଲଗାତାର ଆତଙ୍କବାଦୀ ଆକ୍ରମଣ ହେଉଥିବାରୁ ପାକିସ୍ତାନ ନ ଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ନ୍ୟୁୟର୍କ: କରୋନା ସଂକ୍ରମଣ ଏବଂ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଏହାର ନାଗରିକମାନଙ୍କୁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆଡ଼ଭାଇଜରି ଅନୁଯାୟୀ କରୋନା କାରଣରୁ ଯାତ୍ରୀମାନେ ଅନ୍ତର୍ଜାତୀୟ ବିମାନ ଯାତ୍ରା ବନ୍ଦ ସହ ପରିବହନ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି ବାଉଁଶରେ ନିର୍ମିତ ଡ୍ରେସ ଓ ଶାଢ଼ି

ନୂଆଦିଲ୍ଲୀ: ଦିନକୁ ଦିନ ବଦଳୁଥିବା ଫ୍ୟାଶନ ଦୁନିଆରେ ବାଉଁଶ ନିର୍ମିତ ପ୍ୟାଣ୍ଟ-ସାର୍ଟ, ଶାଢ଼ୀ ଖୁବ ଶୀଘ୍ର ଚହଳ ପକାଇବାକୁ ଯାଉଛି | ଏହି ବାଉଁଶ କପଡା ଶରୀର ପାଇଁ ଆରାମଦାୟକ ହୋଇଥିବାବେଳେ ପରିବେଶ ସୁରକ୍ଷା ପାଇଁ ସହାୟକ ହେବ | ଆଇଆଇଟି ଦିଲ୍ଲୀର ପ୍ରାକ୍ତନ ଛାତ୍ର ଅନୁଭବ ମିତ୍ତଲ ଏବଂ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଦୀ ଆଜି ଭାଙ୍ଗିଦେଲେ ବାଜପେୟୀଙ୍କ ରେକର୍ଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଅଟଳ ବିହାରୀ ବାଜପେୟୀଙ୍କୁ ପଛରେ ପକାଇ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ନିଜ ନାମରେ କରିଛନ୍ତି । ବାଜପେୟୀ ତାଙ୍କର ସମସ୍ତ କାର୍ଯ୍ୟକାଳ ସହିତ ୨୨୬୮ ଦିନ ଦେଶର ଅଣ-କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...