Daily Archives

August 14, 2020

ରାୟଗଡ଼ାରୁ ୨୪ ଲକ୍ଷ ଲୁଟ୍ ଘଟଣା: ମହଙ୍ଗା ପଡ଼ିଲା ରାତାରାତି ଲକ୍ଷପତି ହେବା ସ୍ବପ୍ନ, ୪ ଗିରଫ, ସମସ୍ତ ଟଙ୍କା ଉଦ୍ଧାର

ରାୟଗଡ଼ା: ୭ ହଜାର ଦରମାରେ କେତେ ଖଟିବି। ଦ୍ବିତୀୟ ଶନିବାର ପରେ ଲକ୍ଷାଧିକ ଟଙ୍କା କଲେକ୍ସନ୍ ହେଉଛି। ମୁଖା ପିନ୍ଧି ଆସ, ସିସିଟିଭି ଲାଗିନଥିବା ସ୍ଥାନ ଦେଖି ଅପେକ୍ଷା କର। ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ପଳାଅ। ଥାନାରେ ଅଭିଯୋଗ ପରେ ଟଙ୍କା ସବୁ ଆମର ହୋଇଯିବ..’’। କଲେକ୍ସନ୍ ଏଜେଣ୍ଟରୁ…
ଅଧିକ ଖବର ଦେଖନ୍ତୁ...

ରିଜର୍ଭ ପଡିଆ ଅନୁଧ୍ୟାନ କଲେ ଏସପି, ଫୁଲବାଣୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସ୍ବାଧୀନତା ଦିବସର ମୁଖ୍ୟଅତିଥି 

ଫୁଲବାଣୀ: ଫୁଲବାଣୀ ପୁଲିସ ରିଜର୍ଭ ପଡିଆଠାରେ ଆସନ୍ତାକାଲି ୭୪ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ। ଏଥିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିବା ସହ ସେ କରୋନା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ମୃତ

ଭୁ‌ବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ଅଭାବନୀୟ ଘଟଣା। ବିଦ୍ୟୁତ୍‌ ଆଘାତରେ ଜଣେ ୫ ବର୍ଷର ପୁଅ ସହ ତାର ମାଆ ଓ ଖୁଡୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଖୁଣ୍ଟରୁ ବିଦ୍ୟୁତ୍‌ ତାର ଘରର ଲୁହା ରେଲିଂରେ ଗୁଡାହୋଇ ଘର ଭିତରକୁ ଆସିଥିଲା। ଏହି ତାର…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ଦେଶରେ ରେକର୍ଡ ୮.୫ ଲକ୍ଷ ନମୁନା ପରୀକ୍ଷା

ନୂଆଦିଲ୍ଲୀ :   ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮,୪୮,୭୨୮ ନମୁନା ପରୀକ୍ଷା କରାଯାଇଛି । ଫଳରେ ସମୁଦାୟ ପରୀକ୍ଷଣ ୨,୭୬,୯୪,୪୧୬କୁ ବୃଦ୍ଧି ପାଇଛି । କୋଭିଡ-୧୯ ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିୟମାବଳିର ଅନୁପାଳନ ଓ ସନ୍ଦିଗ୍ଧ ମାମଲାଗୁଡ଼ିକ ପ୍ରତି ବିସ୍ତୃତ ନଜର ରଖିବାକୁ…
ଅଧିକ ଖବର ଦେଖନ୍ତୁ...

ବଢୁଛି ଆମେରିକା-ଇରାନ ମଧ୍ୟରେ ତାତି: ଭେନେଜୁଏଲା ଯିବାବେଳେ ୪ଟି ଟ୍ୟାଙ୍କରକୁ ନିଜ କବଜାକୁ ନେଲା ଆମେରିକା

ନ୍ୟୂୟର୍କ: ଇରାନରୁ ଭେନେଜୁଏଲାକୁ ଅଶୋଧିତ ତେଲ ପରିବହନ କରୁଥିବା କରୁଥିବା ୪ଟି ଟ୍ୟାଙ୍କରକୁ ଆମେରିକା ଜବତ କରିଛି। ଆମେରିକାର ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ ଇରାନ ଏବଂ ଭେନେଜୁଏଲା ଉପରେ କଟକଣା ଲାଗୁ କରାଯାଇଛି | ଏହି ଦୁଇ ଦେଶ ଉପରେ ଚାପ ବଢାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅଙ୍କିତାଙ୍କ ପାଇଁ ସାଢେ ୪ କୋଟି ଟଙ୍କାରେ ଫ୍ଲାଟ କିଣିଥିଲେ ସୁଶାନ୍ତ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି ଯେ ସୁଶାନ୍ତ ମାଲାଡରେ ୪.୫ କୋଟି ଟଙ୍କାର ଫ୍ଲାଟର କିସ୍ତି ପୂରଣ କରୁଥିଲେ। ଏଜେନ୍ସିର ସୂତ୍ରରୁ ଜଣାଯାଇଛି ଯେ ଏହା ବୋଧହୁଏ ସେହି ଫ୍ଲାଟ ଯେଉଁଠାରେ ଅଙ୍କିତା…
ଅଧିକ ଖବର ଦେଖନ୍ତୁ...

ରେଡ ମି କେ-୩୦ର କମାଲ, ଏକ ମିନିଟରେ ବିକ୍ରି ହୋଇଗଲା ଏକ ଲକ୍ଷ ଫୋନ

ବେଜିଙ୍ଗ: ଚୀନ ନିର୍ମାତା ସ୍ମାର୍ଟଫୋନ କମ୍ପାନୀ ସାଓମି କିଛି ଦିନ ପୂର୍ବରୁ ଏହାର ରେଡମି କେ ୩୦ ଅଲଟ୍ରା ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା। ଏହି ଫୋନ ଆଜି ଚାଇନାରେ ପ୍ରଥମ ଥର ପାଇଁ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିଲା | ଏହି ରେଡମି ଫୋନ୍ କୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି ​​ଏବଂ ଏକ…
ଅଧିକ ଖବର ଦେଖନ୍ତୁ...

ଫ୍ଲିପକାର୍ଟ ଆରମ୍ଭ କରିପାରେ ମଦର ହୋମ୍ ଡେଲିଭରି

ବାଙ୍ଗାଲୋର: ଦେଶର ଜଣାଶୁଣା ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ମଦ ଡେଲିଭରି କରିବାକୁ ପ୍ରସ୍ତୁତ ହେଉଛି | ଏଥିପାଇଁ ଫ୍ଲିପକାର୍ଟ ଏକ ଷ୍ଟାର୍ଟଅପ୍ ସହିତ ହାତ ମିଳାଇଛି, ଯିଏ କି ମଦ କମ୍ପାନୀ ଡିଆଗୋର ଏକ ଅଂଶୀଦାର ଭାବେ କାର୍ଯ୍ୟ କରୁଛି | ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ଦୁଇଟି ସହରରେ ମଦର…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ ସଂଗ୍ରାମରେ ଜୀବନ ଓ ଜୀବିକା ଉଭୟକୁ ସୁରକ୍ଷା କରାଯିବା ଉପରେ ଧ୍ୟାନ ଦିଆଯିବା ଅତ୍ୟାବଶ୍ୟକ: ରାଷ୍ଟ୍ରପତି…

ନୂଆଦିଲ୍ଲୀ: କୋଭିଡ୍-୧୯ ସଂଗ୍ରାମରେ ଜୀବନ ଓ ଜୀବିକା ଉଭୟକୁ ସୁରକ୍ଷା କରାଯିବା ଉପରେ ଧ୍ୟାନ ଦିଆଯିବା ଅତ୍ୟାବଶ୍ୟକ ବୋଲି ଆଜି ସନ୍ଧ୍ୟାରେ ୭୪ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଅଭିଭାଷଣ…
ଅଧିକ ଖବର ଦେଖନ୍ତୁ...

ମ୍ୟାଲେରିଆ ପାଇଁ ବ୍ୟବହୃତ ଔଷଧ କାମ ଦେଉ ନଥିବାରୁ ଚିନ୍ତାରେ ବିଶେଷଜ୍ଞ

ନୂଆଦିଲ୍ଲୀ: ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ଆର୍ଟେମିସିନିନ୍ ପ୍ରଭାବଶାଳୀ ଢଙ୍ଗରେ କାମ କରୁନଥିବାର କିଛି ବିଶେଷଜ୍ଞ କହିଛନ୍ତି | ମ୍ୟାଲେରିଆ ରୋଗୀଙ୍କୁ ଆରୋଗ୍ୟ କରିବାରେ ଏହି ଔଷଧ ପ୍ରଭାବଶାଳୀ ହୋଇପାରୁ ନାହିଁ ବୋଲି ଜଣାପଡିଛି । ବିଭିନ୍ନ ଦେଶରେ ରୋଗୀଙ୍କ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...