Daily Archives

August 14, 2020

ସ୍ୱାଧୀନତା ଦିବସ: ଗଂଜାମ ଓ ପୁରୀରେ ମନ୍ତ୍ରୀଙ୍କ ବଦଳରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ

ଭୁବନେଶ୍ୱର: ଆସନ୍ତାକାଲି ୭୪ତମ ସ୍ୱାଧୀନତା ଦିବସ ଅବସରରେ ଗଂଜାମ ଏବଂ ପୁରୀ ଜିଲ୍ଲାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ନେଇ ସୂଚନା ରହିଛି। ଛତ୍ରପୁରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ପୁରୀରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ପତାକା ଉତ୍ତୋଳନ କରିବେ। ପୂର୍ବରୁ ଗଂଜାମ…
ଅଧିକ ଖବର ଦେଖନ୍ତୁ...

୫ କିମ୍ବା ୫୦୦ ରାଫେଲ ଆସିଲେ ବି ଆମେ ପ୍ରସ୍ତୁତ: ପାକିସ୍ତାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସାମିଲ ହେବା ପରେ ପାକିସ୍ତାନ ସେନାରେ ଚହଳ ପଡିଯାଇଛି | ଉପରକୁ ନିଜର ଶକ୍ତି ବୃଦ୍ଧି ବାବଦରେ କହୁଥିଲେ ବି ଭିତରେ ଭିତରେ ଅସ୍ଥିରତା ବୃଦ୍ଧି ପାଇଛି। ପାକିସ୍ତାନୀ ସେନା ଗୁରୁବାର ପୁଣି ଥରେ ରାଫେଲ ବିଷୟରେ ଉଲ୍ଲେଖ କରି ଭାରତର ସାମରିକ…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କରୋନା ପଜିଟିଭ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗାଇଡଲାଇନ ଅନୁସାରେ ଘରେ ଏକାନ୍ତବାସରେ ରହିବାକୁ ଯାଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

କ୍ୱାରାଣ୍ଟାଇନରେ ଯିବାକୁ ମୋଦୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ : ରାଷ୍ଟ୍ରପତିଙ୍କୁ କଂଗ୍ରେସର ପତ୍ର

ନୂଆଦିଲ୍ଲୀ : ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାନ୍ତବାସରେ ରହିବା ଆବଶ୍ୟକ । ଏଥିଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏ ସଂପର୍କରେ କଂଗ୍ରେସ ମୁଖପାତ୍ର କେହସିନ…
ଅଧିକ ଖବର ଦେଖନ୍ତୁ...

ବୁଗୁଡ଼ାରେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ, ୨ ଗୁରୁତର

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଘଟିଛି ଗୁଳିକାଣ୍ଡ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଖଣ୍ଡା ଚୋଟରେ ମଧ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ଗୁଳିମାଡ଼ରେ ଆହତ ଦୁଇ ଯୁବକ ହେଲେ ଗୋଲିଆ ଗ୍ରାମର ସନାତନ ବାଡ଼ତ୍ୟା ଓ ବାଦୁଆ ଗ୍ରାମର ଅନିଲ ଦୋରା ଏବଂ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁ ଯୁଦ୍ଧପ‌ୋତ ଉପରେ ଦୃଷ୍ଟି ରଖିବାକୁ ଭାରତୀୟ ନୌସେନା ଜରୁରୀଭିତ୍ତିରେ ଆବଶ୍ୟକ କରୁଛି ୧୦ଟି ଡ୍ରୋନ୍‌

ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ଚଳାଚଳ କରୁଥିବା ଶତ୍ରୁ ଯୁଦ୍ଧପୋତ ଉପରେ ତୀବ୍ର ନଜର ରଖିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଜରୁରୀଭିତ୍ତିରେ ୧୦ଟି ପୋତବାହୀ ଡ୍ରୋନ୍‌ କିଣିବାକୁ ପ୍ରସ୍ତାବ ଆଗତ କରିଛି। ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଭାରତୀୟ ନୌସେନା ଫାଷ୍ଟ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ରଚନାତ୍ମକ କାମରେ ମନ ଲାଗିବ। ଅଫିସରେ ଆପଣଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଶ˚ସା ମିଳିବ। ପରିବାର ପକ୍ଷରୁ ଶୁଭ ସମାଚାର ପାଇବେ। ବୃଷ: ବନ୍ଧୁଙ୍କ ସହଯୋଗରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଆର୍ଥିକ ଅବସ୍ଥା ସୁଦୃଢ଼ ରହିବ। ଅଫିସରେ ନୂଆ କାମ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରୁ ୧୩୦୫ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୩୦୫ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଏଯାବତ ରାଜ୍ୟରୁ ୩୯୨୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Another 1305 #COVID19 patients have recovered and are…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବିମାନବନ୍ଦରରୁ ତିନିଟି ମେଟ୍ରୋ ସହରକୁ ଆସନ୍ତାକାଲିଠାରୁ ଉଡାଣ ସଂଖ୍ୟା ବଢ଼ିବ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ତିନୋଟି ମେଟ୍ରୋ ସହରକୁ ବିମାନ ଚଳାଚଳ ଆରମ୍ଭ ହେବ। ତେବେ ଏହି ବିମାନ ଚାଳଚଳ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ତିନିଟି ମେଟ୍ରୋ ସହର ନୂଆଦିଲ୍ଲୀ,…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ଓ ଓପିଏସ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଆଇପିଏସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍‌ସର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସତୀଶ କୁମାର ଗଜଭିୟେଙ୍କୁ ଟ୍ରାଫିକ୍‌ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ…
ଅଧିକ ଖବର ଦେଖନ୍ତୁ...