Daily Archives

August 15, 2020

ସହିଦଙ୍କ ନାମରେ ନାମିତ ହେଲା ବାଘ ଶାବକଙ୍କ ନାଁ

ହାଇଦ୍ରାବାଦ: ଶତ୍ରୁଙ୍କ ସହ ସଂଘର୍ଷ କରୁ କରୁ ଗୁଳିରେ ସିନା ସହିଦ ହୋଇଗଲେ, କିନ୍ତୁ ରଚିଦେଇଗଲେ ନୂଆ ପରିଚୟ | ସହିଦଙ୍କ ସମ୍ମାନ ପାଇଁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କରିଛନ୍ତି ଭିନ୍ନ ଉଦ୍ୟମ | ନବଜାତ ବାଘ ଶାବକଙ୍କୁ ସହିଦଙ୍କ ନାମରେ ନାମିତ କରାଯାଇଛି | ହାଇଦ୍ରାବାଦର ନେହେରୁ ପ୍ରାଣୀ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: କରୋନା ଯୋଦ୍ଧାଙ୍କୁ ଖରାପ ବ୍ୟବହାର, ୧୫ ପରୀକ୍ଷା କିଟ୍‌ ଛଡ଼ାଇ ନେଲେ ଗ୍ରାମବାସୀ!

ବୀରମହାରାଜପୁର: ସ୍ୱାବ୍‌ ନମୁନା ସଂଗ୍ରହ କରିବାକୁ ଯାଉଥିବା କରୋନା ଯୋଦ୍ଧାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖରାପ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଛି। ଗ୍ରାମବାସୀମାନେ କୋଭିଡ ଯୋଦ୍ଧାଙ୍କ ଠାରୁ ୧୫ଟି ପରୀକ୍ଷା କିଟ୍‌ ଛଡ଼ାଇ ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସବୁର୍ଣ୍ଣପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଭାରତରେ ଅଛି ୪୫ ହଜାରରୁ ଅଧିକ ଏମବିବିଏସ୍ ଏବଂ ଏମଡ଼ି ସିଟ୍ ‌: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଐତିହାସିକ ଲାଲକିଲ୍ଲା ଠାରୁ ଅଭିଭାଷଣ ପ୍ରଦାନ ବେଳେ କରୋନା ଯୋଦ୍ଧାଙ୍କ ସାହସକୁ ପ୍ରଣାମ କରିଛନ୍ତି । ପ୍ରଧାନମନ୍ତ୍ରୀ  ମୋଦୀ ତାଙ୍କର ଅଭିଭାଷଣରେ କରୋନା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କୁ ଏହି ରାଜ୍ୟ ସରକାର ଦେବେ ୪ ହଜାର ଟଙ୍କାର ବୋନସ୍

ତିରୁ୍ଅନନ୍ତପୁରମ: କରୋନା ସଙ୍କଟ ମଧ୍ୟରେ ରାଜସ୍ବ ହ୍ରାସ ହୋଇଥିଲେ ବି କେରଳ ସରକାର ସରକାରୀ କର୍ମଚାରୀ ଓ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଉପହାର ଦେଇଛନ୍ତି। ଓନାମ୍ ପର୍ବ ପାଇଁ ସରକାର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି। ଏକ ଆଦେଶ ଅନୁଯାୟୀ, ଯେଉଁମାନଙ୍କର ଦରମା ୨୭,୩୬୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଭାଷଣରେ ବାଜପେୟୀ ଓ ମନମୋହନଙ୍କୁ ଟପିଲେ ମୋଦୀ

ନୂଆଦିଲ୍ଲୀ: ୨୦୦୨ରୁ ୨୦୨୦ ମଧ୍ୟରେ ଦେଶରେ ଥିବା ୩ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ସର୍ବାଧିକ ସମୟ ସ୍ବାଧୀନତା ଦିବସ ଅଭିଭାଷଣ ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦୀ | ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଥରେ ଚାର୍ଜ କଲେ ଏହି କାର ଯିବ ୮୩୨ କିଲୋମିଟର

କାଲିଫର୍ଣ୍ଣିଆ : ଖୁବଶୀଘ୍ର ବଜାରକୁ ଏକ ନୂଆ ଇଲେକ୍ଟ୍ରିକ୍ କାର ଆସୁଛି | ଏହି କାରଟି କାଲିଫର୍ଣ୍ଣିଆର ଷ୍ଟାର୍ଟଅପ୍ କମ୍ପାନୀ ଲୁସିଡ ମୋଟର୍ସ ନିର୍ମାଣ କରିଛି | ଏହାର ନାମ ହେଉଛି ଏୟାର ଇଲେକ୍ଟ୍ରିକ୍ ସେଡାନ୍ | ରିପୋର୍ଟ ଅନୁଯାୟୀ, ଲୁସିଡ ମୋଟର୍ସର ଏହି କାର ଥରେ ପୂର୍ଣ୍ଣ ଚାର୍ଜରେ ୫୧୭…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଶନିବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୦୨ ଫୁଟରେ ପହଞ୍ଚିଛି। ପୁଣି ୭ଟି ଗେଟ ଖୋଲାଯିବା ପରେ ଏବେ ୯ ଗେଟ୍‌ ଖୋଲି ଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୬୯ ହଜାର ୬୧୩…
ଅଧିକ ଖବର ଦେଖନ୍ତୁ...

୧୦ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ କଟକରୁ ଆଜି ୯୪ ଜଣ କରୋନା ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ୯ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ମୋଟ ୯୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୫ ଜଣ ପୁଲିସ କର୍ମଚାରୀ ଅଛନ୍ତି। ୩ ଜଣ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ୨ ଜଣ କୋଭିଡ ଯୋଦ୍ଧା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ଜଣେ ମହିଳାଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ବଦଳୁଛି ଭାରତ : ୭୪ ବର୍ଷ ପରେ ପ୍ରଥମ ଥର ଶ୍ରୀନଗରରେ ଏଲଇଡ଼ି ସ୍କ୍ରିନରେ ଲୋକ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

ଶ୍ରୀନଗର: ୭୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ଶ୍ରୀନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଲାଇଭ୍ ଦେଖାଇଥିଲା। ଏହି ଲାଇଭ୍ ସ୍କ୍ରିନ୍ ଗୁଡିକ ଶ୍ରୀନଗରର ଟିଆରସି କ୍ରସିଂ,  ଜାହାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଦୃଢ ମନୋବଳ ସହିତ ଲଢେଇ କଲେ କରୋନା ହାରିବ: ପୂର୍ବତନ ବାଚସ୍ପତି ଚିନ୍ତାମଣୀ ଦ୍ୟାନସାମନ୍ତରା

ବ୍ରହ୍ମପୁର: କରୋନାକୁ ନେଇ ଗଂଜାମରେ ଲୋକେ ଡରୁଥିବା ବେଳେ ଏହା ସହ ଲଢେଇରେ ଜିତିଲେ ୮୦ବର୍ଷୀୟ ତଥା ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା। ଗତ ୪ତାରିଖରେ ସେ ପଜିଟିଭି ଚିହ୍ନଟ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଶ୍ରୀ…
ଅଧିକ ଖବର ଦେଖନ୍ତୁ...