Daily Archives

August 15, 2020

ମାଲକାନଗିରିରେ ଲଗାଣ ବର୍ଷା: ବନ୍ୟା ଭସାଇ ନେଲା ଆନ୍ଧ୍ର ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଚାଳକ-ହେଲପର

ମାଲକାନଗିରି: ବିଗତ ୪ ଦିନ ହେଲା ହେଲା ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୩୨୫ ନମ୍ବର ଜାତୀୟ ରାଜପଥର କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ବ୍ରିଜ ଉପରେ ଆଜି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏକ ଟ୍ରକକୁ ବନ୍ୟା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କ୍ରିକେଟ ପ୍ରତି ଧୋନୀଙ୍କ ଅବଦାନର ତୁଳନା ନାହିଁ : ସଚିନ

ଭୁବନେଶ୍ୱର : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ପରେ କ୍ରିକେଟ ଜଗତରେ ଚହଳ ପଡ଼ିଯାଇଛି । ଗୋଟିଏ ଯୁଗର ଅନ୍ତ ହେଲା ବୋଲି କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି । କ୍ରିକେଟ କିମ୍ବଦନ୍ତିରେ ପରିଣତ ହୋଇଥିବା ସଚିନ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଭବନର ‘ଆଟ୍‌ ହୋମ୍‌’ ଅଭ୍ୟର୍ଥନାରେ ଯୋଗ ଦେଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଶୀର୍ଷସ୍ତରୀୟ…

ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭବ୍ୟ ରାଷ୍ଟ୍ରପତି ଭବନରେ ‘ଆଟ୍‌ ହୋମ୍’ ଅଭ୍ୟର୍ଥନାରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଶୀର୍ଷସ୍ତରୀୟ ନେତା, ସରକାରୀ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରୁ ସୁରେଶ ରୈନାଙ୍କ ଅବସର

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଆଉ ଜଣେ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଧୋନୀଙ୍କୁ ସମ୍ବୋଧନ କରି ସେ ଲେଖିଛନ୍ତି, ତୁମ ସହ ଖେଳିବା ଗର୍ବ ଓ…
ଅଧିକ ଖବର ଦେଖନ୍ତୁ...

ଆଜି ସୁସ୍ଥ ହେଲେ ୧୫୨୧ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୪୦,୭୨୬

ଭୁବନେଶ୍ୱର: ରାଜ୍ୟରେ ଆଜି ୨୭ଟି ଜିଲ୍ଲାରୁ ଆଜି ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୨୬ରେ ପହଞ୍ଚିଛ।…
ଅଧିକ ଖବର ଦେଖନ୍ତୁ...

ଇ-ଶିକ୍ଷା ଉପରେ ନିର୍ଭର କରିବେ ରାଜ୍ୟର ୬୦ ଲକ୍ଷ ଶିଶୁ: ଗଣ ଶିକ୍ଷାମନ୍ତ୍ରୀ

ଯାଜପୁର: କରୋନା ଭାଇରସ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଇ-ଶିକ୍ଷାର ଗୁରୁତ୍ୱ ବଢୁଛି। ରାଜ୍ୟରେ ଚଳିତ ଶିକ୍ଷା ବର୍ଷରେ ୬୬ ଲକ୍ଷ ପିଲା ଥିବା ବେଳେ ଏବେ ୨୨ ଲକ୍ଷ ଶିଶୁ ଇଣ୍ଟରନେଟ୍‌ ମାଧ୍ୟମରେ ପାଠ ପଢୁଛନ୍ତି। ରାଜ୍ୟରେ ୬୦ ଲକ୍ଷ ଶିଶୁ ଇ-ଶିକ୍ଷା ଉପରେ ନିର୍ଭର କରିବେ। ଯାଜପୁରରେ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌ ପଜିଟିଭ୍ ଓ କିଡ୍‌ନି ଅକାମି ହେବାପରେ ପୂର୍ବତନ କ୍ରିକେଟ୍‌ ତାରକା ଚେତନ ଚୌହାନଙ୍କ ଅବସ୍ଥା…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପେନର୍ ତଥା ବର୍ଷୀୟାନ୍‌ କ୍ରିକେଟ୍‌ ପ୍ରଶାସକ ଚେତନ ଚୌହାନଙ୍କୁ ସମ୍ପ୍ରତି ଭେଣ୍ଟିଲେଟର୍‌ରେ ରଖାଯାଇଛି। ଜୁଲାଇ ମାସରେ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା ଚୌହାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ସଂକ୍ରମଣ ପୁଣି ବଢ଼ିଯିବାରୁ ତାଙ୍କର ବୃକ୍କ୍‌…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁପ୍ରକାରର…
ଅଧିକ ଖବର ଦେଖନ୍ତୁ...

କମଳା ହ୍ୟାରିସଙ୍କଠାରୁ ମୋର ଅଧିକ ଭାରତୀୟ ସମର୍ଥକ ଅଛନ୍ତି : ଟ୍ରମ୍ପ

ନ୍ୟୁୟର୍କ : ଆମେରିକା ନିର୍ବାଚନରେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀନୀ କମଳା ହ୍ୟାରିସଙ୍କୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ କମଳା ହ୍ୟାରିସଙ୍କଠାରୁ ତାଙ୍କର ଅଧିକ ଭାରତୀୟ ସମର୍ଥକ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଚୀନ୍ ସହ ଉତ୍ତେଜନା ତେଜୁଥିବା ବ‌େଳେ ତାଇୱାନ୍‌କୁ ୬୬ଟି ଏଫ୍-୧୬ ଲଢୁଆ ଜେଟ୍‌ ବିକ୍ରୟ କରିବ ଆମେରିକା

ନୂଆଦିଲ୍ଲୀ: ଲକ୍‌ହିଡ୍ ମାର୍ଟିନ୍ କର୍ପୋରେସନ୍‌ ନିର୍ମିତ ସଦ୍ୟତମ ମଡେଲ୍‌ର ୬୬ଟି ଏଫ୍-୧୬ ଲଢୁଆ ଜେଟ୍‌ ଖରିଦ କରିବାକୁ ତାଇୱାନ୍‌ ବିଦ୍ଧିବଦ୍ଧ ଭାବେ ରାଜିନାମା ସ୍ବାକ୍ଷର କରିବା ପରେ ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ୧୯୯୨ରେ ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...