Daily Archives

August 15, 2020

ବୌଦ୍ଧ: ଗୋଟିଏ ଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି, ଅନିଦ୍ଧିଷ୍ଟ କାଳ ପାଇଁ ଲାଗୁ ହେଲା ୧୪୪ ଧାରା

ବୌଦ୍ଧ: ଜିଲ୍ଲାର ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗର ଗାଁରେ ପ୍ରଥମ କରୋନା ହଟସ୍ପଟ ଚିହ୍ନଟ ହୋଇଛି। ଶନିବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମାତ୍ର ସପ୍ତାହକ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବରରୁ ଆରମ୍ଭ ହେବ କୋଭାକ୍ସିନର ୨ୟ ପର୍ଯ୍ୟାୟ ପରୀକ୍ଷଣ

ଗୁଆହାଟୀ : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ଉତ୍ସାହଜନକ ଫଳାଫଳ ମିଳିଛି । ଫଳରେ ଏହି ଟିକାକୁ ନେଇ ଆଶାର ସଂଚାର ହୋଇଛି । ଏବେ ଆସନ୍ତା ସେପ୍ଟେମ୍ବରରୁ ଏହି ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ୨ୟ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ରେ ଥିବା ଭାରତୀୟମାନ‌େ କୋଭିଡ୍-୧୯ ଓ ସୀମା ବିବାଦ ଭଳି ଦୁଇଟି ଚାଲେଞ୍ଜ୍‌ର ସମ୍ମୁଖୀନ ହେଉଛନ୍ତି: ଭାରତୀୟ…

ବେଜିଙ୍ଗ୍: ଭାରତ ଏବଂ ଚୀନ୍‌ରେ ଥିବା ଭାରତୀୟମାନେ ମହାମାରୀ ଓ ସୀମା ବିବାଦ ଭଳି ଦୁଇଟି ଚାଲେଞ୍ଜ୍‌ର ସମ୍ମୁଖୀନ ହେଉଥିବା କଥା ଶନିବାର ଦିନ ଚୀନ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଚାଲେଞ୍ଜ୍‌ର ମୁକାବିଲା କରିବାକୁ ନାଗରିକମାନେ…
ଅଧିକ ଖବର ଦେଖନ୍ତୁ...

ଆକାଶର ସୁରକ୍ଷା କରିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି-ଡ୍ରୋନ ସିଷ୍ଟମ, ଶତ୍ରୁ ପକ୍ଷର ଡ୍ରୋନକୁ ଠାବ କରି ଧ୍ୱଂସ…

ନୂଆଦିଲ୍ଲୀ : ଆଜି ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଦିଲ୍ଲୀର ଲାଲକିଲ୍ଲାଠାରେ ମୁଖ୍ୟ ସମାରୋହ ପାଳନ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଥିଲେ । ଏହି ସମାରୋହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଅକାଳ ମୃତ୍ୟୁ: ପୋଖରୀରେ ବୁଡ଼ିଗଲେ ୨ ବାଳକ, ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ପ୍ରାଣ ହାରିଲେ ୨ ବାଇକ୍‌…

ବାଲିକୁଦା/ତିର୍ତ୍ତୋଲ: ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଓ ତିର୍ତ୍ତୋଲ ଅଂଚଳରେ ଆଜି ୪ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ଦେବାରୁ ୫୫ ନମ୍ବର ଜାତୀୟ ରାଜପଥରେ ୨ ଜଣ ବାଇକ ଅରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖ ଗାଁକୁ ଗାଧୋଇବାକୁ ଯାଇ ପାଣିରେ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ଦିବସରେ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା…

ନୂଆଦିଲ୍ଲୀ: ଭାରତର ୭୪ତମ ସ୍ବାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇବାକୁ ଶନିବାର ଦିନ ନେପାଳୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରିଥିବା କଥା ଏକ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଅଳ୍ପ ଦିନ ତଳେ ଭାରତ…
ଅଧିକ ଖବର ଦେଖନ୍ତୁ...