Daily Archives

August 16, 2020

ରାୟଗଡ଼ାରେ ଜଟିଳ ହେଉଛି କରୋନା ସ୍ଥିତି, ୭୫ ଦିନରେ ୨୦୬୬ ଆକ୍ରାନ୍ତ, ୧୪ ଜଣଙ୍କ ମୃତ୍ୟୁ 

ରାୟଗଡ଼ା: ଜୁନ୍ ୩ରେ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ। ଠିକ୍ ମାସକ ପରେ ଜୁଲାଇ ୩ରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିଲା ୧୧୫ରେ। ଜୁଲାଇ ୨୦ରେ ସଂଖ୍ୟା ୨୪୩ ଥିଲା। ଜୁଲାଇ ୩୧ରେ ବୃଦ୍ଧି ପାଇ ସଂଖ୍ୟା ୭୩୩କୁ ଛୁଇଁଥିଲା। ମାତ୍ର ୧୦ ଦିନରେ ୪୯୦ ଆକ୍ରାନ୍ତ ଚିହ୍ନଟ ପରଠୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କରୋନା କମୁଛି ମହାମାରୀର ପ୍ରକୋପ: ୧୪ଦିନରେ ୬୦ହଜାର ୮୪୪ ନମୁନାରୁ ୩୭୭୭ପଜିଟିଭ୍‌

ବ୍ରହ୍ମପୁର: ଦୀର୍ଘ ୩ମାସ ପରେ ଗଞ୍ଜାମରେ କରୋନା ମହାମାରୀର ପ୍ରକୋପ କମିବାରେ ଲାଗିଛି। ସ˚କ୍ରମଣ ଓ ମୃତ୍ୟୁ ହାରରେ ସୁଧାର ଆସିବାରେ ଲାଗିଛି। ଗତ ୧୪ଦିନରେ ଜିଲ୍ଲାରେ ହୋଇଥିବା ୬୦ହଜାର ୮୪୪ ନମୁନା ପରୀକ୍ଷାରୁ  ୩୭୭୭ ପଜିଟିଭ ଆସିଥିବା ଜଣାପଡ଼ିଛି। ଗତ ୨ଦିନରେ କରୋନାରେ ୩ଜଣଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ସୀମା ଚିହ୍ନଟକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ, ବନବିଭାଗ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ରାଇଘର: ଗ୍ରାମ୍ୟ ଜଙ୍ଗଲ ସୀମା ଚିହ୍ନଟକୁ ନେଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ରେଙ୍ଗାଭାଟି ଓ କୁସୁମପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିବା ବେଳେ ବନବିଭାଗର ଅପାରଗତା ଯୋଗୁଁ ଏହି ବିବାଦର ସମାଧାନ ହେବା ପରିବର୍ତ୍ତେ ଶନିବାର ଏହି ବିବାଦ ଉଗ୍ର ରୂପ…
ଅଧିକ ଖବର ଦେଖନ୍ତୁ...

ଜିଓର ଏହି ଅଫରରେ ମାଗଣା ଦେଖିପାରିବେ ଆଇପିଏଲ ମ୍ୟାଚ

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ବଡ ଅଫର ଆଣିପାରେ ଜିଓ | ଆଇପିଏଲ ସମୟରେ ମାଗଣାରେ ଲାଇଭ ଷ୍ଟ୍ରିମିଙ୍ଗ ଦେଖିବା ପାଇଁ ସ୍ୱତନ୍ତ୍ର ପ୍ଲାନ ଘୋଷଣା କରିପାରେ ଜିଓ | ନିଜର ଉପଭୋକ୍ତାଙ୍କ ପାଇଁ ଭାରତୀୟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଦୁଇଟି ରିଚାର୍ଜ ଯୋଜନା ଆଣିବ, ଯେଉଁଥିରେ ଉପଭୋକ୍ତାମାନେ…
ଅଧିକ ଖବର ଦେଖନ୍ତୁ...

ବାରିପଦା: ଲଘୁଚାପ ବର୍ଷାରେ କୁତ୍ରିମ ବନ୍ୟା, ଘରେ ଆଣ୍ଠୁଏ ପାଣି

ବାରିପଦା: କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ବାରିପଦା ପୌରପରିଷଦ ସାମିଲ ହୋଇଛି । ଯୋଜନାରେ ସହରରୁ ପରିତ୍ୟକ୍ତ ଓ ଅନାବଶ୍ୟକ ପାଣିର ନିଷ୍କାସନ କ୍ଷେତ୍ରରେ ସ୍ୱରେଜ ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ମାତ୍ର ବାରିପଦା ପୌରପରିଷଦରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଫଳରେ…
ଅଧିକ ଖବର ଦେଖନ୍ତୁ...

ଫେସବୁକ ଓ ହ୍ଵାଟ୍ସଆପକୁ ନିୟନ୍ତ୍ରଣ କରନ୍ତି ବିଜେପି-ଆରଏସଏସ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କିଛି ମାସ ହେବ ମୋଦି ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ସମାଲୋଚନା କରୁଛନ୍ତି | ତେବେ ଆଜି ରାହୁଲ ଆମେରିକାର ଖବରକାଗଜ ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି | ଫେସବୁକ ଓ ହ୍ଵାଟ୍ସଆପକୁ…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନି ଏଭଳି ଢଙ୍ଗରେ ତାଙ୍କ ଅବସର ଘୋଷଣା କରିଛନ୍ତି ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ତେବେ ଅବସର ପରେ ଧୋନିଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ

ଖୋର୍ଦ୍ଧା: ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଯାଇ ବିସ୍ଫୋରଣ ହେବାରୁ ଆଜି ରାତି ପ୍ରାୟ ୯ଟାରେ ୮ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ ହୋଇଯାଇଛି। ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଲ ଗ୍ରାମର ପଣ୍ଡାସାହିରେ ଏହି ଅଭାବନୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

କରୋନାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ ଜଣେ ଗତକାଲି ବିଚାରଧୀନ କଏଦୀଙ୍କ କରୋନାରେ ମୃତ୍ୟୁ ହୋଇଛି। ତାଙ୍କର ବୟସ ପ୍ରାୟ ୭୦ ବର୍ଷ। ତାଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ। ଏକ ହତ୍ୟା ଘଟଣାରେ ସେ ଜେଲରେ ଥିଲେ। ସ୍ବାବ୍‌ ନମୁନା କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ରାତିରେ ଖାଇ ସାରି ଶୋଇଥିଲେ କଲେଜ ଛାତ୍ର, ବିଷଧର ସାପ କାମୁଡ଼ାରେ ମୃତ୍ୟୁ

ବୀରମହାରାଜପୁର: ରାତିରେ ଖାଇ ସାରି ନିଜ ରୁମ୍‌ରେ ଶୋଇଥିବା କଲେଜ ଛାତ୍ରଙ୍କ ବିଷଧର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବଡଖମାର ଗାଆଁର ଯୁକ୍ତ ଦୁଇ କଳା ଛାତ୍ର ବିଭୂଦତ୍ତ ପ୍ରଧାନ ( ୧୯) ଏହି ଘଟଣାର ଶିକାର ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...