Monthly Archives

August 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ଯୋଗାଯୋଗ ହେବ। ଜୀବନରେ ଆଗକୁ ବଢ଼ି ଚାଲିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସକାରାତ୍ମକ ଫଳ ଆଣିବ। ବୃଷ: ସଫଳତା ହାସଲ ପାଇଁ ବ୍ୟଗ୍ର ରହିବେ। କ˚ପାନି ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ। ଜୀବନସାଥୀଙ୍କ ସହିତ ସୌହାର୍ଦ୍ଦ୍ୟ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାରେ ଚାଷ ଜମିରେ ପାଣି ଦେବାକୁ ଚାଷୀଙ୍କୁ ସାହାଯ୍ୟ କରିବ ରୋବର୍ଟ

ହାଇଦ୍ରାବାଦ୍‌: ‌କୃଷି କାର୍ଯ୍ୟକୁ ପ୍ରୋତ୍ସାହନା ଦେବାକୁ ସରକାର ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରୁଥିବା ବେଳେ ଖୁବ୍ ଶୀଘ୍ର ତେଲେଙ୍ଗାନାରେ କୃଷି କ୍ଷେତ୍ରକୁ ଜଳ ଯୋଗାଇବ ରୋବର୍ଟ। ଯଦିଓ ଏହା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ, ମାତ୍ର କୃଷି କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାକୁ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ପହିଲାରୁ ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କଟକଣା ରହିବ ନାହିଁ, ଗଡ଼ିବ ଯାତ୍ରୀବାହୀ ବସ୍

ଭୁବନେଶ୍ବର: ଅନ୍‌ଲକ୍ ୪.୦ ପରିପ୍ରେକ୍ଷୀରେ ଆଜି ଏକ ମାମ ଲାଗି  ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ରିଲିଫ୍‌ କମିସନ୍‌ର ଜାରି କରିଛନ୍ତି ନୂଆ ଗାଇଡ୍‌ଲାଇନ୍। ଏହା ଅନୁସାରେ, ସେପ୍ଟେମ୍ବର ପହିଲା ଠାରୁ ଲୋକମାନଙ୍କର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କୌଣସି  କଟକଣା ରହିବ ନାହିଁ।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ନିଷ୍ପତ୍ତି ମାନିବେନି ମମତା! ପଶ୍ଚିମବଙ୍ଗରେ ସେପ୍ଟେଟର ଶେଷ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ‘ଲକ୍‌ଡାଉନ୍‌’; ୩…

କୋଲକତା: କୋଭିଡ୍‌-୧୯ ବା ନୋଭେଲ କରୋନାଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରଖ ପର୍ଯ୍ୟନ୍ତ ସମଗ୍ର ପଶ୍ଚିିମବଙ୍ଗରେ ‘ଲକ୍‌ଡାଉନ’ ଜାରି ରହିବ ଏବଂ ୩ ଦିନ ପାଇଁ ପୂରା ରାଜ୍ୟ ‘ସଟ୍‌ଡାଉନ’ ରହିବ ବୋଲି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସାତଦିନିଆ ରାଷ୍ଟ୍ରୀୟ ଶୋକ; ଟୁଇଟ୍‌ କରି ଶୋକ ପ୍ରକାଶ କଲେ…

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଭାରତ ସରକାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦିବଂଗତ ମୁଖାର୍ଜୀଙ୍କ ସମ୍ମାନାର୍ଥେ ୭ ଦିନିଆ ‌(୩୧. ୮. ୨୦୨୦ରୁ ୦୬. ୦୯. ୨୦୨୦ ) ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ରାଷ୍ଟ୍ରୀୟ ଶୋକ ସମୟରେ ନିୟମିତ ଜାତୀୟ ପତାକା…
ଅଧିକ ଖବର ଦେଖନ୍ତୁ...

ଅନଲକ ୪.୦ : କେଉଁଗୁଡ଼ିକୁ ଅନୁମତି ମିଳିବ ? ୧ରୁ ଯାତ୍ରୀବାହୀ ବସ ଚଳାଚଳକୁ ଅନୁମତି

ଭୁବନେଶ୍ୱର : କେନ୍ଦ୍ର ସରକାର ଅନଲକ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରାଜ୍ୟରେ କଟକଣାକୁ କିଛିଟା କୋହଳ କରିଛନ୍ତି । ନିମ୍ନ ଲିଖିତଗୁଡ଼ିକ ପାଇଁ ଅନୁମତି ମିଳିବ :…
ଅଧିକ ଖବର ଦେଖନ୍ତୁ...

ସେପ୍ଟମ୍ବେର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍; ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ ଓ…

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ସେପ୍ଟମ୍ବେର ମାସ  ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ  ଘୋଷଣା କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ଆଜି ସର୍ବାଧିକ ୪୦୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରୁ ଆଜି ସର୍ବାଧିକ ୪୦୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ରାୟଗଡ଼ାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ମାସକୁ ମିଶାଇ କ୍ରମାଗତ ୫ ମାସ ଧରି ୮ଟି ପ୍ରମୁଖ ଶିଳ୍ପର ଉତ୍ପାଦନ ହ୍ରାସ ପାଇଛି

ନୂଆଦିଲ୍ଲୀ: ଜୁଲାଇ ମାସକୁ ମିଶାଇ କ୍ରମାଗତ ୫ ମାସ ହେବ ଆଠଟି ପ୍ରମୁଖ ଶିଳ୍ପର ଉତ୍ପାଦନ ହ୍ରାସ ପାଇଛି ଥିବା କଥା ସୋମବାର ଦିନ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ୮ଟି ମୁଖ୍ୟ ଶିଳ୍ପର ଉତ୍ପାଦନ ୯.୬% କମିଥିବା କଥା ହିସାବରୁ ଜଣାପଡ଼ିଛି। ସରକାରୀ ଭାବେ ରିଲିଜ୍ ହୋଇଥିବା ତଥ୍ୟାବଳୀରେ…
ଅଧିକ ଖବର ଦେଖନ୍ତୁ...

ଫସିଗଲେ ମାଲ୍ୟା; ଖସିବା ବାଟ ବନ୍ଦ: ଅକ୍ଟୋବର ୫ ଅପରାହ୍ନ ୨ ଟାରେ ବ୍ୟକ୍ତିଗତ ଭାବେ ହାଜର ହେବେ ସୁପ୍ରିମ୍‌ କୋର୍ଟରେ

ନୂଆଦିଲ୍ଲୀ: ଦେଶର ଏକାଧିକ ବ୍ୟାଙ୍କ୍‌ରୁ ହଜାର ହଜାର କୋଟି ହଡ଼ପ କରି ଇଂଲଣ୍ଡରେ ଆତ୍ମଗୋପନ କରିଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏବେ ଫସି ଯାଇଛନ୍ତି। ଏବେ ଖସିବାର ସବୁବାଟ ବନ୍ଦ ହୋଇ ଯାଇଛି। ଅକ୍ଟୋବର ୫ ତାରିଖ ଅପରାହ୍ନ ୨ ଟା ସମୟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ କୋର୍ଟରେ…
ଅଧିକ ଖବର ଦେଖନ୍ତୁ...