Monthly Archives

August 2020

ଓଡ଼ିଶା ସରକାରଙ୍କ ଅନଲକ ୪.୦ ଗାଇଡଲାଇନ : ରାତି କର୍ଫ୍ୟୁ, ଶନି-ରବିବାର ସଟଡାଉନ ଉଠିଲା

ଭୁବନେଶ୍ୱର : କେନ୍ଦ୍ର ସରକାର ଅନଲକ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ…
ଅଧିକ ଖବର ଦେଖନ୍ତୁ...

ବିଦାୟ ପ୍ରଣବ ଦା’ ! ରାଜନୀତି ବିଜ୍ଞାନ ଅଧ୍ୟାପନାରୁ ଦେଶର ଲୋକପ୍ରିୟ ରାଜନେତା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗ ଦେଶର ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କର ପ୍ରିୟ। ପୁଣି ରାଜନୈତିକ ଜୀବନରେ ଥିଳେ ଅଜାତଶତ୍ରୁ। କେବଳ ସେତିକି ନୁହେଁ, ଜଣେ ରାଜନେତା ଭାବେ ସେ ଥିଲେ ସଂକଟ…
ଅଧିକ ଖବର ଦେଖନ୍ତୁ...

ବନ୍ୟାଞ୍ଚଳ ପରିଦର୍ଶନ ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ…

ଭୁବନେଶ୍ବର: ବନ୍ୟା କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ମିଳିବ ୫୦୦ ଟଙ୍କା। ।ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ…
ଅଧିକ ଖବର ଦେଖନ୍ତୁ...

 କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ଜୀବନ ହାରିଲେ ଅଧ୍ୟାପକ

ବଲାଙ୍ଗୀର: ମାରାତ୍ମକ କରୋନାଭାଇରସ୍ ଦ୍ବାରା ସଂକ୍ରମଣ ହେବା ଆଶଙ୍କାରେ ଜଣେ ବଲାଙ୍ଗୀରର ଜଣେ ଅଧ୍ୟାପକ ଜୀବନ ହରାଇଥିବା କୁହାଯାଉଛି। ମୃତ ଅଧ୍ୟାପକ ହେଉଛନ୍ତି ରାଜେନ୍ଦ୍ର ସ୍ବଂୟଶାସିତ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ। ଗତ ତିନି ବର୍ଷ ହେବ ସେ ଏକ ଭଡ଼ା ଘରେ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ନିଜର ଅସାଧାରଣ ଦକ୍ଷତା ପାଇଁ ପ୍ରଣବ ଦା ଚିରକାଳ ସ୍ମରଣୀୟ ହୋଇ ରହିବେ:…

ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷୀୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ଵିଟ୍‌ କରିଥିବା ନିଜର ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ ଓ ବିଜୁଙ୍କୁ ଖୁବ୍ ଭଲ ପାଉଥିଲେ ପ୍ରଣବ ଦା’

ଭୁବନେଶ୍ବର : ପୂର୍ବତନ ରାଷ୍ଟ୍ରପତି ତଥା ଭାରତୀୟ ରାଜନୀତିର ଭୀଷ୍ମ ପିତାମହ  ପ୍ରଣବ ମୁଖାର୍ଜ୍ଜୀ ଖୁବ ଭଲ ପାଉଥିଲେ ଓଡ଼ିଶାକୁ ଓ ଅଗ୍ରଜ ପ୍ରତିମ ବିଜୁ ପଟ୍ଟନାୟକଙ୍କୁ।  ପ୍ରବାଦ ପୁରୁଷ ବିଜୁଙ୍କ ଜୀବନୀ ଗ୍ରନ୍ଥ ‘ଟଲ୍ ମ୍ୟ‌ାନ’ର ଲୋକାର୍ପଣ ସମୟରେ ଏହା ସେ ପ୍ରକାଶ କରିଥିଲେ। ୨୦୧୮…
ଅଧିକ ଖବର ଦେଖନ୍ତୁ...

ସାଟେଲାଇଟ୍‌ ଚିତ୍ର କଲା ଖୁଲାସା: ଭାରତ, ଭୁଟାନ ଏବଂ ଚୀନ୍‌ର ଟ୍ରାଇ- ଜଙ୍କସନରେ ଚୀନ୍‌ ସେନା ନିର୍ମାଣ କରୁଛି…

ନୂଆଦିଲ୍ଲୀ: ସୀମା ବିବାଦକୁ କେନ୍ଦ୍ର କରି ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଓ ତିକ୍ତତା ବଢ଼ୁଥିବା ବେଳେ ଆଜି ଚୀନ୍‌ର ଆଉ ଏକ କଳା କାରନାମାର ପର୍ଦ୍ଦାଫାଶ ହୋଇଛି। ଚୀନ୍‌ ସେନା, ପିପୁଲସ୍‌ ଲିବରେସନ୍‌ ଆର୍ମି (ପିଏଲ୍‌ଏ) ଅତ୍ୟନ୍ତ ଗୋପନୀୟ ଭାବେ ସୀମାନ୍ତରେ ରହିଥିବା ଭାରତ, ଭୁଟାନ ଏବଂ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୩୦ ସୁଦ୍ଧା ହେବ ୟୁଜି ଓ ପିଜି ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା, ଅକ୍ଟୋବର ୩୧ ତାରିଖ ସୁଦ୍ଧା…

ଭୁବନେଶ୍ୱର :  ୟୁଜିସି ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ଏବଂ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ଅରୁଣ ସାହୁ କରୋନା ଆକ୍ରାନ୍ତ, ଟ୍ଵିଟ କରି ସୂଚନା ଦେଲେ

ଭୁବନେଶ୍ୱର : ରାଜ୍ୟ କୃଷି, ପଶୁସଂପଦ, ମତ୍ସ୍ୟଚାଷ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କରୋନା ସଂକ୍ରମିତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସଂକ୍ରମିତ ଜଣାପଡ଼ିବା ପରେ ସେ ଏବେ ଘରେ ଏକାନ୍ତବାସରେ ରହିଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୧୩ତମ…
ଅଧିକ ଖବର ଦେଖନ୍ତୁ...