Monthly Archives

September 2020

ଜୟପୁର ରେଳ ଷ୍ଟ‌େସନରେ ହେବ ୪ଟି ରେଳ ଲାଇନ

ଜୟପୁର: ଆଉ ଦିନ କେଇଟା ପରେ ରାୟଗଡା ପରି ଜୟପୁର ରେଳ ଷ୍ଟ‌େସନ ହେବ ଜୟପୁର ଜଙ୍କସନ। ଏହିଠାରୁ ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ଲାଇନ ଆରମ୍ଭ ହେବ। ଏବେ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିବାବେଳେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ଜମି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ପାଇବ କଳାହାଣ୍ଡି 

ଭବାନୀପାଟଣା: ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଆସନ୍ତା ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀରୁ କଳାହାଣ୍ଡିବାସୀ ବିଜୁଳି ପାଇବେ । ଏଥି ନିମନ୍ତେ ସଂଯୋଗ ସ୍ଥାପନ କରୁଥିବା ଜୟପାଟଣା ବ୍ଲକର ବାନେର ଗ୍ରୀଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଗାନ୍ଧୀ ଜୟନ୍ତୀରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ୨୦୨୦ର ୧୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ରାଜସ୍ଥାନ ରୟାଲ୍ସ ୧୭୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍‌ କରି ପରାଜୟ ପାଇଛି ।…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନା ସକ୍ରିୟ ମାମଲା ହାର କ୍ରମାଗତ ହ୍ରାସ ପାଉଛି

ନୂଆଦିଲ୍ଲୀ: ଭାରତରେ ମୋଟ କରୋନା ପଜିଟିଭ୍ ମାମଲା ତୁଳନାରେ ସକ୍ରିୟ ମାମଲା ହାର କ୍ରମାଗତ ହ୍ରାସ ପାଉଛି । ଏବେ ଦେଶରେ ମୋଟ ପଜିଟିଭ୍ ମାମଲା ମଧ୍ୟରେ ସକ୍ରିୟ ମାମଲା ମାତ୍ର ୧୫.୧୧% ଅର୍ଥାତ ୯,୪୦,୪୪୧ ରହିଛି। ଅଗଷ୍ଟ ୧ ତାରିଖରେ ସକ୍ରିୟ ମାମଲା ୩୩.୩୨% ଥିବା ବେଳେ ସେପ୍ଟେମ୍ବର ୩୦…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରିଥିବାରୁ ସୋନୁଙ୍କୁ ମିଳିଲା ବଡ଼ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସ ସଂକ୍ରମଣ ହେତୁ ଜାରି ହୋଇଥିବା ଲକଡାଉନ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇବାରେ ଦେବଦୂତ ସାଜିଥିଲେ। ଏହି ସାମାଜିକ କାର୍ଯ୍ୟ ପାଇଁ ଅଭିନେତା ସୋନୁ ସୁଦଙ୍କୁ  ୟୁନାଇଟେଡ ନେସନ୍ସ ଡେଭଲପମେଣ୍ଟ ‌ପ୍ରୋଗ୍ରାମ (ୟୁଏନଡିପି)…
ଅଧିକ ଖବର ଦେଖନ୍ତୁ...

୧ କୋଟି ୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ମହିନ୍ଦ୍ରାର ଏହି ୧୧ ଲକ୍ଷ ଟଙ୍କିଆ ଗାଡ଼ି

ମୁମ୍ବାଇ: ଶେଷରେ ୧ କୋଟି ୧୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ମହିନ୍ଦ୍ରା ଥର ନମ୍ବର ୧ | ଦିଲ୍ଲୀର ଆକାଶ ମୀଣ୍ଡା ୧.୧୧ କୋଟି ଟଙ୍କା ନିଲାମ ରାଶି ଡାକି ଏହି ଗାଡ଼ିଟିକୁ ଜିତିଛନ୍ତି | ବାସ୍ତବରେ ମହିନ୍ଦ୍ରା କିଛି ଦିନ ପୂର୍ବରୁ ଏକ ବିବୃତ୍ତି ଜାରି କରି ଥର ର ପ୍ରଥମ ମଡେଲର ନିଲାମ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ହଥରସ ଘଟଣାକୁ ନେଇ ଅନୁପ ଜଲୋଟାଙ୍କ ପ୍ରତିକ୍ରିୟା: ଦୁଷ୍କର୍ମକାରୀଙ୍କୁ ଗୁଳି ମାରିଦିଅ

ନୂଆଦିଲ୍ଲୀ: ହଥରସ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ଏହି ଘଟଣାକୁ ନେଇ ଗଜଲ ସମ୍ରାଟ ଅନୁପ ଜଲୋଟା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି | ସେ କହିଛନ୍ତି ଯେ ଏହିପରି ଲୋକଙ୍କୁ ତୁରନ୍ତ ଗୁଳି ମାରିଦେବା ଉଚିତ୍। ଅନୁପ ଜଲୋଟା କହିଛନ୍ତି, "ଏଭଳି ଲୋକଙ୍କୁ ନିୟନ୍ତ୍ରଣରେ ରଖିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କାହିଁକି ଶ୍ରେୟାସ ଆୟାରଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଧିମା ଓଭର ପାଇଁ ଦିଲ୍ଲୀ କ୍ୟାପିଟାଲସ ଅଧିନାୟକ ଶ୍ରେୟାସ ଆୟାରଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଆୟାରଙ୍କ ଉପରେ ଏହି ଜରିମାନା କରାଯାଇଛି |…
ଅଧିକ ଖବର ଦେଖନ୍ତୁ...

ରିଟେଲ ସେକ୍ଟରରେ ଧମାକା କରିପାରେ ଟାଟା! ଟାଟା ରିଟେଲରେ ୧.୮ ଲକ୍ଷ କୋଟି ନିବେଶ କରିପାରେ ବିଦେଶୀ କମ୍ପାନୀ ୱାଲମାର୍ଟ

ନୂଆଦିଲ୍ଲୀ: ଭାରତର ରିଟେଲ ସେକ୍ଟର (ଖୁଚୁରା କ୍ଷେତ୍ର) ବହୁତ ଦ୍ରୁତ ଗତିରେ ବିକାଶ କରୁଛି | ସମଗ୍ର ବିଶ୍ୱର ଏହା ଉପରେ ନଜର ଥିବାବେଳେ ଦୁନିଆର ବଡ଼ ବଡ଼ କମ୍ପାନୀ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାଁହୁଛନ୍ତି | ଅନଲାଇନ୍ ରିଟେଲ ବିଷୟରେ କହିବାକୁ ଗଲେ,ୱାଲମାର୍ଟ ଦ୍ୱାରା ଅଧିଗ୍ରହୀତ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଶଂସା: ମହାମାରୀ ସମୟରେ କୋଭିଡକୁ ସଠିକ୍ ଭାବେ ପରିଚାଳନା କରିଛି ଓଡ଼ିଶା

ଭୁବନେଶ୍ୱର: ଭଲ କୋଭିଡ ପରିଚାଳନା ପାଇଁ ଓଡିଶାକୁ ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।  ସଙ୍ଗଠନ ପକ୍ଷରୁୁ କୁହାଯାଇଛି, ମହାମାରୀ ସମୟରେ କୋଭିଡକୁ ଠିକ୍ ଭାବେ ପରିଚାଳନା କରିପାରିଛି ଓଡିଶା । ଠିକ ପରିଚାଳନା ଯୋଗୁଁ ରାଜ୍ୟରେ ମୃତ୍ୟୁହାର କମ ଓ ସୁସ୍ଥହାର ଅଧିକ ରହିଛି ।  କରୋନା…
ଅଧିକ ଖବର ଦେଖନ୍ତୁ...