Daily Archives

September 1, 2020

ମୟୁରଭଞ୍ଜରେ ୨୧୫ ନୂଆ ଆକ୍ରାନ୍ତ, ମୋଟ ସଂଖ୍ୟା ୩,୬୫୭କୁ ବୃଦ୍ଧି

ବାରିପଦା : ଅଗଷ୍ଟ ମାସରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିବା କରୋନା ସେପ୍ଟେମ୍ବର ପହିଲାରୁ ଡବଲ୍‌ ‌ସେଞ୍ଚୁରୀ ମାରିଛି। ଆଜି ଜିଲ୍ଲାରୁ ୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୫୭କୁ ବୃଦ୍ଧି ପାଇଛି। ଆଜି ଜିଲ୍ଲାରୁ ଜଣେ ୬୦…
ଅଧିକ ଖବର ଦେଖନ୍ତୁ...

୮୦ କିଲୋମିଟର ଦୂର ଯାଇ ବନ୍ୟା ବିପନ୍ନଙ୍କୁ  ଖାଦ୍ୟ ଓ ବସ୍ତ୍ର ବାଣ୍ଟିଲେ ମହିଳା ଚାଷୀ ଛାୟାରାଣୀ

ବାଲେଶ୍ବର : ଦେଶବ୍ୟାପୀ ଲକଡାଉନ୍‌ ସମୟରେ ନିଜ ଅଞ୍ଚଳର ଶହଶହ ଗରିବ ଓ ଅସହାୟ ଲୋକଙ୍କୁ ପନିପରିବା ଓ ଖାଦ୍ୟ ଯୋଗାଇ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଭଦ୍ରକ ଜିଲ୍ଲାର ମହିଳାଚାଷୀ ଛାୟାରାଣୀ ସାହୁ। ଏବେ ବନ୍ୟା ବିପତ୍ତି ସମୟରେ ପୁଣିଥରେ ସେ ନିଜ ପରିବାର ଓ ଗ୍ରାମବାସୀଙ୍କୁ  ଏକାଠି କରି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାରେ ୯୪ ନୂଆ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା  ୨୭୨୭ ଛୁଇଁଲା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଆଜି ନୂଆ ୯୪ ଜଣ  ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୭୨୭ ରେ ପହଞ୍ଚିଛି । ଆହୁରି ମଧ୍ୟ କରୋନାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ  ମୋଟ ୨୦୭୬ ଜଣ ସୁସ୍ଥ ହୋଇଥିବା ବେଳେ  ଏବେ ସୁଦ୍ଧା ୬୪୩ ଜଣ  ଆକ୍ଟିଭ କରୋନା ଆକ୍ରନ୍ତ…
ଅଧିକ ଖବର ଦେଖନ୍ତୁ...

ରାଇନାଙ୍କ ପରେ ଆରସିବିରୁ ଓହରିଗଲେ ଏହି ଫାଷ୍ଟ ବୋଲର

ବାଙ୍ଗାଲୋର: ଆଇପିଏଲ୍ (୨୦୨୦) ର ୧୩ ତମ ସିଜନ୍ ଆରମ୍ଭ ହେବାକୁ ତିନି ସପ୍ତାହରୁ କମ୍ ସମୟ ବାକି ଅଛି | ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସ ତାରକା ଖେଳାଳି ସୁରେଶ ରାଇନା ଆଇପିଏଲର ଏହି ସିଜନ ଛାଡି ଭାରତ ଫେରିଥିଲେ। ଏଥି ସହିତ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଏକ ଦୁଃଖଦ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦର କର୍ତ୍ତୃପକ୍ଷଠାରୁ ୧୫୦ କୋଟି ଟଙ୍କା ଆଦାୟ କରିବ ଜେଡିଏ

ଜୟପୁର: ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜୟପୁର ବିକାଶ ପ୍ରାଧିକରଣ (ଜେଡିଏ) ବର୍ତ୍ତମାନ ଏହାର ବାକି ଟଙ୍କା ଯୋଗାଡ କରିବାକୁ ଅଭିଯାନ ଆରମ୍ଭ କରିଛି। ଆଉ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଜେଡିଏ ଜୟପୁର ବିମାନବନ୍ଦର ର ସମ୍ପ୍ରସାରଣ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବିଧାୟକ କରୋନା ପଜିଟିଭ୍‌, ନିଜେ ଟୁଇଟ୍ କରି ସୂଚନା ଦେଲେ

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କରୋନା ପଜିଟିଭ୍‌ ହୋଇଛନ୍ତି। କିନ୍ତୁ ତାଙ୍କର କୌଣସି ଗୁରୁତର ଲକ୍ଷଣ ନଥିବା ଜଣାପଡ଼ିଛି। ଆଜି ସଂଧ୍ୟାରେ ସେ କରୋନା ପରୀକ୍ଷା କରିଥିଲେ। କିଛି ସମୟ ପରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ବିଧାୟକ ପଣ୍ଡା ନିଜେ ଟୁଇଟ୍ କରି ଏହି…
ଅଧିକ ଖବର ଦେଖନ୍ତୁ...

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ଏକାଧିକ ସ୍ଥାନରେ ଚଢ଼ଉ କଲା ଏନ୍‌ସିବି, ଡ୍ରଗ୍ସ ବେପାରୀ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଅଧିକାରୀମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ଡ୍ରଗ୍ ଯୋଗାଣ ସମ୍ବନ୍ଧୀୟ ସୂଚନା ଉପରେ ଆଧାର କରି ଏନ୍‌ସିପି ଏକାଧିକ ସ୍ଥାନରେ ଚଢ଼ାଉ କରିବା ସହ ଜଣେ ଡ୍ରଗ୍ସ…
ଅଧିକ ଖବର ଦେଖନ୍ତୁ...

ଗାଁ ନାମ ବଦଳାଇ ରଖାଯିବ ‘ପେନସିଲ ଗାଁ’ କାହିଁକି ଜାଣନ୍ତୁ

ଶ୍ରୀନଗର: ପିଲାଦିନେ, ଆମେ ସମସ୍ତେ ନିଜ ହାତରେ ପେନ୍ସିଲ ଧରି ଲେଖିବା ଶିଖିଛେ | କିନ୍ତୁ ଆପଣ ଜାଣନ୍ତି କି ଏହି ପେନ୍ସିଲଗୁଡ଼ିକ ଦେଶରୁ କେଉଁଠାରୁ ଆସେ? ଏହି ପେନ୍ସିଲ ପାଇଁ କେଉଁ ରାଜ୍ୟରୁ କାଠ ଆସେ? ଖୁବ୍ କମ୍ ଲୋକ ଜାଣନ୍ତି ଯେ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏକ ଗ୍ରାମ ଅଛି, ଯାହା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୮ ଗେଟ୍ ବନ୍ଦ ହେଲା, ଆଉ ୨୪ ଖୋଲା

ସମ୍ବଲପୁର : ମଙ୍ଗଳବାର ହୀରାକୁଦର ଆଉ ୮ ଗେଟ୍ ବନ୍ଦ କରାଯାଇଥିବା ସମୟରେ ଏବେ ବି ୨୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ରହିଛି। ରାତି ୯ଟା ବେଳକୁ ଜଳପତ୍ତନ କ୍ରମଶଃ ଖସି ୬୨୫.୫୬ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୩ ଲକ୍ଷ ୨୮ ହଜାର ୨୬୩ କ୍ୟୁସେକ୍‌ ପାଣି ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ବର୍ଷକ ମଧ୍ୟରେ ବଦଳିଥିଲେ ୩ ମୁଖ୍ୟମନ୍ତ୍ରୀ, ୧୦୦ ଦିନରୁ ଅଧିକ ଦିନ କରିପାରିନଥିଲେ ଶାସନ

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ିବାକୁ ଏନଡିଏ ପୁଣି ଥରେ ନିଷ୍ପତ୍ତି ନେଇଥିବାବେଳେ ତେଜସ୍ୱୀ ଯାଦବ ମହାଗଠବନ୍ଧନ ପକ୍ଷରୁ ନେତୃତ୍ୱ ନେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ବିହାର ରାଜନୀତିରେ ଏମିତି ଏକ ଅସ୍ଥିରତା ବାବଦରେ କହିବୁ, ଯେତେବେଳେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...