Daily Archives

September 1, 2020

ଲକ୍ଷଣବିହୀନ ରୋଗୀଙ୍କଠାରେ ଭାଇରସ୍‌ର ସଂକ୍ରମଣ ଅଧିକ : ଗ‌ବେଷଣା

ନୂଆଦିଲ୍ଳୀ: କରୋନା ଭାଇରସ୍‌କୁ ନେଇ ପୂର୍ବରୁ ଅନେକ ଗବେଷଣା ‌ହୋଇ ସାରିଥିଲେ ବି ନିକଟରେ ଭାରତୀୟ ବୈଜ୍ଞାନିକମାନଙ୍କ ଗବେଷଣାରୁ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ମିଳିଛି। ତେଲେଙ୍ଗାନାର ୨୦୦ ଜଣ କୋଭିଡ୍-୧୯ ରୋଗୀଙ୍କ ଉପରେ ପରୀକ୍ଷଣ କରି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାର ଆଉ ଦୁଇ ଜଣ ବିଧାୟକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହି ଦୁଇ ବିଧାୟକ ହେଲେ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ଯାଜପୁର ଜିଲ୍ଲା ବରୀ ବିଧାୟିକା ସୁନନ୍ଦା ଦାସ । ସୁଶାନ୍ତ କୁମାର ରାଉତ ଏ ସମ୍ପର୍କରେ  ନିଜେ ଫେସବୁକରେ ସୂଚନା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏଲଓସିରେ ପାକ୍‌ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଉପରେ ଭାରତୀୟ ସେନାର ଚଢ଼ାଉ; ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ବାରାମୁଲ୍ଲା (ଜାମ୍ମୁ କାଶ୍ମୀର): ଭାରତ- ପାକ୍‌ ସୀମାନ୍ତରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଠାରୁ ଅନତି ଦୂରରେ ରହିଥିବା ପାକ୍‌ ଆତଙ୍କବାଦୀଙ୍କ ଦୁଇଟି ଗୁପ୍ତ ଆଡ୍ଡା ଉପରେ ଭାରତୀୟ ସେନା ଆଜି ଚଢ଼ାଉ କରିବା ସହ ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି। ଜବତ ହୋଇଥିବା ମାରଣାସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଆଜି କଟକ ସହରରୁ ଚିହ୍ନଟ ହେଲେ ୧୯୮ କରୋନା ଆକ୍ରାନ୍ତ, ୩୧୮ ସଂକ୍ରମିତ ସୁସ୍ଥ

କଟକ: ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରରୁ ୧୯୮ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାରୀ ସଂଗରୋଧରୁ ୬୭ ଜଣ ଓ ୫୭ ଜଣ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ୭୪ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନଲାଇନରେ ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ହେବ ରେଭେନ୍ସା ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର : କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନଲାଇନରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଶେଷ ସେମିଷ୍ଟର ପରୀକ୍ଷା ହେବ । ଉଭୟ ରେଗୁଲାର ଓ ବ୍ୟାକ ପିଲାଙ୍କ ପାଇଁ ଏସବୁ ପରୀକ୍ଷା କରାଯିବ । ଏସବୁ ପରୀକ୍ଷା ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ହେବ ଓ…
ଅଧିକ ଖବର ଦେଖନ୍ତୁ...

ଚୀନର ‘ବ୍ଲାକ୍‌ ଟପ୍‌’ କବ୍ଜା ଉଦ୍ୟମକୁ ପଣ୍ଡ କଲା ଭାରତ, ସୀମାରୁ ହଟାଇଲା କ୍ୟାମେରା ଏବଂ ସେନ୍‌ସର ଆଦି ଉପକରଣ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାବର୍ତ୍ତୀ  ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’କୁ ନିଜ କବଜାକୁ ନେବାକୁ ଚୀନର ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଏହାକୁ ଅକ୍ତିଆର କରିବାକୁ ଚୀନ ଚଳାଇଥିବା ଉଦ୍ୟମ ଫସରଫାଟିଛି।  ଚୀନ୍ ସେନା ଦ୍ୱାରା ଖଞ୍ଜାଯାଇଥିବା କ୍ୟାମେରା…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ପ୍ରଭାବ: ୨ ବର୍ଷ ପାଇଁ ଋଣକିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇ ପାରେ ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର…

ନୂଆଦିଲ୍ଲୀ: କୋଭିଡ୍‌-୧୯ ପ୍ରଭାବରେ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୨ ବର୍ଷ ପାଇଁ ଋଣକିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇପାରେ ବୋଲି ଆଜି (ମଙ୍ଗଳବାର) ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ମଙ୍ଗଳବାର ସୁପ୍ରିମ କୋର୍ଟଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୋତେ ଭେଟିବା ପୂର୍ବରୁ ସୁଶାନ୍ତ ଗଞ୍ଜେଇ ଟାଣୁଥିଲେ, ମୋର ଡ୍ରଗ୍ସ କାରବାରରେ ସଂପୃକ୍ତି ନାହିଁ: ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା‌ଙ୍କୁ ସିବିଆଇ ଜେରା କାଳରେ ରିୟା ତାଙ୍କର ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା କଥାକୁ ଅସ୍ବୀକାର କରିଛନ୍ତି। ଖାଲି ସେତିକି ନୁହେଁ, ସେ କେବେ ବି ଡ୍ରଗ୍ସ ଖାଇନାହାନ୍ତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ୩୦୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୧ ଜଣ ସୁସ୍ଥ ହେଲେ  

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ସୁଦ୍ଧା)  ମୋଟ୍‌  ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୧୦,୭୩୨ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଭାବେ ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗରରେ ସିଆରପିଏଫ୍‌ ଆଇଜି ରୂପେ ଦାୟିତ୍ୱ ନେଲେ…

ଶ୍ରୀନଗର: ପ୍ରଥମ ଥର ପାଇଁ ଜମ୍ମୁ- କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଶ୍ରୀନଗର ସେକ୍ଟରର ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌)ର ଇନ୍‌ସପେକ୍ଟର ଜେନେରାଲ (ଆଇଜି) ଭାବରେ ଜଣେ ମହିଳା ଆଇପିଏସ୍‌ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୧୯୯୬ ବ୍ୟାଚ୍‌ ତେଲେଙ୍ଗାନା…
ଅଧିକ ଖବର ଦେଖନ୍ତୁ...