Daily Archives

September 1, 2020

ବିବାହ କରିବେ କି ଗାୟିକା ନେହା କ୍କକର?  ଜାଣନ୍ତୁ ଇନଷ୍ଟାଗ୍ରାମ୍ ପୋଷ୍ଟ ପଛର ସତ

ମୁମ୍ବାଇ:  ବଲିଉଡ଼ ଗୀତିକାର ନେହା କ୍କକରଙ୍କ ବ୍ୟକ୍ତିଗତ ଜୀବନ ଏବେ ବେଶ ଚର୍ଚ୍ଚାରେ। ନେହାଙ୍କ ବହୁ  ଫ୍ୟ‌ାନଫଲୋୟର ରହିଥିବା ବେଳେ ସୋସିଆଲ ମିଡ଼ିଆରେ ନେହା ବହୁତ ଆକ୍ଟିଭ ମଧ୍ୟ ରହିଛନ୍ତି । ନେହାଙ୍କ ଇନଷ୍ଟା ପୋ‌ଷ୍ଟରୁ ଜାଣିବାକୁ ମିଳିଛି ଯେ ନେହା ବହୁ ଜଲଦି  ଘର ବସାଇବାକୁ ଯାଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌ ଫି ଛାଡ଼ ସଂପର୍କିତ ଜନସ୍ବାର୍ଥ ମାମଲା : ଆପୋଷ ସମାଧାନ ଲାଗି ପରାମର୍ଶ ଦେଲେ ହାଇକୋର୍ଟ

କଟକ: ସ୍କୁଲ୍‌ ଫି ଛାଡ଼ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆଜି ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ବାହାର କରିବାକୁ ପରାମର୍ଶ ଦେଇଛନ୍ତି। ଅଭିଭାବକ ମହାସଂଘ ପକ୍ଷରୁ କୋଭିଡ୍‌ କାରଣରୁ ଘରୋଇ ସ୍କୁଲ୍‌ଗୁଡ଼ିକ ଫି ଛାଡ଼ କରନ୍ତୁ ବୋଲି ଦାବି ଜଣାଇ…
ଅଧିକ ଖବର ଦେଖନ୍ତୁ...

ସିଏମସି ସମେତ କଟକର ୩ଟି ଅଫିସକୁ ସର୍ବସାଧାରଣଙ୍କ ପ୍ରବେଶ ମନା, ଏକାଧିକ କରୋନା ଆକ୍ରାନ୍ତ ବାହାରିବା ପରେ ପ୍ରଶାସନର…

ଭୁବନେଶ୍ୱର : କଟକରେ ଥିବା ୩ଟି କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସରକାରୀ ନିର୍ଦ୍ଦେଶ ଅନୁସାରେ କଟକ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟ, ବିକାଶ ଭବନ ଓ ଡିସିପି ଅଫିସକୁ ସାଧାରଣ ଲୋକଙ୍କୁ ଆସିବାକୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ମୃତ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ଲାଗି ରହିଥିବା ବେଳେ ବଜ୍ରପାତରେ ମଙ୍ଗଳବାର ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ମୃତକ ବାଲେଶ୍ବର ଜିଲ୍ଳାର ବୋଲି ଜାଣିବାକୁ ମିଳିଛି। ୬ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତ-ଚୀନ୍‌ ସୀମାରେ ସ୍ଥିତି ସମୀକ୍ଷା କଲେ ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ୍‌

ନୂଆଦିଲ୍ଲୀ: ପୁଣି ଥରେ ସୀମା ବିବାଦକୁ କେନ୍ଦ୍ରକରି ଭାରତ- ଚୀନ୍‌ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ହୋଇଛି। ସଂପ୍ରତି ଏଲ୍‌ଏସିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ଅବସ୍ଥାରେ ରହିଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ସ୍ବର୍ଗଦ୍ବାରରେ ଶବଦାହ କଟକଣା ଅବଧି ପୁଣି ମାସେ ବଢ଼ିଲା, ମହୋଦଧିରେ ବି ଚିତାଭସ୍ମ ବିସର୍ଜନ ମନା

ପୁରୀ:  ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଲାଗି ସ୍ବର୍ଗଦ୍ବାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ଲାଗି ବୃଦ୍ଧି କରାଯାଇଛି। ଫଳରେ ସେପଟେମ୍ବର ଶେଷ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକେ ସ୍ବଗଦ୍ବାରରେ ଶବଦାହ କରିପାରିବେ ନାହିଁ। ତେବେ…
ଅଧିକ ଖବର ଦେଖନ୍ତୁ...

ଚୀନର ଅନୁପ୍ରବେଶ ଉଦ୍ୟମକୁ ବିଫଳ ହେବା ପରେ ଏବେ ଗୁଳି ଚାଳନା ଦୂରତା ମଧ୍ୟରେ ଟ୍ୟାଙ୍କ ମୁତୟନ କଲେ ଭାରତ-ଚୀନ

ନୂଆଦିଲ୍ଲୀ:  ଭାରତ-ଚୀନ୍ ସୀମାର  ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଦୁଇ ଦେଶର ସେନା ମଧ୍ୟରେ ଦ୍ବିତୀୟ ଥର ସଂଘର୍ଷ ହେବା ପରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ କୂଳରେ ଅବସ୍ଥା ଗମ୍ଭୀର  ହୋଇ ରହିଛି। ମଙ୍ଗଳବାର ବ୍ରିଗେଡ୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଜାରି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଗୁରୁବାର ଅପରାହ୍ନ ସୁଦ୍ଧା ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ପଶ୍ଚିମବଙ୍ଗ ଏବଂ ଏହାର ପଡ଼ୋଶୀ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କା ଗର୍ଭବତୀ ହେବା ପରେ ପିତୃତ୍ବ ଅନୁଭବକୁ ନେଇ ଏପରି କହିଲେ ବିରାଟ

ମୁମ୍ବାଇ: ନିକଟରେ କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବାପାମାଆ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଏ ନେଇ ଏକ ସାକ୍ଷାତ୍‌କାରରେ ବିରାଟ କହିଛନ୍ତି କି ଏହି ଖବର ଜାଣିବା ପରେ ଯେତିକି ଆନନ୍ଦ ତାଙ୍କୁ ମିଳିଥିଲା ତାହାକୁ ବ୍ୟାଖ୍ୟା କରିବା ଅସମ୍ଭବ।…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ…

ନୂଆଦିଲ୍ଲୀ: ଭାରତ ରତ୍ନ ପ୍ରଣବ ମୁଖାର୍ଜ୍ଜୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ପୂର୍ବତନ ରାଷ୍ଟ୍ରପତି ତଥା ଲୋକପ୍ରିୟ ଜନନେତା ପ୍ରଣବ ଦା’ଙ୍କର ଶେଷକୃତ୍ୟ କିଛି ସମୟ ପୂର୍ବରୁ  ନୂଆଦିଲ୍ଲୀର ଲୋଦି କ୍ରିମେଟୋରିୟମ୍ ସଂପନ୍ନ ହୋଇଛି। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…
ଅଧିକ ଖବର ଦେଖନ୍ତୁ...