Daily Archives

September 2, 2020

ବ୍ରହ୍ମପୁରରେ ଜମୁଛି ଜୁଆଆଡ଼ା: ଅର୍ଥ ଉପାର୍ଜନର ସର୍ଟକଟ୍‌ ରାସ୍ତା, ଉଡ଼ୁଛି ପୁଳାପୁଳା ଟଙ୍କା

ବ୍ରହ୍ମପୁର: କରୋନା ପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ବହୁ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଗରିବ ଓ ଦିନ ମଜୁରିଆଙ୍କ ପାଇଁ ଦି’ ମୁଠା ଦାନା ଯୋଗାଡ଼ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି। କିନ୍ତୁ ଏବେ ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେବାକୁ ଲାଗିଛି। ଜୀବନଜୀବିକାକୁ…
ଅଧିକ ଖବର ଦେଖନ୍ତୁ...

ବିଗ ବସରେ ନଜର ଆସିପାରନ୍ତି ରାଧେ ମା’

ମୁମ୍ବାଇ: ବିଗ ବସ ସିଜିନ-୧୪ରେ ନଜର ଆସିପାରନ୍ତି ରାଧେ ମା’ | ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ ୧୪ ପାଇଁ ରାଧେ ମା’ଙ୍କୁ ଅଫର ଦିଆଯାଇଛି | ଗତ ସିଜିନ ପାଇଁ ମଧ୍ୟ ରାଧେ ମା’ ଓରଫ ସୁଖବିନ୍ଦର କୌରଙ୍କୁ ଅଫର ଦିଆଯାଇଥିଲା | କିନ୍ତୁ ସେ ସୋ’ରେ ନଜର ଆସି ନଥିଲେ | ଏବେ ଚର୍ଚ୍ଚା ଚାଲିଛି ଯେ ଚଳିତ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ ସାର ଯୋଗାଣା ନାଁରେ ବଡ଼ ଧରଣର ଦୁର୍ନୀତି: ରାୟଗଡ଼ାରୁ କିଣିଛନ୍ତି ତୁମୁଡିବନ୍ଧ, କୋଟଗଡ଼ ରେଞ୍ଜର

ରାୟଗଡ଼ା: ଜିଲ୍ଲା ଚାଷୀଙ୍କୁ ସାର ମିଳୁନି, କିନ୍ତୁ ବିକ୍ରି କରାଯାଇଛି ବାହାର ଜିଲ୍ଲାରେ। ତାହା ପୁଣି ଚାଷୀ ବଦଳରେ ସରକାରୀ ଅଧିକାରୀଙ୍କୁ। ଏପଟେ ଲ୍ୟାମ୍ପସ ରେକର୍ଡରେ ଚାଷୀକୁ ୭୦ ବର୍ଷା ସାର ଦିଆଯାଇଥିବା ଉଲ୍ଲେଖ ରହିଥିବା ବେଳେ ପ୍ରକୃତରେ ଚାଷୀ ପାଇଛି ୨ ବସ୍ତା। ଚାଷୀଙ୍କୁ ସାର ଯୋଗାଣ…
ଅଧିକ ଖବର ଦେଖନ୍ତୁ...

ଭାତରୁ ବାହାରୁଥିବା ପେଜକୁ ଫୋପାଡ଼ି ଦେଉଛନ୍ତି କି? ସୌନ୍ଦର୍ଯ୍ୟ ପାଇଁ କରନ୍ତୁ ବ୍ୟବହାର

ଭାତରୁ ବାହାରୁଥିବା ପେଜକୁ ଆପଣ କ’ଣ କରନ୍ତି ? ସମସ୍ତେ ଯେପରି ଭାତରୁ ପେଜ କାଢ଼ି ବାହାରେ ଫିଙ୍ଗି ଦିଅନ୍ତି ଆପଣ ବି ସେହିପରି କରୁଛନ୍ତି ତ? ମାତ୍ର ଜାଣିରଖନ୍ତୁ ଯେ ଏହି ପେଜରେ ବହୁ ଉପକାରୀ ଗୁଣ ରହିଛି। ଆପଣ ଏହାକୁ ନଫିଙ୍ଗି କାମରେ ଲଗାଇଲେ ଖୁବ୍ ଲାଭପ୍ରଦ ହେବେ। ଏହା ତ୍ବଚା ଓ କେଶକୁ…
ଅଧିକ ଖବର ଦେଖନ୍ତୁ...

କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆକୁ ହତ୍ୟା

କଟକ : ଆଜି ବିଳମ୍ବିତ ରାତିରେ କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ ହାଡିଆକୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସତୀଚଉରା ନିକଟ ଇପସାର ଗଡା ନିକଟରେ ହାଡିଆକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ଲାଇଭ୍‌ରେ ଗଞ୍ଜାମ ଜିଲ୍ଲାପାଳ: ଜିଲ୍ଲାରେ ମାସକରେ ୨ଲକ୍ଷ ୧୪ କୋଭିଡ଼୍ ପରୀକ୍ଷା, ସ˚କ୍ରମଣ କମିଛି  

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସ˚କ୍ରମଣ କମିଛି। କିନ୍ତୁ ଏହାକୁ ନେଇ ଖୁସି ହେବାର କିଛି ନାହିଁ। ଆମ ଲାଗି ସେପ୍ଟେମ୍ବର ମାସ ବହୁତ ଗୁରୁତ୍ବପୂର୍ଣ୍ଣ। ଏହି ମାସରେ ଆମକୁ ଅଧୃକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଘରୁ ବାହାରିବା କ୍ଷଣି ମାସ୍କ ବ୍ୟବହାର ଓ ସାମାଜିକ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଚୂଡ଼େଶ୍ବର ମନ୍ଦିରରୁ ଚୋରି: ମା’ ଦକ୍ଷିଣ କାଳୀଙ୍କ ସୁନା ଆଖି ତାଡ଼ିନେଲେ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଚନ୍ଦ୍ରଚୂଡ଼େଶ୍ବର ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି। ଚୋରମାନେ ମନ୍ଦିର ପୂଜାରୀ ଓ କର୍ମଚାରୀଙ୍କୁ କବାଟ ବାହାର ପଟୁ ଗେଡ଼ା ଦେଇ ମା’ ଦକ୍ଷିଣ କାଳୀଙ୍କ ସମସ୍ତ ଆଭୂଷଣ ଚୋରି କରି…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋରରୁ ଶ୍ରୀନଗର ଗଲା ପ୍ଲାଜମା

ଶ୍ରୀନଗର: କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଶ୍ରୀନଗରରେ ଏକ ପ୍ଲାଜମା ଥେରାପି କରାଯାଇଥିଲା। ଏହି ପ୍ଲାଜମା ଥେରାପି ଖବରର ଶିରୋନାମାରେ ରହିଛି କାରଣ ଦେଶରେ ପ୍ରଥମ ଥର ପାଇଁ ଆକାଶପଥ ଦ୍ୱାରା ପ୍ଲାଜମା ପରିବହନ କରାଯାଇଥିଲା | ଏହି ପ୍ଲାଜମାକୁ କର୍ଣ୍ଣାଟକର ବାଙ୍ଗାଲୋରରୁ ଜମ୍ମୁ-କଶ୍ମୀରର…
ଅଧିକ ଖବର ଦେଖନ୍ତୁ...

ଖୋଲିବ ରାଜ୍ୟର ବାର୍‌ ଓ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବ। କୋଭିଡ ଗାଇଡ୍‌ଲାଇନକୁ ପାଳନ କରି ବାର୍‌ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲାଯାଇପାରିବ। ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭାଗ ପକ୍ଷରୁ ବିଭିନ୍ନ ବାର୍‌ ଓ ରେଷ୍ଟୁରାଣ୍ଟ ସଂଘକୁ…
ଅଧିକ ଖବର ଦେଖନ୍ତୁ...

ମାନବିକତା ଯେବେ ମରିଯାଏ: ୩ କୁକୁରଙ୍କୁ ଜିଅନ୍ତା ପୋଡି ମାରିଦେଲେ କିଛି ଲୋକ

ଲକ୍ଷ୍ନୌ: ମରିଗଲା ମାନବିକତା | ୩ଟି କୁକୁରଙ୍କୁ ଜିଅନ୍ତା ପୋଡି ମାରିଦେଲେ କିଛି ଅଜ୍ଞାତ ବ୍ୟକ୍ତି | ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି | ସୋସିଆଲ ମିଡିଆରେ ଏହି ଘଟଣା ଜଣାପଡିବା ପରେ ପୁଲିସ ମଧ୍ୟ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜୀକୃତ କରି ଅଭିଯୁକ୍ତକୁ…
ଅଧିକ ଖବର ଦେଖନ୍ତୁ...