Daily Archives

September 2, 2020

ଅବୈଧ ସମ୍ପର୍କର ଅଭିଯୋଗ କରି ମହିଳାଙ୍କୁ ଉଲଗ୍ନ କରି ଗାଧୋଇଲା ଖାପ୍‌ ପଞ୍ଚାୟତ

ଜୟପୁର: ରାଜସ୍ଥାନର ଶେଖୱାଟୀ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଖାପ ପଞ୍ଚାୟତ, ସମସ୍ତ ସୀମା ଅତିକ୍ରମ କରି ଜଣେ ମହିଳାଙ୍କୁ ନିଜ ପରିବାରର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବାର ଅଭିଯୋଗ କରି ଶାସ୍ତି ଦେଇଛି।  ଏହି ମହିଳାଙ୍କୁ ଖାପ ପଂଚାୟତ ଏପରି ଏକ ଦଣ୍ଡାଦେଶ…
ଅଧିକ ଖବର ଦେଖନ୍ତୁ...

ସହର ଅପେକ୍ଷା ଗାଁରେ ଘଟୁଛି ଅଧିକ ଦୁର୍ଘଟଣା

ଭୁବନେଶ୍ୱର: ସହରରେ ଗାଡି ସଂଖ୍ୟା ଅଧିକ କିନ୍ତୁ ଦୁର୍ଘଟଣା ହାର କମ | ଅନ୍ୟପଟେ ଗ୍ରାମାଞ୍ଚଳରେ ଗାଡି ସଂଖ୍ୟା କମ କିନ୍ତୁ ଦୁର୍ଘଟଣା ଅଧିକ | କିଛି ଏଭଳି ଚାଂଚଲ୍ୟକର ରିପୋର୍ଟ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର(ଏନସିଆରବି) ତଥ୍ୟରୁ ଜଣାପଡିଛି | ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତର…
ଅଧିକ ଖବର ଦେଖନ୍ତୁ...

ପୁଣି ୧୧୮ଟି ଚୀନ ମୋବାଇଲ୍‌ ଆପ୍‌ ପ୍ରଚଳନ ବନ୍ଦ କଲେ ଭାରତ ସରକାର, ଜାଣନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(ଏ) ଯାହାକି ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କ ସୂଚନା ଆହରଣକୁ ବ୍ଲକ୍‌ କରିବା ବିଧି ଓ ନିରାପତ୍ତା) ନିୟମାବଳୀ, ୨୦୦୯ ଭାବେ ସଂପୃକ୍ତ ବ୍ୟବସ୍ଥା ସହ ଜଡ଼ିତ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଲିଙ୍କରେ ଗାଡି ସହ ଝାଡ଼ଖଣ୍ଡର ୪ ଜଣ ଗିରଫ, ଜୟପୁରରୁ ଗଞ୍ଜେଇ ନେଇଥାନ୍ତେ   

ନବରଙ୍ଗପୁର : ଗଞ୍ଜେଇ ଚୋରାଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ନବରଙ୍ଗପୁର। ଗତ ୩ ମାସ ମଧ୍ୟରେ ନବରଙ୍ଗପୁର ଓ ପାପଡାହାଣ୍ଡି ଥାନାରେ ୫ଟି ମାମଲା ହେଲାଣି। ୭ଟି ଗାଡି ଜବତ ହେବା ସହ ୧୦ ଜଣ ଗିରଫ ହେଲେଣି। ତଥାପି ଗଞ୍ଜେଇ ଚୋରା ଚାଲାଣ ନିୟନ୍ତ୍ରଣ କୁ ଆସୁନାହିଁ। ପୁଣି ଗଞ୍ଜେଇ ଲିଙ୍କରେ…
ଅଧିକ ଖବର ଦେଖନ୍ତୁ...

ବିମାନ ସିଟ ତଳୁ ୫୦ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ

ନୂଆଦିଲ୍ଲୀ: ବୁଧବାର ଅମୃତସର ବିମାନ ବନ୍ଦରର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ (AIU) ଦୁବାଇରୁ ପହଚିଂଥିବା ଏକ ବିମାନରୁ ଏକ କିଲୋଗ୍ରାମ ସୁନା ଜବତ କରିଛି। ଏହି ସୁନାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାର ସମ୍ପୃକ୍ତ ଥିବା ଜଣେ ଯାତ୍ରୀଙ୍କୁ ବିମାନବନ୍ଦର…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅଧିକାରୀଙ୍କ ଲାଗି ‘କର୍ମଯୋଗୀ’ ଯୋଜନା ଅନୁମୋଦନ କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: ସିଭିଲ୍‌ ସର୍ଭାଣ୍ଟ୍‌ଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍‌ ‘ମିସନ୍ କର୍ମଯୋଗୀ’ ଯୋଜନା ଅନୁମ‌ୋଦନ କରିଛି। ଭବିଷ୍ୟତରେ ଏହି ମିସନ୍ ସମ୍ପୃକ୍ତ ଅଧିକାରୀମାନଙ୍କୁ ସହାୟକ ହେବ ବୋଲି କ୍ୟାବିନେଟ୍‌ କହିଛି। କ୍ୟାବିନେଟ୍‌ଙ୍କ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟବେକ୍ଷଣ ଗୃହ ପାଚେରି ଡେଇଁ ପଳାଇଲେ ୫ ନାବାଳକ

ରାଉରକେଲା: ସ୍ଥାନୀୟ ବାଳ ପର୍ଯ୍ୟବେକ୍ଷଣ ଗୃହରୁ ପାଚେରି ଡେଇଁ ୫ ଜଣ ନାବାଳକ ପଳାୟନ କରିଛନ୍ତି। ଫେରାର ହୋଇଯାଇଥିବା ସମସ୍ତ ନାବାଳକ ରାଉରକେଲା ସେକ୍ଟର-୭, ସେକ୍ଟର-୩, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର, କେନ୍ଦୁଝର ଜିଲ୍ଲା ବଡ଼ବିଲ ଓ ଝାଡ଼ଖଣ୍ଡର ଗୁମଲା ଅଞ୍ଚଳର। ବାଳ ପର୍ଯ୍ୟବେକ୍ଷଣ ଗୃହର…
ଅଧିକ ଖବର ଦେଖନ୍ତୁ...

ଖାକି ପୋଷାକ ପିନ୍ଧି ମଦ ପିଇବା ମହଙ୍ଗା ପଡ଼ିଲା

ସମସ୍ତିପୁର : ବିହାର ସୁବେ ଅଞ୍ଚଳରେ ମଦ ବିକ୍ରି ବନ୍ଦ ରହିଥିବା ବେଳେ ଜଣେ ପୁଲିସ ବାବୁ ଏହାର ଖୋଲାଖୋଲି ଉଲଙ୍ଘନ କରିଥିବା ଦେଖିବାକୁ ମିଳିଛି। ବିହାର ସମସ୍ତିପୁର ଅଞ୍ଚଳରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଥାନାରେ ନିୟୋଜିତ ଜଣେ ପୁଲିସ ବାବୁ ୟୁନିଫର୍ମରେ ଥାଇ ମଦ ପିଉଥିବାର…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ବଲିଉଡ୍‌ ତାରକାଙ୍କ ନାମ ନେଇ ଡ୍ରଗ୍ସ ପରୀକ୍ଷା ପାଇଁ ନମୁନା ଦେବାକୁ ଅନୁରୋଧ କ‌ଲେ କଙ୍ଗନା !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାର ମାମଲାରେ ଫସିଛନ୍ତି ସୁଶାନ୍ତଙ୍କ ପ୍ରେମିକା ତଥା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟା ଡ୍ରଗ୍ସ କାରବାରରେ ସାମିଲ୍ ଥିଲେ ଓ ସେ ଡ୍ରଗ୍ସ ସେବନ କରୁଥି‌ଲେ ବୋଲି ଅଭିଯୋଗ ଆସିବା ପରେ ଏବେ ଅନେକ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୭ରୁ ପୁନଃଚଳାଚଳ ଆରମ୍ଭ କରୁଥିବା ମେଟ୍ରୋ ରେଳ ସେବା ଲାଗି ‘ଏସ୍‌ଓପି’ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସେପ୍ଟେମ୍ବର ୭ ତାରିଖରୁ ପର୍ଯ୍ୟାୟକ୍ରମେ ପୁନଃଚଳାଚଳ ଆରମ୍ଭ କରୁଥିବା ମେଟ୍ରୋ ରେଳ ସେବା ନିମନ୍ତେ ଆଜି କେନ୍ଦ୍ର ସରକାର ଅନ୍‌ଲକ୍ ୪.୦ ଅଧୀନରେ ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର୍‌’ (ଏସ୍‌ଓପି) ଜାରି କରିଛନ୍ତି। ଆସନ୍ତା ୧୨ ତାରିଖ ମଧ୍ୟରେ ମେଟ୍ରୋ ରେଲ୍‌ର ସମସ୍ତ…
ଅଧିକ ଖବର ଦେଖନ୍ତୁ...