Daily Archives

September 2, 2020

୧୫ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ଆଜି ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି ୧୫ ଜଣ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆଜି ସରକାରୀ ସଂଗରୋଧରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୫ ଜଣ କୋଭିଡ ଯୋଦ୍ଧା…
ଅଧିକ ଖବର ଦେଖନ୍ତୁ...

ଅଧ୍ୟାପକ-ଅଧ୍ୟାପିକାଙ୍କ ବଡ଼ ପଣ: ପାଣ୍ଠି ସଂଗ୍ରହ କରି ୫୦ ଜଣ ଛାତ୍ରଛାତ୍ରୀଙ୍କ କଲେଜ୍‌ ଫି ଭରିଲେ

ଗାଡାଗ୍: କୋଭିଡ୍-୧୯ ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ବହୁପରିବାର ସେମାନଙ୍କର ରୋଜଗାରର ଉତ୍ସ ହରାଇଥିବା ବେଳେ କିଛି ସହୃଦୟ ବ୍ୟକ୍ତିଙ୍କ ଉଦାରତା ଆଶାର କିରଣ ପାଲଟୁଛି । କର୍ଣ୍ଣାଟକର ଗାଡଗ ଜିଲ୍ଲାର ଶିରାହଟ୍ଟୀଠାରେ ଥିବା ଏକ କଲେଜର ଅଧ୍ୟାପକ ଓ…
ଅଧିକ ଖବର ଦେଖନ୍ତୁ...

କଟକ ଜିଲ୍ଲାରୁ ୬୫୦ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କଟକ ଜିଲ୍ଲାରେ ୬୫୦ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ କୋର୍ଟ ବାର ଆସୋସିଏସନ ସଭାପତି ପଦବୀରେ ଥିବା ପର୍ଯ୍ୟନ୍ତ କୋର୍ଟର ଆଉ କୌଣସି ଉତ୍ସବରେ ଯୋଗ ଦେବେ ନାହିଁ…

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଆୟୋଜିତ ଉତ୍ସବକୁ ନେଇ ନିଜର ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମ କୋର୍ଟ ବାର ଆସୋସିଏସନ (ଏସସିବିଏ)ର ସଭାପତି ଦୁଶ୍ୟନ୍ତ ଡାଭେ। ଆଜି (ବୁଧବାର) ସୁପ୍ରିମ୍‌…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ରେ ଯାଉଥିବା ବେଳେ ମଇଁଷି ଆକ୍ରମଣର ଶିକାର ହେଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମଇଁଷି ଜଣେ ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ପୁଲିସ କର୍ମଚାରୀ ଜଣଙ୍କ ବାଇକରେ କୋତବାଲୀ ଯାଉଥିବା ବେଳେ ହଠାତ ଏକ ମଇଁଷି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଐତିହ୍ୟ କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବକୁ ମଂଜୁରୀ: ବଢ଼ିଲା ଏକାଡେମି ପୁରସ୍କାର ରାଶି, ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ…

ଭୁବନେଶ୍ୱର: ଆଜି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ମଂଜୁରୀ…
ଅଧିକ ଖବର ଦେଖନ୍ତୁ...

ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନକୁ କ୍ୟାବିନେଟ୍ ମୋହର: ସବୁ ବିଶ୍ବବିଦ୍ୟାଳୟ ପାଇଁ ଗୋଟିଏ…

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ଓ ପ୍ରଶାସନିକ ସଂସ୍କାର ଆଣିବା ଲାଗି ଆଜି ରାଜ୍ୟ କ୍ୟାବିନେଟ ଓଡ଼ିଶା ୟୁନିଭର୍ସିଟି ଆକ୍ଟ-୧୯୮୯ରେ ବ୍ୟାପକ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ବେଜିଙ୍ଗ୍ ସହ ସୀମାନ୍ତରେ ଉତ୍ତେଜନା ଚାଲିଥିବା ବେଳେ ‘ପବ୍‌ଜି’ ସମେତ ଆଉ ୧୧୮ଟି ଚୀନ୍ ମୋବାଇଲ୍ ଆପ୍ ନିଷିଦ୍ଧ କଲେ…

ନୂଆଦିଲ୍ଲୀ: ଚୀନ୍ ସହ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବୁଧବାର ଦିନ ନରେନ୍ଦ୍ର ମୋଦୀ ସରକାର ଲୋକପ୍ରିୟ ‘ପବ୍‌ଜି’ ଆପ୍ ସମେତ ୧୮୮ଟି ଚୀନ୍ ମୋବାଇଲ୍ ଆପ୍‌ ନିଷିଦ୍ଧ କରିଛନ୍ତି। ବୁଧବାର ଦିନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏହି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ୟୁରିଆ ସାର ଅଭାବ ନାହିଁ, ଚାଷୀଙ୍କୁ ପର୍ଯ୍ୟାପ୍ତ ଯୋଗାଇବାକୁ ନିଷ୍ପତ୍ତି ହୋଇଛି: କୃଷି ସଚିବ

ଭୁବନେଶ୍ୱର: ରାଜ୍ୟରେ ୟୁରିଆ ସାର ଅଭାବ ନାହିଁ। ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏପର୍ଯ୍ୟନ୍ତ ୬.୧୫ ମେଟ୍ରିକ୍‌ ଟନ୍‌ ୟୁରିଆ ଆସିଛି। କୃଷି ସଚିବ ସୌରଭ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଖରିଫ ଋତୁରେ କ’ଣ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସପ୍ଟଓ୍ଵୟାର ଇଞ୍ଜିନିୟର ଚା’ ବିକିବାକୁ ହେଲେ ବାଧ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଅନେକ କାହାଣୀ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଚାକିରୀ ଛାଡି ନିଜର ବ୍ୟବସାୟ ଆରମ୍ଭ କରି ସଫଳତା ପାଇଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଜଣେ ସପ୍ଟଓ୍ଵୟାର ଇଞ୍ଜିନିୟରଙ୍କୁ ତାଙ୍କ ଚାକିରି ସନ୍ତୋଷଜନକ ଲାଗି ନଥିବାରୁ ସେ ଚାକିରି ଛାଡି ଚା’…
ଅଧିକ ଖବର ଦେଖନ୍ତୁ...