Daily Archives

September 2, 2020

ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ ହେଉଛି: ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ

ୱାସିଂଟନ୍: ସମଗ୍ର ବିଶ୍ବ ଚୀନ୍‌ର ଅନୈତିକ ଆଚରଣ ବିରୋଧରେ ଏକଜୁଟ ହେଉଛି ଓ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଯୁକ୍ତରାଷ୍ଟ୍ର ଆମେରିକା ସହ ମିଶି ବେଜିଙ୍ଗ୍‌କୁ ସବୁ କ୍ଷେତ୍ରରେ ପଛକୁ ଧକ୍କା ଦେବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ…
ଅଧିକ ଖବର ଦେଖନ୍ତୁ...

ପ୍ଲାଜମା ଦେଇ ଉଦାହରଣ ସୃଷ୍ଟି କଲେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ

ଜଗତସିଂହପୁର ଟାଉନ୍‌: ଜଣେ ବିଏସ୍‌ଏଫ୍‌ ଯବାନ ପ୍ଲାଜମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯବାନ ଜଣଙ୍କ ହେଉଛନ୍ତି ରାଜୀବ ବରାଳ। ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଓଳାଷ ଗାଁ ସୁକାନ୍ତ ବରାଳ ଓ ହର୍ଷଲତା ବରାଳଙ୍କ ବଡ଼ ପୁଅ। ତେବେ ଦେଢ଼ମାସ ତଳେ ସେ ନିଜ କର୍ମ ସ୍ଥାନରୁ ଘରକୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସହ ବିବାଦର କରୁଣ ପରିଣତି; ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ: ଗୁରୁଗ୍ରାମର ସେକ୍ଟର-୪୭ରେ ଅବସ୍ଥିତ ଇଭୋ ଆପାର୍ଟମେଣ୍ଟର ଅଷ୍ଟମ ମହଲା ଫ୍ଲାଟରୁ ତଳକୁ ଡେଇଁ ଜଣେ ୩୯ ବର୍ଷୀୟ ଡାକ୍ତର ଗତ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ଡାକ୍ତର ସୁରଜିତ କୁମାର ଶାହା ବୋଲି ଚିହ୍ନଟ କରାଯାଇଛି। ସେ ଗୁରୁଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଘରୋଇ ହସ୍‌ପିଟାଲରୁ ୨୩ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୫୪୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଏକ ଘରୋଇ ହସ୍‌ପିଟାଲରୁ ୨୩ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ମୋଟ୍‌ ୫୪୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୨୨୦ ଜଣ ଓ ସ୍ଥାନୀୟ ଅଂଚଳରୁ ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର…
ଅଧିକ ଖବର ଦେଖନ୍ତୁ...

ବିଶ୍ବବ୍ୟାପୀ ୨୫. ୫ ନିୟୁତ ଟପିଲା କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ବିଶ୍ବରେ ୨୫. ୮୩ ନିୟୁତରୁ ଅଧିକ ବ୍ୟକ୍ତି କରୋନାଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ଯୋଗୁଁ ୮୬୧, ୮୮୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ସମଗ୍ର ବିଶ୍ବରେ, ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଦିନକୁ ଦିନ କୋଭିଡ୍-୧୯ ମାମଲା…
ଅଧିକ ଖବର ଦେଖନ୍ତୁ...

‘ମୋର ବିଚାରକୁ ବିଶ୍ଳେଷଣ କର, କିନ୍ତୁ ରଙ୍ଗ ଦିଅ ନାହିଁ’: କହିଲେ ଅବସର ନେଉଥିବା ସୁପ୍ରିମ କୋର୍ଟର ବିଚାରପତି ଅରୁଣ…

ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଆଜି ତାଙ୍କ ପଦବୀରୁ ଅବସର ଗ୍ରହଣ କରିଛନ୍ତି। ସୁପ୍ରିମ୍‌ କୋର୍ଟରେ ଦୀର୍ଘ ୬ ବର୍ଷ କାଳ ବିଚାରପତି ଭାବେ କାର୍ଯ୍ୟକରିବା ପରେ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସରେ ପ୍ରଧାନ ବିଚାରପତି ଜଷ୍ଟିସ୍‌…
ଅଧିକ ଖବର ଦେଖନ୍ତୁ...

ଗିରଫ ହୋଇଥିବା ଡ୍ରଗ୍ସ ଡିଲର୍‌ଙ୍କ ସହ ଯୋଗାଯୋଗରେ ଥିଲେ ରିୟାଙ୍କ ଭାଇ ସୌଭିକ୍ ‌: ତଦନ୍ତକାରୀ ସଂସ୍ଥା

ନୂଆଦିଲ୍ଳୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା‌ର ମୁଖ୍ୟ ଅଭିଯୁକ୍ତା ରିୟା ଚକ୍ରବର୍ତ୍ତୀଙ୍କର ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା ଅଭିଯୋଗ ଆସିବା ପରେ ଏହି ମାମଲାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ମିଳିବାରେ ଲାଗିଛିି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହି ମାମଲାର…
ଅଧିକ ଖବର ଦେଖନ୍ତୁ...

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ବାଲେଶ୍ୱରର ବିସ୍ମିତ କହିଲେ, ‘ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ ସାଇକୋ ଲେଡି’

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ‘ସାଇକୋ ଲେଡି’ ସସପେନ୍‌ସ ବି ଜାରି ରହିଛି । ଗତକାଲି ଏହି ଘଟଣାରେ ଜଣେ ସାଇକୋ ଲେଡିଙ୍କ ହାତ ରହିଥିବା କଥା ମୃତ ଆଦିତ୍ୟ ଦାଶଙ୍କ ବାପା କହିବା ପରେ, ଘଟଣାକୁ ନେଇ ନୂଆ ଚର୍ଚ୍ଚା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ ସୁପାରିସ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍‌ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ପୁରୀସ୍ଥିତ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ମହାମାରୀ ପ୍ରଭାବ: ବ୍ୟାଙ୍କମାନେ ଋଣ ଆଦାୟ ନୀତିକୁ ପରିବର୍ତ୍ତନ କରିପାରିବେ; କିନ୍ତୁ ଜରିମାନା ବା ସୁଧ…

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏଥିସହ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବା ସହ ଚାପଗ୍ରସ୍ତ ହୋଇଛନ୍ତି। ଏହାକୁ ହୃଦୟଙ୍ଗମ କରି ଦେଶର ଶୀର୍ଷ ଅଦାଲତ କୋଭିଡ୍‌-୧୯ ମହାମାରୀ…
ଅଧିକ ଖବର ଦେଖନ୍ତୁ...