Daily Archives

September 3, 2020

ଅନ୍‌ଲାଇନରେ ହେବ ଏମପିସି(ସ୍ବଂ) କଲେଜ୍‌ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା, ଚଳିତ ମାସ ୨୧ରୁ ଆରମ୍ଭ

ବାରିପଦା: ଚଳିତ ମାସ ୨୧ରୁ ସ୍ଥାନୀୟ ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର(ଏମପିସି) ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପରୀକ୍ଷା ଅନ୍‌ଲାଇନ ଜରିଆରେ ଆରମ୍ଭ‌ ହେବ। ରେଗୁଲାର ସହିତ ବ୍ୟାକ୍‌ ପେପର୍‌ ଶେଷ ସେମିଷ୍ଟର୍‌ ପରୀକ୍ଷା ଚଳିତ ମାସ ୨୧ରୁ ଆରମ୍ଭ ହୋଇ…
ଅଧିକ ଖବର ଦେଖନ୍ତୁ...

ମୌସୁମୀ ଅଧିବେଶନରେ ପ୍ରଶ୍ନୋତ୍ତର ବଦଳରେ ମିଳିବ ଲିଖିତ ଉତ୍ତର

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧ ଯାଏ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ତେବେ ମହାମାରୀ କୋଭିଡ୍‌କୁ ଦୃଷ୍ଟିରେ ରଖି ଉକ୍ତ ଅଧିବେଶନରେ ଉଭୟ ଗୃହରେ ପ୍ରଶ୍ନକାଳ ରହିବନି ବୋଲି ବୁଧବାର ନୋଟିସ ପ୍ରକାଶ ପାଇଥିଲା | ଏହି ପ୍ରସଙ୍ଗରେ ବିରୋଧୀ ବହୁ ଆପତ୍ତି ଜଣାଇବା ପରେ ଏବେ…
ଅଧିକ ଖବର ଦେଖନ୍ତୁ...

ପଦୋନ୍ନତି ପରୀକ୍ଷାରେ ଫେଲ ହେଲେ ଏକାଧିକ ଆଇଏଏସ

ଶ୍ରୀନଗର: ପଦୋନ୍ନତି ପାଇଁ ଆୟୋଜନ ହୋଇଥିବା ପରୀକ୍ଷାରେ ଫେଲ ହେଲେ ଏକାଧିକ ଆଇଏଏସ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ଏକଦମ ସତ | ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଂଚଳରେ ନିୟୋଜିତ ହୋଇଥିବା ଆଇଏଏସ୍ ଅଧିକାରୀଙ୍କର ପ୍ରୋବେସନର…
ଅଧିକ ଖବର ଦେଖନ୍ତୁ...

ରିୟାଙ୍କ ସପକ୍ଷରେ ବାହାରିଲେ ସୋନା ମହାପାତ୍ର

ମୁମ୍ବାଇ: ଦେଶର ତିନୋଟି ପ୍ରମୁଖ ଏଜେନ୍ସି ସୁଶାନ୍ତ ସିଂ ରାଜପୁତ ମାମଲାରେ ତଦନ୍ତ କରୁଛନ୍ତି। ସିବିଆଇ, ଏନସିବି ଏବଂ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଏଜେନ୍ସିମାନେ କ୍ରମାଗତ ଭାବରେ ପଚରାଉଚରା କରୁଛନ୍ତି। ତେବେ ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଭାଇରାଲ କରି ସାଲେପୁରରୁ ଗିରଫ ହେଲେ…

ସାଲେପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ସାମଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ସିଙ୍ଗାବଲି ଥାନାର ଏକ ପୁଲିସ ଟିମ୍‌ କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା ପଂଚାୟତର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଇଣ୍ଡିୟାନସରୁ ବାଦ ପଡିଲେ ମାଲିଙ୍ଗା, ସ୍ଥାନ ପାଇଲେ ଜେମ୍ସ ପେଟିନସନ

ମୁମ୍ବାଇ: ଆଇପିଏଲ୍ ୨୦୨୦ରୁ ଖେଳାଳି ବାଦ ପଡିବା ପ୍ରକ୍ରିୟା ଜାରି ରହିଛି | ଚେନ୍ନାଇ ସୁପର କିଙ୍ଗ୍ସକୁ ସୁରେଶ ରାଇନା ଛାଡିବା ପରେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଲସିଥ ମାଲିଙ୍ଗା ମଧ୍ୟ ଏହି ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣରୁ ଲସିଥ ମାଲିଙ୍ଗା ଆଇପିଏଲରୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ବିଧବା ମହିଳାଙ୍କୁ ମିଳିବ ସଂପତ୍ତିରେ ପୂର୍ଣ୍ଣ ଅଧିକାର: ହାଇକୋର୍ଟ

ଢାକା: ବିଧବା ହିନ୍ଦୁ ମହିଳାମାନଙ୍କ ପାଇଁ ବାଂଲାଦେଶ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ବିଧବା ହିନ୍ଦୁ ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ସମ୍ପତ୍ତିରେ ଭାଗ ନେବାକୁ ସମ୍ପୂର୍ଣ୍ଣ ହକଦାର। ଏହାପୂର୍ବରୁ ଆଇନ ଅନୁଯାୟୀ ହିନ୍ଦୁ ମହିଳାମାନେ କେବଳ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ପଜିଟିଭ୍‌

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଧାୟକ ଶ୍ରୀ ରାଉତରାୟ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ଆଜି ନମୁନା ପରୀକ୍ଷା କରାଇଥିଲି। ମୋର ନମୁନା ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତି ସ୍ୱଭାବିକ ହେଉଛି, ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର…
ଅଧିକ ଖବର ଦେଖନ୍ତୁ...

ଫର୍ଚ୍ୟୁନ୍ ପତ୍ରିକାର ୪୦ ବର୍ଷରୁ କମ୍ ବୟସରେ ବିଶ୍ୱର ୪୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଲେ ଇଶା ଓ…

ମୁମ୍ବାଇ: ପ୍ରତିଷ୍ଠିତ ଫର୍ଚ୍ୟୁନ ପତ୍ରିକା ପକ୍ଷରୁ ୪୦ ବର୍ଷରୁ କମ ବୟସ ବର୍ଗରେ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରକାଶ କରାଯାଇଥିବା ଉଦୀୟମାନ ନେତୃତ୍ୱ ତାଲିକାରେ ସ୍ଥାନ ପାଇଛନ୍ତି ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଇଶା ଅମ୍ବାନୀ ଓ ଆକାଶ ଅମ୍ବାନୀ । ୨୦୨୦ ବର୍ଷ ପାଇଁ…
ଅଧିକ ଖବର ଦେଖନ୍ତୁ...