Daily Archives

September 3, 2020

‘ଜନ୍ମ ତ କରିଥିଲେ, ପଚାରିବା କ’ଣ ଦରକାର’ ବାପା-ମାଙ୍କୁ ଅଲୋଡ଼ା କରି ଚାଲିଯାଇଥିବା କିଛି ପୁଅଙ୍କ କାହାଣୀ

ଭୁବନେଶ୍ୱର/ଭଦ୍ରକ: ଲକ୍ଷେ ଶିବଙ୍କୁ ପୂଜି ସେ ପୁଅ ପାଇଥିଲେ, ଗୋଟିଏ ନୁହେଁ ପାଞ୍ଚ ପାଞ୍ଚଟି ପୁଅ | ପେଟକୁ କାଟି ମନକୁ ମାରି ପୁଅମାନଙ୍କୁ ବଡ କରିଥିଲେ | କିନ୍ତୁ ପୁଅମାନଙ୍କ ବିବାହ ପରେ ବଦଳିଯାଇଥିଲା ଏହି ବୁଢା ମଉସା ମାଉସୀଙ୍କ ଜୀବନ କାହାଣୀ | ଅଲୋଡ଼ା ହୋଇଯାଇଥିଲେ ବାପା ମା | ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

ଆତ୍ମନିର୍ଭର ଅଭିଯାନ ମାଧ୍ୟମରେ ଭାରତ ବିଶ୍ୱର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବ : ମୋଦୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ଏବେ କରୋନା ପରି ଏକ ବଡ଼ ସଂକଟର ସମ୍ମୁଖୀନ ହେଉଛି । ଏହା ଅନେକ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ମଧ୍ୟ ୧୩୦ କୋଟି ଭାରତୀୟଙ୍କ ଆଶା-ଆକାଂକ୍ଷାକୁ ଦୁର୍ବଳ କରିପାରି ନାହିଁ । ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଏକ ମାନବ କୈନ୍ଦ୍ରିକ ବିକାଶ ଆଭିମୁଖ୍ୟ ଆବଶ୍ୟକ କରେ ବୋଲି…
ଅଧିକ ଖବର ଦେଖନ୍ତୁ...

କଟକରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୦୨ ଜଣ

କଟକ: ଆଜି କଟକ ସହରରୁ ମୋଟ୍‌ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୪ ଜଣ, ଗୃହ ସଂଗରୋଧରୁ ୮୧ ଜଣ ଓ ସ୍ଥାନୀୟ ଅଂଚଳରୁ ୧୦୨ ଜଣ ଆକ୍ରାନ୍ତ ହୋଇଛନ୍ତି। କଟକ ମହାନଗର ନିଗମ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଏକାକୀ ଗାଡ଼ି ଚଳାଇବା ବେଳେ ମାସ୍କ୍‌ ପିନ୍ଧିବା କଥା କି? ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଲା, ନିର୍ଦେଶାବଳୀ ଜାରି…

ନୂଆଦିଲ୍ଲୀ: ‌ଏକାକୀ କାର୍‌ ଚଳାଇବା ବ‌େଳେ ଲୋକେ ମାସ୍କ୍‌ ପିନ୍ଧିବା ନିମ‌େନ୍ତେ କୌଣସି ନିର୍ଦେଶାବଳୀ ଜାରି ହୋଇ ନ ଥିବା ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଭାରତରେ କୋଭିଡ୍‌-୧୯ ସ୍ଥିତି ସଂକ୍ରାନ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯାହା ବି କାମ ଆରମ୍ଭ କରିବେ ଅଳ୍ପ ସମୟରେ ସ˚ପୂର୍ଣ୍ଣ କରିନେବେ। ନୂଆ ଚୁକ୍ତିପତ୍ରରେ ଲାଭ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ବୃଷ: କୌଣସି କାମରେ ଅଧିକ ସମୟ ଲାଗିପାରେ। ଅଫିସରେ ଅଧିକାରୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ପାରିବାରିକ ଦାୟିତ୍ବ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ସାଙ୍ଗ ହୋଇ ମଦ ପିଇବା ସମୟରେ କୁରାଢ଼ୀରେ ଆକ୍ରମଣ, ଯୁବକଙ୍କ ମୃତ୍ୟୁ

ପାଇକସାହି: ମଦ ପିଇବା ସମୟରେ କୁରାଢ଼ୀରେ ଆକ୍ରମଣ କରାଯିବାରୁ ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲୀପ ସେଠୀ (୩୧)। ଅଭିଯୁକ୍ତ କୁନା ବେହେରା (୩୫)କୁ ପୁଲିସ ଅଟକ ରଖି ପଚାରାଉଚରା କରୁଥିବା ସୂଚନା ମିଳିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଥାନାର…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୧ ସୁଦ୍ଧା ଆମେରିକା ଲୋକମାନଙ୍କୁ ଦିଆଯିବ କରୋନା ଟିକା

ନ୍ୟୁୟର୍କ : ଆସନ୍ତା ନଭେମ୍ବର ୧ ସୁଦ୍ଧା ଏକ କରୋନ ଭାଇରସ ଟିକା ଲୋକଙ୍କୁ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ (ସିଡିସି)ପକ୍ଷରୁ ବିଭିନ୍ନ ଆମେରିକୀୟ ରାଜ୍ୟମାନଙ୍କୁ କୁହାଯାଇଛି ।  ଏ ସମ୍ପର୍କରେ ବିଭିନ୍ନ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଗରମ ଲାଗିବାରୁ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଦେଲେ ମହିଳା ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ସମୟରେ ଏମିତି ଅନେକ ଯାତ୍ରୀ ଅଛନ୍ତି ଯେଉଁମାନଙ୍କ ଅସ୍ୱାଭାବିକ କାମ ପାଇଁ ବାକି ଅନ୍ୟ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ନିକଟରେ ଜଣେ ମହିଳା ବିମାନରେ ଯାତ୍ରା ସମୟରେ ଏପରି କାମ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଏକେ-୪୭ ୨୦୩ ରାଇଫଲ୍‌ ନିର୍ମାଣ ନିମନ୍ତେ ରାଜିନାମା ଚୂଡ଼ାନ୍ତ କଲେ ଭାରତ ଓ ରୁଷ୍: ରିପୋର୍ଟ

ମସ୍କୋ: ଭାରତରେ ଏକେ-୪୭ ୨୦୩ ରାଇଫଲ୍ ନିର୍ମାଣ ନିମନ୍ତେ ଭାରତ ଓ ରୁଷ୍ ରାଜିନାମା ଚୂଡ଼ାନ୍ତ କରିଥିବା କଥା ଗୁରୁବାର ଦିନ ରୁଷ୍‌ର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। ସମ୍ପ୍ରତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମସ୍କୋ ଗସ୍ତରେ ଅଛନ୍ତି। ଏକେ-୪୭ ୨୦୩ ହେଉଛି ଏକେ-୪୭…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୩୫୯ ଜଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଆଜି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ । ସଂଗରୋଧରୁ ୨୨୧ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୩୫୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ…
ଅଧିକ ଖବର ଦେଖନ୍ତୁ...