Daily Archives

September 3, 2020

ଭାରତୀୟ ଆଣବିକ ଯୁଦ୍ଧାସ୍ତ୍ର ରେଞ୍ଜରେ ସମଗ୍ର ଚୀନ : ରିପୋର୍ଟ

ନୂଆଦିଲ୍ଲୀ : ଚୀନଆଡ଼ୁ ବିପଦ ଆଶଙ୍କା ବଢିଚାଲିଥିବାରୁ ଭାରତ ନିଜର ଆଣବିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବରୁ ଭାରତ ମୁଖ୍ୟତଃ ପାକିସ୍ତାନକୁ କେନ୍ଦ୍ରରେ ରଖି ନିଜର ସାମରିକ ଓ ଆଣବିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଫୋକସରେ ରହିଛି ଚୀନ । ଚୀନକୁ ଫୋକସ କରି ହିଁ ଭାରତ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୫୧୧ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୨୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୫୧୧ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୭…
ଅଧିକ ଖବର ଦେଖନ୍ତୁ...

ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ ପୂର୍ବାଞ୍ଚଳ ବିମାନଘାଟି ପରିଦର୍ଶନ କଲେ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ

ନୂଆଦିଲ୍ଲୀ: ସମ୍ପ୍ରତି ସୀମାନ୍ତରେ ଚୀନ୍ ସହ ଚାଲିଥିବା ଉତ୍ତେଜନା ଦୃଷ୍ଟିରୁ ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ ବୁଧବାର ଦିନ ପୂର୍ବାଞ୍ଚଳ ସେକ୍ଟରରେ ଥିବା ବିମାନଘାଟି ସବୁ ପରିଦର୍ଶନ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଆଭିଯାନିକ ପ୍ରସ୍ତୁତି ଏବଂ…
ଅଧିକ ଖବର ଦେଖନ୍ତୁ...

ଆଦିତ୍ୟଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରହସ୍ୟମୟୀ ଯୁବତୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ସାଇକୋ ଲେଡିଙ୍କ ସମ୍ପୃକ୍ତି ଥିବା ନେଇ ଗତ ୨ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଆଜି ଏହି ଘଟଣାକୁ ନେଇ ବାଲେଶ୍ୱରର ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ମୁହଁ ଖୋଲିଛନ୍ତି। ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ନିଜକୁ ଆଦିତ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ବର୍ଷଠାରୁ କେନ୍ଦ୍ର ସରକାରୀ ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ଡାଇରୀ,କ୍ୟାଲେଣ୍ଡର ଛପାଇ ପାରିବେ ନାହିଁ

ନୂଆଦିଲ୍ଲୀ : ଆପଣ ୨୦୨୧ ବର୍ଷ ପାଇଁ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ସଂସ୍ଥା, କେନ୍ଦ୍ର ସରକାରୀ ବିଭାଗର ନାଁ ଲେଖାଥିବା ଡାଇରୀ, କ୍ୟାଲେଣ୍ଡର ଆଦି ଦେଖିବାକୁ ପାଇବେ ନାହିଁ । କାରଣ କେନ୍ଦ୍ର ସରକାର  ସବୁପ୍ରକାରର ଡାଇରୀ, କ୍ୟାଲେଣ୍ଡର, ଗ୍ରିଟିଂ କାର୍ଡ ଆଦି ଛପାକୁ…
ଅଧିକ ଖବର ଦେଖନ୍ତୁ...

କଟକ ନୂଆ ନିମସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ ଜୋନ୍‌ କଟକଣା

କଟକ: ସ୍ଥାନୀୟ ନୂଆ ନିମସାହି(୪୨ ନମ୍ବର ଓ୍ଵାର୍ଡ)ରୁ କଣ୍ଟେନମେଣ୍ଟ ଜୋନ କଟକଣା ଉଚ୍ଛେଦ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ସିଏମ୍‌ସି କହିଛି ଯେ, ନୂଆ ନିମସାହିରୁ ଏକାଧିକ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏଠାରେ କଣ୍ଟେନମେଣ୍ଟ ଜୋନ୍‌ କଟକଣା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଜଳୁଛି ୨୭୦ ହଜାର ଟନ୍ ତୈଳ ନେଇ ପାରାଦୀପ ଆସୁଥିବା ତୈଳବାହୀ ଜାହାଜ

ନୂଆଦିଲ୍ଲୀ: ୨୭୦, ୦୦୦ ଟନ୍ ତୈଳ ନେଇ ଓଡ଼ିଶାର ପାରଦ୍ବୀପ ବନ୍ଦର ଅଭିମୁଖେ ଆସୁଥିବା ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ର ଏକ ଚାର୍ଟର୍‌ ଜାହାଜରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ନିଆଁ ଲାଗିଯାଇଛି। ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଶ୍ରୀଲଙ୍କା ସେ ଜାହାଜ ପାଖକୁ ଗୋଟାଏ ବିମାନ ଏବଂ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ଆର୍ଥିକ ଦୁର୍ନୀତି : ଋଣ ନ ନେଇ ବି ଟଙ୍କା ଫେରାଇବା ପାଇଁ ଆସିଲା ନୋଟିସ, ବ୍ୟାଙ୍କ ବିରୋଧରେ ଥାନାରେ…

ମାଲକାନଗିରି: ନିରୀହ ଓ ସରଳ ଆଦିବାସୀ ଲୋକଙ୍କ ଜୀବନ ସହିତ ଖେଳାଯାଉଛି। ଏମାନଙ୍କୁ ନେଇ କିପରି ଖେଳ ଖେଳାଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ସ୍ଥାନୀୟ ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ଜାପାନ ଉପକୂଳରେ ସାମୁଦ୍ରିକ ବାତ୍ୟା : ବୁଡ଼ିଗଲା ୪୩ କର୍ମଚାରୀ, ୬ ହଜାର ଗୋରୁ ଥିବା ଜାହାଜ

ଟୋକିଓ : ଜାପାନ ଉପକୂଳରେ ଏକ ମାଲବାହୀ ଜାହାଜ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ବୁଡ଼ିଯାଇଛି । ଏହି ଜାହାଜରେ ପ୍ରାୟ ୪୦ ଜଣ କର୍ମଚାରୀ ଓ ପ୍ରାୟ ୬ ହଜାର ଗୋରୁ ଥିଲେ । ଖବର ପାଇଁ ଜାପାନୀ କୋଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଜଣକୁ ଉଦ୍ଧାର କରିଛି । ଗଲ୍ଫ ଲାଇଭଷ୍ଟକ-୧ ନାମକ ଏହି…
ଅଧିକ ଖବର ଦେଖନ୍ତୁ...

ଚିତାବାଘ ଭଳି କୁକୁରଲୋମକୁ କଲେ ରଙ୍ଗୀନ୍‌ : ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କଲେ ଲୋକେ

ନୂଆଦିଲ୍ଲୀ: ଚିତାବାଘ ଭଳି ଦେଖା ଯାଉଥିବା ଏକ କୁକୁରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଚିନ୍ତାରେ ପଡ଼ିଯିବେ ଇଏ କୁକର ନା ବାଘ। କୁକୁରର ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପଶୁପକ୍ଷୀମାନଙ୍କ ହିତ ପାଇଁ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...