Daily Archives

September 3, 2020

ଚୀନ୍‌ରୁ ନୁହେଁ, ଏବେ ଇଣ୍ଡୋନେସିଆରୁ ଆସିବ କୁରୁକ୍ଷେତ୍ର ଇସ୍କନ୍ ମନ୍ଦିର ଲାଗି ୩୪ ଫୁଟ୍‌ ଉଚ୍ଚ ଚାରିଟି ବିଶାଳ…

ଚଣ୍ଡିଗଡ଼: କୁରୁକ୍ଷେତ୍ରରେ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଇସ୍କନ୍ ନିର୍ମାଣ କରୁଥିବା କୃଷ୍ଣ-ଅର୍ଜୁନ ମନ୍ଦିର ନିମନ୍ତେ ଚୀନ୍‌ରୁ ଆସିବାକୁ ଥିବା ଚାରିଟି ଘୋଡ଼ା ଏବେ ଇଣ୍ଡୋନେସିଆରୁ ଆସିବ। ଦେଶରେ ଚୀନ୍ ବିରୋଧୀ ଭାବାବେଗ ଯୋଗୁଁ ମନ୍ଦିର ପରିଚାଳନା କମିଟି ଘୋଡ଼ା ଲାଗି ଚୀନ୍…
ଅଧିକ ଖବର ଦେଖନ୍ତୁ...

ଜଗତ୍‌ସିଂହପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଜଗତସିଂହପୁର ଟାଉନ୍‌: ଔଷଧ ନିରୀକ୍ଷକ କାର୍ଯ୍ୟାଳୟର ଜଣେ ଡାଟା ଏଣ୍ଟ୍ରି ଅପରେଟର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜିଲ୍ଲା ଔଷଧ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ତପନ କୁମାର ସେଠୀ ବାଦଳହଙ୍ଗା ଗାଁର ଶୁଭେନ୍ଦୁ…
ଅଧିକ ଖବର ଦେଖନ୍ତୁ...

ଦେଶରେ ୫ଟି ରାଜ୍ୟରେ ୬୨% କରୋନା ମାମଲା, ୭୦% ମୃତ୍ୟୁ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ସଂଖ୍ୟା ୨୯ ଲକ୍ଷ ୭୦ ହଜାରରେ ପହଞ୍ଚିଛି ଯାହାକି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାର ୩.୫ ଗୁଣ । ୫ଟି ରାଜ୍ୟ ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଦେଶର ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ୬୨…
ଅଧିକ ଖବର ଦେଖନ୍ତୁ...

ସାନିଟାଇଜର ଯୋଗୁଁ ଚାଲିଗଲା ବୃଦ୍ଧଙ୍କ ଜୀବନ

ନାସିକ: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ପାର କରିିଥିବା ବେଳେ ଆଜି ସବୁ ରେକର୍ଡ ଭଙ୍ଗିଛି କରୋନା। ୨୪ଘଣ୍ଟାରେ ପ୍ରଥମ କରି ଆକ୍ରାନ୍ତଙ୍କ ସଂଖ୍ୟା ୮୦,୦୦୦ ଟପିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ଭଳି ୧,୦୦୦ ପାର…
ଅଧିକ ଖବର ଦେଖନ୍ତୁ...

‘ହେଟ୍‌-ସ୍ପିଚ୍‌’ ବିବାଦ ‌ରିପୋର୍ଟରେ ତାଲିକାଭୁକ୍ତ ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଷିଦ୍ଧ କଲା ଫେସ୍‌ବୁକ୍

ନୂଆଦିଲ୍ଲୀ: ଘୃଣା ଓ ହିଂସା ଉଦ୍ରେକକାରୀ କଥାବସ୍ତୁ ପ୍ରସାର କରି ଫେସ୍‌ବୁକ୍‌ର ନୀତି ଉଲ୍ଲଂଘନ କରିଥିବା ଶାସକ ଦଳ ‘ବିଜେପି’ର ବିଧାୟକ ଟି ରାଜା ସିଂହଙ୍କୁ ନିଷିଦ୍ଧ କରାଯାଇଥିବା କଥା ଫେସ୍‌ବୁକ୍ର ଜଣେ ମୁଖପାତ୍ର କହିଛନ୍ତି। ‘ହେଟ୍‌-ସ୍ପିଚ୍’ ବା ‘ଘୃଣ୍ୟ ଅଭିବ୍ୟକ୍ତି’ ଉପରେ…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ଦୁର୍ଘଟଣା ନେଇଛି ୪ ଲକ୍ଷ ୨୧ ହଜାର ଜୀବନ : ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ : ୨୦୧୯ରେ ଭାରତରେ ୪ ଲକ୍ଷ ୨୧ ହଜାର ୧୦୪ ଜଣ ଲୋକ ବିଭିନ୍ନ ପ୍ରକାରର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ୪ ଲକ୍ଷ ୨୧ ହଜାର ୧୦୪ ମୃତକଙ୍କ ମଧ୍ୟରୁ ୧ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ମଞ୍ଜରୀ ଆଣୁଛି ‘ନଣନ୍ଦ ପୁଟୁଳି’

ଭୁବନେଶ୍ବର: ବାହା ନ ହୋଇ କାହାକୁ ନଣନ୍ଦ ପୁଟୁଳି ସଜାଡିବାର ଶୁଣିଛନ୍ତି କି ? ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ତିନି ତିନିଟା ନଣନ୍ଦଙ୍କ ପାଇଁ ସଜଡା ହେଉଛି ନଣନ୍ଦ ପୁଟୁଳି । ଓଡିଶାର ପ୍ରଥମ ୨୪ ଘଣ୍ଟିଆ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଚଳିତ ମାସ ୭ ତାରିଖରୁ…
ଅଧିକ ଖବର ଦେଖନ୍ତୁ...

ଦୟାନଦୀକୁ ଡେଇଁ ଯୁବକ ନିଖୋଜ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟସ୍ଥ ଦୟା ନଦୀକୁ ଡେଇଁ ଆଜି ଅପରାହ୍ନରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଜଣେ ଯୁବକ ଦୟା ନଦୀ ନିକଟକୁ ଆସି ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ଛିଡ଼ା ହୋଇଥିଲେ। କିଛି ସମୟ ଏପରି ଛିଡ଼ା ହେବା ପରେ ହଠାତ୍‌ ସେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ସବୁ ଜିଲ୍ଲାରେ ରହିଛି ବର୍ଷା ଓ ବଜ୍ରପାତର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟ ତଥା ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଏକାଧିକ ଘୂର୍ଣ୍ଣିବଳୟ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୪ ତାରିଖ, ଶୁକ୍ରବାର ଅପରାହ୍ନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଏବଂ ଉପକୂଳ ଓଡ଼ିଶାର ଏକ କିମ୍ବା…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଆପ୍ ଉପରେ ଭାରତର ନିଷେଧାଜ୍ଞା ଚୀନ୍ ନିବେଶକ ଓ ସେବାପ୍ରଦାନକାରୀଙ୍କ ଆଇନଗତ ସ୍ବାର୍ଥ ଉଲ୍ଲଂଘନ କରୁଛି:…

ନୂଆଦିଲ୍ଲୀ: ଆଉ ୧୧୮ଟି ମୋବାଇଲ୍‌ ଆପ୍ଲିକେସନ୍ ନିଷେଧ କରିବାକୁ ଭାରତର ପଦକ୍ଷେପ ଚୀନ୍ ନିବେଶକ ଓ ସେବା ପ୍ରଦାନକାରୀମାନଙ୍କର ଆଇନଗତ ସ୍ବାର୍ଥ ଉଲ୍ଲଂଘନ କରୁଛି ବୋଲି ଗୁରୁବାର ଦିନ ଚୀନ୍ କହିଛି। ଚୀନ୍‌ ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ଗାଓ ଫେଙ୍ଗ୍‌ ଏକ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...